PM launches National Portal for Credit Linked Government schemes - Jan Samarth Portal
“This is a moment to infuse the dreams of our freedom fighters with new energy and dedicate ourselves to new pledges”
“Increased public participation has given impetus to the development of the country and empowered the poorest”
“We are witnessing a new confidence among the citizens to come out of the mentality of deprivation and dream big”
“21st century India is moving ahead with the approach of people-centric governance”
“When we move with the power of reform, simplification and ease, we attain a new level of convenience”
“World is looking at us with hope and confidence as a capable, game changing, creative, innovative ecosystem”
“We have trusted the wisdom of the common Indian. We encouraged the public as intelligent participants in Growth”

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟା, ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ, ପଙ୍କଜ ଚୌଧୂରୀ ମହାଶୟ, ଶ୍ରୀ ଭାଗବତ କୃଷ୍ଣ ରାଓ କରାଡ଼ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ବିଗତ ବର୍ଷମାନଙ୍କରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ସେମାନେ ନିଜସ୍ୱ କାର୍ଯ୍ୟ ଦ୍ୱାରା ଉପଯୁକ୍ତ ସମୟରେ ସଠିକ୍ ନିଷ୍ପତ୍ତି ଗ୍ରହଣ କରି ନିଜର ଏକ ପରମ୍ପରା ପ୍ରସ୍ତୁତ କରିଛନ୍ତି, ଏକ ଉନ୍ନତ ଯାତ୍ରାପଥ ସ୍ଥିର କରିଛନ୍ତି । ଆପଣ ସମସ୍ତେ ଏହି ପରମ୍ପରାର ହେଉଛନ୍ତି ଏକ ଅଂଶ । ଦେଶର ସାଧାରଣ ଜନତାଙ୍କର ଜୀବନକୁ ସହଜ କରିବା ହେଉ, କିମ୍ବା ଦେଶର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ହେଉ, ବିଗତ 75 ବର୍ଷରେ ଅନେକ ସାଥୀଗଣ ବହୁତ ବଡ଼ ଯୋଗଦାନ ଦେଇଛନ୍ତି।

ଏହି ଆଇକନିକ୍ ସପ୍ତାହ ହେଉଛି ଏଭଳି ପ୍ରତ୍ୟେକ ସାଥୀଙ୍କୁ, ଅତୀତର ଏଭଳି ସମସ୍ତ ପ୍ରୟାସକୁ ଜୀବନ୍ତ କରିବାର ସୁଯୋଗ। ସ୍ୱାଧୀନତାର ଅମୃତକାଳରେ ଆମେ ଆମର ଏହି ଅତୀତରୁ ପ୍ରେରଣା ପାଇ ଆମର ପ୍ରୟାସ ଗୁଡ଼ିକୁ ଆହୁରି ଉନ୍ନତ କରି ପାରିବା, ଏହା ହେଉଛି ଏହି ଦିଗରେ ବହୁତ ବଡ଼ ପଦକ୍ଷେପ । ଆଜି ଏଠାରେ ଟଙ୍କାର ଗୌରବଶାଳୀ ଯାତ୍ରାକୁ ମଧ୍ୟ ଦେଖାଯାଇଛି, ଏହି ଯାତ୍ରା ସହିତ ପରିଚିତ କରାଉଥିବା ଡିଜିଟାଲ ପ୍ରଦର୍ଶନୀ ମଧ୍ୟ ଆରମ୍ଭ ହୋଇଛି, ଆଉ ଆଜାଦୀର ଅମୃତ ମହୋତ୍ସବ ପାଇଁ ସମର୍ପିତ ନୂତନ ମୁଦ୍ରା ମଧ୍ୟ ଜାରି କରାଗଲା।

