“ଭାରତ ଏହାର ଟିକାକରଣ ଅଭିଯାନରେ ଚଳିତବର୍ଷର ପ୍ରଥମ ମାସରେ ପ୍ରଥମ ସପ୍ତାହ ସୁଦ୍ଧା ୧୫୦କୋଟି ଡୋଜ ଟିକାକରଣ କରି ଇତିହାସ ରଚିଛି”
“ବର୍ଷକରୁ କମ୍ ସମୟ ମଧ୍ୟରେ ୧୫୦କୋଟି ମାତ୍ରା ଟିକା ପ୍ରଦାନ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ”
“ଆୟୁଷ୍ମାନ ଭାରତ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ଏକ କମ୍ ବ୍ୟୟ ସାପେକ୍ଷ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ”
“ପିଏମ୍‌ଜେଏୱାଇ ଅଧୀନରେ ଦୁଇକୋଟି ୬୦ଲକ୍ଷରୁ ଅଧିକ ରୋଗୀ ଦେଶର ବିଭିନ୍ନ ହସ୍‌ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି”

ନମସ୍କାର, ପଶ୍ଚିମବଙ୍ଗର ଆଦରଣୀୟ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହକର୍ମୀ ମନସୁଖ ମାଣ୍ଡଭିୟା ଜୀ, ସୁଭାଷ ସରକାର ଜୀ, ଶାନ୍ତନୁ ଠାକୁ ଜୀ, ଜନ ବାର୍ଲା ଜୀ, ନୀତିଶ ପ୍ରମାଣିଜ ଜୀ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସିଏନସିଆଇ କୋଲକାତାର ଗଭର୍ଣ୍ଣିଂ ବଡିର ସଦସ୍ୟଗଣ, ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ପରିଶ୍ରମୀ, ସହକର୍ମୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ । 

ଦେଶର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଜାତୀୟ ସଂକଳ୍ପକୁ ମଜବୁତ କରିବାରେ ଆଜି ଆମେ ଆଉ ଏକ ପଦକ୍ଷେପ ନେଇଛୁ । ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ କ୍ୟାମ୍ପସ ପଶ୍ଚିମବଙ୍ଗର ଅନେକ ନାଗରିକମାନଙ୍କ ପାଇଁ ବହୁତ ବଡ଼ ସୁବିଧା ନେଇ ଆସିଛି । ଏହା ଦ୍ୱାରା ବିଶେଷ କରି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅନେକ ସୁବିଧା ଆଣି ଦେବ, ଯେଉଁମାନଙ୍କର କେହି ନିଜର କ୍ୟାନସର ସହିତ ମୁକାବିଲା କରୁଥିବେ । କୋଲକାତାର ଏହି ଆଧୁନିକ ଡାକ୍ତରଖାନା ଯୋଗୁଁ କର୍କଟ ସମ୍ବନ୍ଧୀୟ ଚିକିତ୍ସା, ଆସ୍ତ୍ରୋପଚାର ଏବଂ ଥେରାପି ବର୍ତ୍ତମାନ ସୁଲଭ ହୋଇଯିବ ।

ସାଥୀମାନେ,

ଆଜି ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ସହିତ ଦେଶ ବର୍ଷ ଆରମ୍ଭ କରିଥିଲା । ଏଥିସହିତ ଆଜି ବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହରେ, ଭାରତ ୧୫ଠ କୋଟିରୁ ୧.୫ ବିଲିଅନ ଟିକା ଡୋଜର ଐତିହାସିକ ମାଲିଖୁଣ୍ଟ ମଧ୍ୟ ହାସଲ କରିଛି । ୧୫ଠ କୋଟି ଟିକା ଡୋଜ, ତାହା ମଧ୍ୟ ଏକ ବର୍ଷରୁ କମ ସମୟ ମଧ୍ୟରେ! ଆକଳନ ଅନୁଯାୟୀ ଏହା ଏକ ବହୁତ ବଡ଼ ସଂଖ୍ୟା ଅଟେ, ଏହା ବିଶ୍ୱର ଅଧିକାଂଶ ବଡ଼ ବଡ଼ ଦେଶ ପାଇଁ ମଧ୍ୟ କୌଣସି ଆଶ୍ଚର୍ଯ୍ୟରୁ କମ ନୁହେଁ, କିନ୍ତୁ ଭାରତ ପାଇଁ ଏହା ୧୩ଠ କୋଟି ଦେଶବାସୀଙ୍କ ଶକ୍ତିର ପ୍ରତୀକ ଅଟେ । ଭାରତ ପାଇଁ ଏହା ଏକ ନୂତନ ଇଛାଶକ୍ତିର ପ୍ରତୀକ ଅଟେ, ଯାହା ଅସମ୍ଭବକୁ ସମ୍ଭବ କରିବା ପାଇଁ କିଛି କରିବାକୁ ସାହସ କରିଛି । ଭାରତ ପାଇଁ ଏହା ଆତ୍ମ ବିଶ୍ୱାସର ପ୍ରତୀକ, ଏହା ଆତ୍ମନିର୍ଭରଶୀଳତାର ପ୍ରତୀକ, ଏହା ଆତ୍ମ-ଗର୍ବର ପ୍ରତୀକ! ଆଜି ମୁଁ ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