ଏହି ନୂତନ ମୁଦ୍ରା ଦେଶର ଲୋକମାନଙ୍କୁ ନିରନ୍ତର ଅମୃତକାଳର ଲକ୍ଷ୍ୟକୁ ମନେ ପକାଇ ଦେବ, ସେମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ପାଇଁ ପ୍ରେରିତ କରିବ । ଆଗାମୀ ଏକ ସପ୍ତାହରେ ଆପଣଙ୍କ ବିଭାଗ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଅମୃତ କାର୍ଯ୍ୟ ସହିତ ଜଡ଼ିତ ସମସ୍ତ ବିଭାଗକୁ, ଆପଣଙ୍କ ପ୍ରତ୍ୟେକ ଛୋଟ-ବଡ଼ ଶାଖାକୁ ମୁଁ ବହୁତ- ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଆଜାଦୀ କା ଅମୃତ ମହୋତ୍ସବ କେବଳ 75 ବର୍ଷର ଏକ ଉତ୍ସବ ମାତ୍ର ନୁହେଁ, ବରଂ ସ୍ୱାଧୀନତାର ପ୍ରତ୍ୟେକ ନାୟକ- ନାୟିକାମାନେ ସ୍ୱାଧୀନ ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନଗୁଡ଼ିକୁ ପାଳନ କରିବା, ସେହି ସ୍ୱପ୍ନଗୁଡ଼ିକୁ ପରିପୂର୍ଣ୍ଣ କରିବା, ସେହି ସ୍ୱପ୍ନଗୁଡ଼ିକରେ ଏକ ନୂତନ ସାମର୍ଥ୍ୟ ଭରିଦେବା ଆଉ ନୂତନ ସଂକଳ୍ପକୁ ନେଇ ଆଗକୁ ବଢ଼ିବାର ଏହି ହେଉଛି କ୍ଷଣ । ସ୍ୱାଧୀନତାର ଦୀର୍ଘ ସଂଘର୍ଷରେ ଯେଉଁମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି, ସେ ଏହି ଆନ୍ଦୋଳନରେ ଏକ ନୂତନ ପରିମାପ ସହ ଯୋଡ଼ିଲେ, ଏବଂ ତାହାର ଉର୍ଜ୍ଜାକୁ ବୃଦ୍ଧି କଲେ।

କେହି ସତ୍ୟାଗ୍ରହର ରାସ୍ତାକୁ ଆପଣାଇଲେ, କେହି ଅସ୍ତ୍ର- ଶସ୍ତ୍ରର ରାସ୍ତାକୁ ଆପଣାଇଲେ, କେହି ଆସ୍ଥା ଏବଂ ଆଧ୍ୟାତ୍ମର ରାସ୍ତାକୁ ବାଛିଲେ, ତ ଆଉ କିଏ ବୁଦ୍ଧିମତାର ସହିତ ସ୍ୱାଧୀନତାର ଆଲୋକକୁ ପ୍ରଜ୍ଜ୍ୱଳିତ କରିବାରେ ନିଜ କଲମର ଶକ୍ତିର ଉପଯୋଗ କଲେ । କେହି କୋର୍ଟ କଚେରୀର ମୋକଦ୍ଦମା ଲଢ଼େଇ କରି ଦେଶର ସ୍ୱାଧୀନତାରେ ଏକ ନୂତନ ଶକ୍ତି ଭରିବାର ପ୍ରୟାସ କଲେ। ତେଣୁ, ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରୁଛେ, ସେତେବେଳେ ପ୍ରତ୍ୟେକ ଦେଶବାସୀଙ୍କର ଏହା ହେଉଛି କର୍ତ୍ତବ୍ୟ ଯେ ସେମାନେ ନିଜ- ନିଜ ସ୍ତରରେ, ନିଜ- ନିଜର ବିଶିଷ୍ଟ ଯୋଗଦାନ ରାଷ୍ଟ୍ର ବିକାଶରେ ନିଶ୍ଚିତ ଭାବେ ଯୋଡ଼ନ୍ତୁ।

ଆପଣ ଦେଖନ୍ତୁ, ଯଦି ଆମେ ରାଷ୍ଟ୍ର ହିସାବରେ ଦେଖିବା, ତେବେ ଭାରତ ବିଗତ ଆଠ ବର୍ଷରେ ଭିନ୍ନ- ଭିନ୍ନ ଭାବରେ ନିତ୍ୟ ନୂତନ ପଦକ୍ଷେପ ଗ୍ରହଣ କରିଛି, ନବୀନ କାର୍ଯ୍ୟ କରିବାର ପ୍ରୟାସ କରିଛି । ଏହି ସମୟ ମଧ୍ୟରେ ଦେଶରେ ଜନ-ଭାଗିଦାରୀ ବୃଦ୍ଧି ପାଇଛି, ସେମାନେ ଦେଶର ବିକାଶକୁ ଗତି ପ୍ରଦାନ କରିଛନ୍ତି, ଦେଶର ଗରିବରୁ ଅତି ଗରିବ ନାଗରିକଙ୍କୁ ସଶକ୍ତ କରିଛନ୍ତି।

ସ୍ୱଚ୍ଛ ଭାରତ ଅଭିଯାନ- ଗରିବଙ୍କୁ ସମ୍ମାନର ସହିତ ବଞ୍ଚିବାର ସୁଯୋଗ ପ୍ରଦାନ କରିଛି । ପକ୍କା ଘର, ବିଜୁଳି, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଆମର ଗରିବର ସମ୍ମାନ ବଢ଼ାଇଛି, ଆମର ନାଗରିକମାନଙ୍କ ଆତ୍ମବିଶ୍ୱାସରେ ଏକ ନୂତନ ଉର୍ଜ୍ଜା ଭରି ଦେଲା ଆଉ ଏହା ସହିତ ସୁବିଧା ମଧ୍ୟ ବଢାଇଛି ।

କରୋନା କାଳରେ ମାଗଣା ରାସନର ଯୋଜନା 80 କୋଟିରୁ ଅଧିକ ଦେଶବାସୀଙ୍କୁ ଭୋକ ଆଶଙ୍କାରୁ ମୁକ୍ତି କରାଇଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଯେଉଁମାନେ ଦେଶର ବିକାଶର ବିମର୍ଶରେ, ଆନୁଷ୍ଠାନିକ ବ୍ୟବସ୍ଥାରୁ ବଞ୍ଚିତ ଥିଲେ, ବାହାରେ ଥିଲେ, ସେମାନଙ୍କର ଅନ୍ତର୍ଭୁକ୍ତିକରଣ ଆମେ ମିଶନ ମୋଡ଼ରେ କରିଛୁ । ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣର ଏତେ ବଡ଼ କାର୍ଯ୍ୟ, ଏତେ କମ୍ ସମୟ ମଧ୍ୟରେ ବିଶ୍ବରେ କୌଣସି ଠାରେ ହୋଇ ନାହିଁ। ଆଉ ସବୁଠାରୁ ବଡ଼ କଥା, ଦେଶର ଲୋକମାନଙ୍କ ମଧ୍ୟରେ ଅଭାବରୁ ବାହାରକୁ ବାହାରି ସ୍ୱପ୍ନ ଦେଖିବା ଆଉ ସ୍ୱପ୍ନକୁ ସାକାର କରିବାର ନୂତନ ସାହସ ଆମକୁ ଦେଖିବାକୁ ମିଳିଲା।

ସାଥୀଗଣ,

ସ୍ୱାଧୀନତାର 7 ଦଶକ ପରେ ଏ ଯେଉଁ ଏତେ ବଡ଼ ପରିବର୍ତ୍ତନ ଆସିଛି, ତାହାର କେନ୍ଦ୍ରରେ ଲୋକ- କୈନ୍ଦ୍ରିକ ପ୍ରଶାସନ ରହିଛି, ସୁଶାସନର କ୍ରମାଗତ ପ୍ରୟାସ ରହିଛି। ଗୋଟିଏ ସମୟ ଥିଲା, ଯେତେବେଳେ ଆମ ଦେଶରେ ନୀତି ଏବଂ ନିଷ୍ପତି ସରକାର- କୈନ୍ଦ୍ରିକ ଥିଲା। ଅର୍ଥାତ କୌଣସି ଯୋଜନା ଆରମ୍ଭ ହେଲା ପରେ ଏହା ଲୋକମାନଙ୍କର ଦାୟିତ୍ୱ ଥିଲା ଯେ ସେମାନେ ସରକାରଙ୍କ ପାଖରେ ପହଞ୍ଚି ତାହାର ଲାଭ ଉଠାନ୍ତୁ । ଏହି ପ୍ରକାରର ବ୍ୟବସ୍ଥାରେ ସରକାର ଏବଂ ପ୍ରଶାସନ, ଦୁଇ ଜଣଙ୍କର ହିଁ ଦାୟିତ୍ୱ ହ୍ରାସ ପାଉଥିଲା। ଏବେ ଯେମିତି କୌଣସି ଗରିବ ଛାତ୍ରଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସାହାୟତାର ଆବଶ୍ୟକତା ହେଉଥିଲା, ତେବେ ପ୍ରଥମେ ସେ ନିଜର ପରିବାର, ନିଜର ପରିଜନ କିମ୍ବା ନିଜର ବନ୍ଧୁମାନଙ୍କ ଠାରୁ ସାହାୟତା ନେବା ପାଇଁ ବାଧ୍ୟ ହେଉଥିଲା । ଏହି କାର୍ଯ୍ୟ ପାଇଁ ସରକାରଙ୍କର ଯାହା କିଛି ମଧ୍ୟ ଯୋଜନା ରହିଥିଲା, ସେଥିରେ ଏତେ ଅଧିକ ପ୍ରକ୍ରିୟାମାନ ରହିଥିଲା, ଯେ ସେ ଏହି ସାହାଯ୍ୟ ପାଇବା ପାଇଁ ଆଗକୁ ହିଁ ବଢ଼ୁ ନ ଥିଲା, ସେହି ପ୍ରକ୍ରିୟାରେ ହିଁ ସେ ଅବଶ ଅନୁଭବ କରିବାକୁ ଲାଗୁଥିଲା।