କରୋନା ବିରୁଦ୍ଧରେ ଆମର ଏହି ଲଢ଼େଇରେ ଏହି ଟିକାକରଣ କାର୍ଯ୍ୟକ୍ରମ ସେତିକି ମହତ୍ୱପୂର୍ଣ୍ଣ ଅଟେ, ଯେତିକି ବିପଜ୍ଜନକ ଏହି ଛଦ୍ମ ବେଶକାରୀ କରୋନା ଜୀବାଣୁ ଅଟେ । ଆଜି ପୁଣି ଥରେ ବିଶ୍ୱ କରୋନାର ଏହି ନୂଆ ଓମିକ୍ରନ ଭାରିଆଣ୍ଟକୁ ସାମ୍ନା କରୁଛି । ଏହି ନୂତନ ପ୍ରକାର ଭାରିଆଣ୍ଟ ଯୋଗୁଁ ଆମ ଦେଶରେ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ, ୧୫ଠ କୋଟି ଟିକା ଡୋଜର ଏହି ସୁରକ୍ଷା କବଚ ଆମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଯାଇଛି । ଆଜି ଭାରତର ୯ଠ%ରୁ ଅଧିକ ବୟସ୍କ ଲୋକ ଏହି ଟିକା ଗ୍ରହଣ କରିଛନ୍ତି । ମାତ୍ର ୫ ଦିନ ମଧ୍ୟରେ ଦେଢ଼ କୋଟିରୁ ଅଧିକ ପିଲାଙ୍କୁ ମଧ୍ୟ ଭ୍ୟାକସିନର ଡୋଜ ଦିଆଯାଇସାରିଛି । ଏହି ସଫଳତା ସମଗ୍ର ଦେଶର ଅଟେ, ପ୍ରତ୍ୟେକ ସରକାରଙ୍କର ଅଟେ । ଏହି ସଫଳତା ପାଇଁ ମୁଁ ଦେଶର ବୈଜ୍ଞାନିକମାନଙ୍କୁ, ଟିକା ନିର୍ମାତାଙ୍କୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ସହକର୍ମୀମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ସମସ୍ତଙ୍କ ଉଦ୍ୟମ ଯୋଗୁଁ ହିଁ ଦେଶ ସେହି ସଂକଳ୍ପକୁ ଶୀର୍ଷରେ ପହଞ୍ଚାଇଛି, ଯାହାର ଆରମ୍ଭ ଆମେ ଶୂନ୍ୟରୁ ହିଁ କରିଥିଲୁ ।

ସାଥୀମାନେ,

୧ଠଠ ବର୍ଷର ସବୁଠାରୁ ବଡ଼ ମହାମାରୀ ବିରୋଧରେ ଲଢ଼େଇରେ ସମସ୍ତଙ୍କ ପ୍ରୟାସର ଏହି ଭାବନା ଦେଶକୁ ଶକ୍ତି ପ୍ରଦାନ କରୁଛି । କୋଭିଡ ସହିତ ଲଢ଼ିବା ପାଇଁ ମୌଳିକ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି ବିଶ୍ୱର ସର୍ବବୃହତ ଦ୍ରୁତତମ, ମାଗଣା ଟିକାକରଣ ଅଭିଯାନ ପର୍ଯ୍ୟନ୍ତ ଏହି ଶକ୍ତି ଆଜି ସର୍ବତ୍ର ଦୃଶ୍ୟମାନ ହେଉଛି । ଏତେ ଭୌଗୋଳିକ, ଅର୍ଥନୈତିକ ଏବଂ ସାମାଜିକ ବିବିଧତାପୂର୍ଣ୍ଣ ଆମ ଦେଶରେ ଯେଉଁ ଗତି ସହିତ ଆମେ ପରୀକ୍ଷଣ ଠାରୁ ଟିକାକରଣ ପର୍ଯ୍ୟନ୍ତ ଏତେ ବିସ୍ତୃତ ଭିତ୍ତିଭୂମି ବିକାଶ କରିଛୁ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ।