ସେହିଭଳି ଭାବେ ଯଦି କୌଣସି ଉଦ୍ୟୋଗୀ, କୌଣସି ବ୍ୟାପାରୀ- ବ୍ୟବସାୟୀ କରିବା ପାଇଁ ଋଣର ଆବଶ୍ୟକତା ପଡ଼ୁଥିଲା, ତେବେ ତାଙ୍କୁ ମଧ୍ୟ ଅନେକ ସ୍ଥାନରେ ଚକ୍କର ଲଗାଇବାକୁ ପଡ଼ୁଥିଲା, ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଥିଲା । ଅଧିକାଂଶ ସମୟରେ ଏହା ମଧ୍ୟ ହେଉଥିଲା ଯେ ଅଧା ସୂଚନା ଯୋଗୁଁ ସେ ମନ୍ତ୍ରଣାଳୟର ୱେସାଇଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରୁ ନ ଥିଲା। ଏ ପ୍ରକାରର ଅସୁବିଧାଗୁଡ଼ିକ ଯୋଗୁଁ ପରିଣାମ ଏହା ହେଉଥିଲା ଯେ ଛାତ୍ର ହୁଅନ୍ତୁ ଅବା ବ୍ୟବସାୟୀ, ନିଜର ସ୍ୱପ୍ନଗୁଡ଼ିକୁ ଅଧାରେ ହିଁ ଛାଡ଼ି ଦେଉଥିଲେ, ତାକୁ ପୂରଣ କରିବା ପାଇଁ ପଦକ୍ଷେପ ହିଁ ଗ୍ରହଣ କରୁ ନ ଥିଲେ ।

ପୂର୍ବ ସମୟରେ ସରକାର- କୈନ୍ଦ୍ରିକ ପ୍ରଶାସନ ବ୍ୟବସ୍ଥା ଯୋଗୁଁ ଦେଶ ବହୁତ ବଡ଼ କ୍ଷତି ସହିଛି। କିନ୍ତୁ ଆଜି ଏକବିଂଶ ଶତାବ୍ଦୀର ଭାରତ, ଜନତା- କୈନ୍ଦ୍ରିକ ସରକାରର ଅଭିବ୍ୟକ୍ତି ସହିତ ଆଗକୁ ବଢ଼ୁଛି । ଏମାନେ ହେଉଛନ୍ତି ଜନତା, ଯେଉଁମାନେ ନିଜର ସେବା ପାଇଁ ଆମକୁ ଏଠାକୁ ପଠାଇଛନ୍ତି । ଏଥିପାଇଁ, ଏହା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା ଯେ ଆମେ ନିଜେ ଜନତାଙ୍କ ପାଖରେ ପହଞ୍ଚିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା,  ତାଙ୍କୁ ସମସ୍ତ ପ୍ରକାରର ଲାଭ ପହଞ୍ଚାଇବା, ଏହି ଦାୟିତ୍ୱ ଆମ ଉପରେ ରହିଛି।

ଭିନ୍ନ- ଭିନ୍ନ ମନ୍ତ୍ରଣାଳୟର ଭିନ୍ନ- ଭିନ୍ନ ୱେସାଇଟଗୁଡ଼ିକର ଚକ୍କର, ତାହା କରିବା ଠାରୁ ଭଲ ହେଉଛି ଯେ ସେ ଭାରତ ସରକାରଙ୍କର ଏକମାତ୍ର ପୋର୍ଟାଲ ନିକଟରେ ପହଞ୍ଚୁ ଆଉ ତାହାର ସମସ୍ୟାର ସମାଧାନ ହେଉ। ଆଜି ଜନସମର୍ଥ ପୋର୍ଟାଲର ଶୁଭାରମ୍ଭ କରାଯାଇଛି, ତାହା ଏହି ଲକ୍ଷ୍ୟକୁ ନେଇ କରାଯାଇଛି । ଏବେ ଭାରତ ସରକାରଙ୍କର ସମସ୍ତ ଋଣ- ଭିତ୍ତିକ ଯୋଜନା ଗୁଡ଼ିକ ଭିନ୍ନ-ଭିନ୍ନ ମାଇକ୍ରୋ ସାଇଟରେ ନୁହେଁ, ବରଂ ଗୋଟିଏ ହିଁ ସ୍ଥାନରେ ଉପଲବ୍ଧ ହେବ।

ଏହି ଜନସମର୍ଥ ପୋର୍ଟାଲ ଛାତ୍ରମାନଙ୍କୁ, ଉଦ୍ୟମୀମାନଙ୍କୁ,  ବ୍ୟାପାରୀ- ବ୍ୟବସାୟୀଙ୍କୁ, କୃଷକମାନଙ୍କର ଜୀବନ ତ ନିଶ୍ଚୟ ହିଁ ସହଜ ହେବ, ସେମାନଙ୍କୁ ନିଜର ସ୍ୱପ୍ନକୁ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିବ । ଏବେ ଛାତ୍ରମାନେ ସହଜରେ ସୂଚନା ପାଇ ପାରିବେ ଯେ କେଉଁ ସରକାରୀ ଯୋଜନାରୁ ତାଙ୍କୁ ଅଧିକ ଲାଭ ମିଳିବ, ସେମାନେ କିଭଳି ତାହାର ଲାଭ ପାଇ ପାରିବେ । ଏହିଭଳି ଭାବେ ଆମର ଯୁବକମାନେ ସହଜରେ ଏହା ସ୍ଥିର କରି ପାରିବେ ଯେ ସେମାନଙ୍କୁ ମୁଦ୍ରା ଋଣ ଆବଶ୍ୟକ କିମ୍ବା ଷ୍ଟାର୍ଟ-ଅପ୍ ଇଣ୍ଡିଆ ଋଣ ଆବଶ୍ୟକ ।

ଜନସମର୍ଥ ପୋର୍ଟାଲ ମାଧ୍ୟମରେ ଏବେ ଦେଶର ଯୁବକଙ୍କୁ, ମଧ୍ୟମବର୍ଗଙ୍କୁ ଏଣ୍ଡ- ଟୁ- ଏଣ୍ଡ ଡେଲିଭରିର ଏକ ବହୁତ ବଡ଼ ପ୍ଲାଟଫର୍ମ ମିଳିଛି । ଆଉ ଯେତେବେଳେ ଋଣ ନେବାରେ ସହଜ ହେବ, କମ୍ ରୁ ଅତି କମ୍ ପ୍ରକ୍ରିୟା ହେବ ତେବେ ଏହା ମଧ୍ୟ ସ୍ୱାଭାବିକ ଯେ ଅଧିକରୁ ଅଧିକ ଲୋକ ଋଣ ନେବା ପାଇଁ ଆଗକୁ ଆସିବେ । ଏହି ପୋର୍ଟାଲ, ସ୍ୱରୋଜଗାରକୁ ବୃଦ୍ଧି କରିବାରେ, ସରକାରଙ୍କର ଯୋଜନାଗୁଡ଼ିକୁ ସମସ୍ତ ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି। ମୁଁ ଜନସମର୍ଥ ପୋର୍ଟାଲ ପାଇଁ ଦେଶର ଯୁବକମାନଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି।

ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ପ୍ରସିଦ୍ଧ ଲୋକମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମୋର ସେମାନଙ୍କୁ ନିବେଦନ ଯେ ସମସ୍ତ ବ୍ୟାଙ୍କର୍ସ ମଧ୍ୟ ଜନସମର୍ଥ ପୋର୍ଟାଲକୁ ସଫଳ କରିବା ପାଇଁ, ଯୁବକଙ୍କୁ ଋଣ ମିଳିବା ସହଜ କରିବା ପାଇଁ ନିଜର ଭାଗିଦାରୀକୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।

ସାଥୀଗଣ,

କୌଣସି ମଧ୍ୟ ପରିବର୍ତନ ହେଉ, ସଂସ୍କାର ହେଉ, ଯଦି ତାହାର ଲକ୍ଷ୍ୟ ସ୍ପଷ୍ଟ ରହିଛି, ତାହାର କାର୍ଯ୍ୟକାରିତାକୁ ନେଇ ଗମ୍ଭୀରତା ରହିଛି, ତେବେ ତାହାର ଭଲ ପରିଣାମ ମଧ୍ୟ ନିଶ୍ଚିତ ଆସିବ। ବିଗତ ଆଠ ବର୍ଷରେ ଦେଶ ଯେଉଁ ସଂସ୍କାର ଆଣିଛି, ସେଥିରେ ଏହି କଥାକୁ ବଡ଼ ପ୍ରାଥମିକତା ଦିଆଯାଇଛି ଯେ ଆମ ଦେଶର ଯୁବକମାନଙ୍କୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସମ୍ପୂର୍ଣ୍ଣ ସୁଯୋଗ ମିଳୁ।

ଆମର ଯୁବକ ନିଜର ମନମୁତାବକ କମ୍ପାନୀ ସହଜରେ ଖୋଲି ପାରନ୍ତୁ, ସେମାନେ ସହଜରେ ନିଜର ଉଦ୍ୟୋଗ କରି ପାରନ୍ତୁ, ସେଗୁଡ଼ିକୁ ସହଜରେ ଚଳାଇ ପାରନ୍ତୁ, ଏହି ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ 30 ହଜାରରୁ ଅଧିକ ଅଭିଯୋଗକୁ କମ୍ କରି, ଦେଢ଼ ହଜାରରୁ ଅଧିକ ଆଇନକୁ ସମାପ୍ତ କରି, କମ୍ପାନୀ ଆଇନର ଅନେକ ବ୍ୟବସ୍ଥାଗୁଡ଼ିକୁ ଅପରାଧୀକରଣ କରି, ଆମେ ଏହା ସୁନିଶ୍ଚିତ କରିଛୁ ଯେ ଭାରତର କମ୍ପାନୀଗୁଡ଼ିକ ନା କେବଳ ଆଗକୁ ବଢ଼ନ୍ତୁ ବରଂ ନୂତନ ଶୀଖରକୁ ପ୍ରାପ୍ତ କରନ୍ତୁ।

ସାଥୀଗଣ,

ସଂସ୍କାର- ଅର୍ଥାତ ସୁଧାର ସହିତ ହିଁ ଆମେ ଯେଉଁ କଥା ଉପରେ ଫୋକସ୍ କରିଛୁ, ତାହା ହେଉଛି ସରଳୀକରଣ, ସିମ୍ପ୍ଲିଫିକେସନ୍ । କେନ୍ଦ୍ର ଏବଂ ରାଜ୍ୟର ଅନେକ ଟିକସର ଜାଲର ସ୍ଥାନ ଏବେ ଜିଏସଟି ନେଇ ଯାଇଛି । ଆଉ ଏହି ସରଳୀକରଣର ଫଳାଫଳକୁ ମଧ୍ୟ ଦେଶ ଦେଖୁଛି। ଏବେ ପ୍ରତ୍ୟେକ ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଯିବା ଏକ ସାଧାରଣ କଥା ହୋଇ ଯାଇଛି । ଇପିଏଫଓ ପଞ୍ଜିକରଣର ସଂଖ୍ୟାରେ ମଧ୍ୟ ଆମେ କ୍ରମାଗତ ଭାବେ ବୃଦ୍ଧି ଦେଖୁଛୁ । ପରିବର୍ତନ, ସରଳୀକରଣରୁ ଆଗକୁ ବଢ଼ି ଏବେ ଆମେ ସୁଗମ ବ୍ୟବସ୍ଥାର ନିର୍ମାଣ କରୁଛୁ।

ଜିଇଏମ ପୋର୍ଟାଲ ଯୋଗୁଁ ଉଦ୍ୟୋମୀ ଏବଂ ଉଦ୍ୟୋଗଗୁଡିକ ସେମାନଙ୍କ ଉତ୍ପାଦକୁ ସରକାରଙ୍କୁ ବିକ୍ରୟ କରିବା ଅତ୍ୟନ୍ତ ସହଜ ହୋଇଛି । ଏଥିରେ ମଧ୍ୟ କ୍ରୟ ଆକଳନ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଛି । ଆଜି ଦେଶରେ ନିବେଶ ପାଇଁ କେଉଁଠି- କେଉଁଠାରେ ସମ୍ଭାବନା ଅଛି, ସେହି ସୂଚନା ଇନଭେଷ୍ଟ ଇଣ୍ଡିଆ ପୋର୍ଟାଲ ମାଧ୍ୟମରେ ସହଜରେ ଉପଲବ୍ଧ ହେଉଛି ।

ଆଜି ଅନେକ ପ୍ରକାରର କ୍ଲିୟରାନ୍ସ ପାଇଁ ଏକକ ବାତାୟନ ପୋର୍ଟାଲ୍ ଅଛି । ଏହି ଶୃଙ୍ଖଳରେ ଏଇ ଜନସମର୍ଥ ପୋର୍ଟାଲ ମଧ୍ୟ ଦେଶର ଯୁବକ, ଦେଶର ଷ୍ଟାର୍ଟ ଅପ୍ସକୁ ବହୁତ ସାହାଯ୍ୟ କରିବାକୁ ଯାଉଛି । ଆଜି ଆମେ ସୁଧାର, ସରଳୀକରଣ, ସୁଗମତାର ଶକ୍ତି ସହିତ ଆଗକୁ ବଢୁଛୁ, ଫଳରେ ସୁବିଧା ଗୁଡିକର ଏକ ନୂତନ ସ୍ତରର ପ୍ରାପ୍ତ ହେଉଛି। ସମସ୍ତ ଦେଶବାସୀଙ୍କୁ ଆଧୁନିକ ସୁବିଧା ଯୋଗାଇବା, ସେମାନଙ୍କ ପାଇଁ ନିତ୍ୟ ନୂତନ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ନେଇ ତାହାକୁ ସିଦ୍ଧ କରିବା ଆମର ସମସ୍ତଙ୍କର ଦାୟିତ୍ବ।

ସାଥୀଗଣ,

ବିଗତ 8 ବର୍ଷ ମଧ୍ୟରେ, ଆମେ ଦେଖାଇଛୁ ଯେ ଯଦି ଭାରତ ଐକ୍ୟବଦ୍ଧ ଭାବେ କିଛି କରିବାକୁ ନିଷ୍ପତ୍ତି ନିଏ, ତେବେ ତହା ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଆଶା ଭରସାର ବିଷୟ ହୋଇଯାଏ। ଆଜି ବିଶ୍ୱ ଏକ ବଡ଼ ଉପ​‌ଭୋକ୍ତା​‌ ବଜାର ଭାବେ ନୁହେଁ, ବରଂ ଏକ ସମର୍ଥ, ସମ୍ପୂର୍ଣ୍ଣ ପରିବର୍ତ୍ତନକାରୀ, ସୃଜନଶୀଳ ଇକୋସିଷ୍ଟମ୍ ଭାବରେ ଆଶା ଏବଂ ଆକାଂକ୍ଷା ସହିତ ଆଜି ଆମ ଆଡକୁ ଦେଖୁଛି। ବିଶ୍ବର ଏକ ବୃହତ ଭାଗକୁ, ଭାରତ ଦ୍ବାରା ସମସ୍ୟାଗୁଡିକର ସମାଧାନର ଆଶା ରହିଛି । ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଗତ 8 ବର୍ଷ ମଧ୍ୟରେ ଆମେ ସାଧାରଣ ଭାରତୀୟଙ୍କ ବିବେକ ଓ ଜ୍ଞାନ ଉପରେ ବିଶ୍ୱାସ କରିଛୁ । ଆମେ ଜନତାଙ୍କ ଅଭିବୃଦ୍ଧିକୁ ବୁଦ୍ଧିମାନ ଅଂଶଗ୍ରହଣକାରୀ ଭାବେ ଉତ୍ସାହିତ କରିଛୁ।

ଦେଶର ଲୋକଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଉତ୍ତମ ଶାସନ ପାଇଁ ଯେକୌଣସି ପ୍ରଯୁକ୍ତିବିଦ୍ୟା ଅଣାଯିବ, ଏହାକୁ ଦେଶବାସୀ ଗ୍ରହଣ କରିବେ ଏବଂ ପ୍ରଶଂସା କରିବେ । ଏହି ଜନ ବିଶ୍ୱାସର ପରିଣାମ ବିଶ୍ବର ସର୍ବୋତ୍ତମ ଡିଜିଟାଲ୍ କାରବାର ପ୍ଲାଟଫର୍ମ ୟୁପିଆଇ (UPI) ଅର୍ଥାତ୍ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆକାରରେ ସମସ୍ତଙ୍କ ସମ୍ମୁଖରେ ରହିଛି । ଆଜି ଦେଶବାସୀମାନେ ଦୂର- ଦୂରାନ୍ତର ଗାଁରୁ ନେଇ ସହରର ଗଳି କନ୍ଦି ପର୍ଯ୍ୟନ୍ତ ରାସ୍ତାକଡର ଉଠା ଦୋକାନୀ ଓ ଠେଲାରେ ବିକ୍ରି କରୁଥିବା ଲୋକ 10-20 ଟଙ୍କାରୁ ନେଇ ଲକ୍ଷ- ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜରେ କାରବାର କରୁଛନ୍ତି।

ଭାରତର ଯୁବକମାନଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟମିତା ପ୍ରତି ଉତ୍ସାହ ରହିଛି, ତାହା ଉପରେ ମଧ୍ୟ ଆମର ବହୁତ ବିଶ୍ୱାସ ଥିଲା । ଦେଶର ଯୁବକମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା​‌ ଏହି​‌ ଉତ୍ସାହକୁ ଷ୍ଟାର୍ଟ ଅପ୍ ଇଣ୍ଡିଆର ପ୍ଲାଟଫର୍ମ ଦିଆଯାଇଛି। ଆଜି ଦେଶରେ ପ୍ରାୟ 70 ହଜାର ଷ୍ଟାର୍ଟ ଅପ୍ ରହିଛି ଏବଂ ପ୍ରତିଦିନ ଏଥିରେ ଡଜନ ଡଜନ ନୂତନ ସଦସ୍ୟ ସାମିଲ ହେଉଛନ୍ତି।

ସାଥୀଗଣ,

ଦେଶ ଆଜି ଯାହା ମଧ୍ୟ ହାସଲ କରୁଛି, ସେଥିରେ ଆତ୍ମ-ପ୍ରେରଣାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ସମସ୍ତଙ୍କ ପ୍ରୟାସ ଦ୍ବାରା  ହୋଇଛି । ଦେଶବାସୀ ଅତ୍ମନିର୍ଭର ଭାରତ ଅଭିଯାନ ଦ୍ବାରା, ଲୋକାଲ୍ ଫର ଭୋକାଲ୍ ଭଳି ଅଭିଯାନରେ ଭାବନାତ୍ମକ ରୂପରେ ସାମିଲ ହୋଇଛନ୍ତି। ଏଥିରେ ଆପଣ ସମସ୍ତଙ୍କର, ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଭୂମିକା ବହୁତ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଦ୍ରୁତ ଗତିରେ ଯୋଜନା ଗୁଡ଼ିକୁ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ।

ଆମେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ, ବର୍ତ୍ତମାନ ଆମକୁ ଏହାର ସଦବ୍ୟବହାରକୁ ନେଇ ସଚେତନତା ବଢାଇବାକୁ ପଡିବ । ଭାରତ ପାଇଁ ଯେଉଁ ଆର୍ଥିକ ସମାଧାନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି, ତାହା ବର୍ତ୍ତମାନ ବିଶ୍ବର ଅନ୍ୟ ଦେଶର ନାଗରିକମାନଙ୍କ ପାଇଁ ସମାଧାନର ପଥ ଦେଖାଉ, ଏଥିପାଇଁ ମଧ୍ୟ ଉଦ୍ୟମ କରାଯିବା ଉଚିତ୍।

ଆମର ବ୍ୟାଙ୍କଗୁଡିକ, ଆମର ମୁଦ୍ରା କିପରି ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାର, ଆନ୍ତର୍ଜାତୀୟ ବାଣିଜ୍ୟର ଏକ ବ୍ୟାପକ ଅଂଶ ହେଏ, ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ମୋର ବିଶ୍ବାସ ଯେ ସ୍ୱାଧୀନତାର ଅମୃତକାଳରେ ଉନ୍ନତ ଆର୍ଥିକ ଏବଂ କର୍ପୋରେଟ୍ ପ୍ରଶାସନକୁ ଆପଣ ନିରନ୍ତର ଉତ୍ସାହିତ କରିବେ । ଆଜି ଏହି ସମାରୋହ ପାଇଁ 75 ଟି ସ୍ଥାନରେ ଯେଉଁ ସାଥୀମାନେ ବସିଛନ୍ତି, ସେହି ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା ଜଣାଇ ମୋର ବାଣୀକୁ ବିରାମ ଦେଉଛି।

ବହୁତ- ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।