ସାଥୀମାନେ,

ଅନ୍ଧକାର ଯେତିକି ଘନ ହୋଇଥାଏ, ଆଲୋକର ମହତ୍ୱ ମଧ୍ୟ ସେତେ ଅଧିକ ହୋଇଥାଏ । ଆହ୍ୱାନ ଯେତିକି ବଡ଼ ହେବ, ସାହାସ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ । ଏବଂ ଯୁଦ୍ଧ ଯେତେ କଷ୍ଟସାଧ୍ୟ ହୋଇଥିବ, ଅସ୍ତ୍ରଶସ୍ତ୍ର ମଧ୍ୟ ସେତିକି ଆବଶ୍ୟକ ପଡ଼ିଥାଏ । ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ମଧ୍ୟ ସରକାର ପ୍ରାୟ ୧୧ କୋଟି ଡୋଜ କରୋନା ଟିକା ମାଗଣାରେ ଯୋଗାଇ ଦେଇଛନ୍ତି । ବଙ୍ଗଳାକୁ ଦେଢ଼ ହଜାରରୁ ଅଧିକ ଭେଣ୍ଟିଲେଟର, ୯ ହଜାରରୁ ନୂତନ ଅମ୍ଳଜନା ସିଲିଣ୍ଡର ମଧ୍ୟ ଦିଆଯାଇଛି । ୪୯ ପିଏସଏ ନୂତନ ଅମ୍ଳଜାନ କାରଖାନା ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି । ଏହା ପଶ୍ଚିମବଙ୍ଗର ଲୋକଙ୍କୁ କରୋନା ବିରୋଧରେ ଲଢ଼େଇ କରିବାରେ ସାହାଯ୍ୟ କରିବ ।

ସାଥୀମାନେ

ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ ପରିସରରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଜୀ ଏବଂ ମହର୍ଷି ଶୁଶ୍ରୁତଙ୍କ ପ୍ରତିମୂର୍ତ୍ତି ଆମ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପ୍ରେରଣା ଅଟେ । ଦେଶବନ୍ଧୁ ଜୀ କହୁଥିଲେ- ମୁଁ ଏହି ଦେଶରେ ବାରମ୍ବାର ଜନ୍ମ ନେବାକୁ ଚାହୁଁଛି, ଯାହାଦ୍ୱାରା ମୁଁ ଏହି ଦେଶ ପାଇଁ ବଞ୍ଚô ପାରିବି, ମୁଁ ଏହା ପାଇଁ କାମ କରିପାରିବି ।

ମହର୍ଷି ଶୁଶ୍ରୁତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଚୀନ ଭାରତୀୟ ଜ୍ଞାନର ପ୍ରତିବିମ୍ବ ଅଟନ୍ତି । ଏହିପରି ପ୍ରେରଣା ପାଇଁ ବର୍ଷ ବର୍ଷ ଧରି ଦେଶବାସୀଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ସମ୍ପୂର୍ଣ୍ଣ ସମାଧାନ ପାଇଁ ସାମଗ୍ରିକ ସମାଧାନ କାର୍ଯ୍ୟ କରାଯାଇଛି । ‘ସବକା ପ୍ରୟାସ’ର ଭାବନା ସହିତ ଆଜି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଯୋଜନା ଏବଂ ଏହାକୁ ଜାତୀୟ ସଂକଳ୍ପ ସହିତ ଯୋଡ଼ିବାର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆମେ ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ରୋଗ ସୃଷ୍ଟି କରୁଥିବା ସେହି କାରଣଗୁଡ଼ିକୁ ହଟାଇବା ପାଇଁ ପ୍ରୟାସ କରାଯାଉଛି । ଅସୁସ୍ଥତା ହେଲେ ଚିକିତ୍ସା ସୁଲଭ ଏବଂ ଉପଲବ୍ଧ କରାଇବା ଆମ ସରକାରଙ୍କ ଧ୍ୟାନରେ ରହିଛି । ଏହି ସେହି ସମୟରେ ଡାକ୍ତର ଏବଂ ମେଡିକାଲ ଇନଫ୍ରାର କ୍ଷମତାକୁ ବୃଦ୍ଧି କରି, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଅଣାଯାଉଛି ।

ସାଥୀମାନେ,

ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପରବର୍ତ୍ତନ କରିବା ପାଇଁ ଦେଶ ଆଜି ପ୍ରତିଷେଧକ ସ୍ୱାସ୍ଥ୍ୟ, ସୁଲଭ ସ୍ୱାସ୍ଥ୍ୟ ସେବା, ସପ୍ଲାଏ ସାଇଡ ଇଣ୍ଟରଭେନସନ, ମିଶନ ମୋଡ ଅଭିଯାନକୁ ଉତ୍ସାହିତ କରୁଛି । ଯୋଗ, ଆୟୁର୍ବେଦ, ଫିଟ ଇଣ୍ଡିଆ ମୁଭମେଣ୍ଟ, ୟୁନିଭର୍ସାଲ ଟିକାକରଣ ଭଳି ଉପାୟ ମାଧ୍ୟମରେ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହନ ଦିଆଯାଉଛି । ସ୍ୱଚ୍ଛ ଭାରତ ମିଶନ ଏବଂ ହର ଘର ଜଲ ଭଳି ଜାତୀୟ ଯୋଜନା ଦ୍ୱାରା ଗ୍ରାମ ଏବଂ ଗରିବ ପରିବାରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ ମିଳୁଛି । ଆର୍ସେନିକ ଏବଂ ଅନ୍ୟାନ୍ୟ କାରଣରୁ ପ୍ରଦୂଷିତ ଜଳ ମଧ୍ୟ ଦେଶର ଅନେକ ରାଜ୍ୟରେ କର୍କଟ ରୋଗର ଏକ ପ୍ରମୁଖ କାରଣ ଅଟେ । ହର ଘର ଜଲ ଅଭିଯାନ ସହିତ, ଏହି ସମସ୍ୟାର ସମାଧାନ ପାଇଁ ଏହା ବହୁତ ସାହାଯ୍ୟ କରୁଛି ।

ସାଥୀମାନେ,

ଦୀର୍ଘ ସମୟ ଧରି, ଆମର ଏଠାରେ ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ, ସ୍ୱାସ୍ଥ୍ୟ ସୁବିଧାରୁ ଏଥିପାଇଁ ବଞ୍ଚôତ ଥିଲେ କାରଣ ଏଠାରେ ଚିକିତ୍ସା ସୁବିଧାଜନକ ନ ଥିଲା କିମ୍ବା ଏହା ଅତ୍ୟନ୍ତ ମହଙ୍ଗା ଥିଲା । ଯଦି କେହି ଗରିବ ଲୋକ ଏକ ଗୁରୁତର ରୋଗରେ ପୀଡ଼ିତ ହେଉଥିଲେ, ତେବେ ତାଙ୍କର କେବଳ ଦୁଇଟି ବିକଳ୍ପ ଥିଲା । ସେ ଋଣ ନେଉ ଅଥବା ଘର କିମ୍ବା ଜମି ବିକ୍ରି କରୁ ।

କେବଳ ଚିକିତ୍ସାର ଧାରଣା ଛାଡ଼ିଦେବାକୁ ହେବ । କର୍କଟ ରୋଗ ଏପରି ଯେ ଏହାର ନାମ ଶୁଣିବା ମାତ୍ରେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସାହସ ହରାଇ ବସିଥାନ୍ତି । ଗରିବ ଲୋକଙ୍କୁ ଏହି କୁଚକ୍ରରୁ ବାହାର କରିବା ପାଇଁ, ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଦେଶ ସୁଲଭ ଏବଂ ସୁବିଧାଜନକ ଚିକିତ୍ସା ପାଇଁ ନିରନ୍ତର ପଦକ୍ଷେପ ନେଉଛି । ବିଗତ ବର୍ଷଗୁଡ଼ିକରେ କର୍କଟ ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ବର୍ତ୍ତମାନ ମନସୁଖ ଭାଇ ଏହାକୁ ବିସ୍ତୃତ ଭାବେ କହୁଥିଲେ । ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ଯେଉଁ ୮ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ସ୍ଥାପିତ ହୋଇଛି ସେଠାରେ ଅତି ସୁଲଭ ମୂଲ୍ୟରେ ଔଷଧ ଏବଂ ସର୍ଜିକାଲ ସାମଗ୍ରୀ ଯୋଗାଇ ଦିଆଯାଉଛି । ୫ଠରୁ ଅଧିକ କର୍କଟ ରୋଗୀ ସମ୍ବନ୍ଧୀୟ ଔଷଧ ମଧ୍ୟ ଏହି ଦୋକାନଗୁଡ଼ିକରେ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଉଛି । ସୁଲଭ ମୂଲ୍ୟରେ କ୍ୟାନସର ଔଷଧ ଯୋଗାଇ ଦେବା ପାଇଁ ସାରା ଦେଶରେ ବିଶେଷ ଭାବେ ଅମୃତ ଦୋକାନଗୁଡ଼ିକ ଚାଲୁଛି । ସରକାରଙ୍କ ଏହି ସେବା ଭାବ, ଏହି ସମ୍ବେଦନଶୀଳତା ଗରିବ ଲୋକଙ୍କୁ ସୁଲଭ ଚିକିତ୍ସା ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି । ସରକାର ୫ଠଠରୁ ଅଧିକ ଔଷଧର ମୂଲ୍ୟକୁ ଯେଉଁଭଳି ଭାବେ ନିୟନ୍ତ୍ରଣ କରିଛନ୍ତି, ତାହା ମଧ୍ୟ ରୋଗୀଙ୍କ ପାଇଁ ।

ପ୍ରତି ବର୍ଷ ୩ ହଜାର କୋଟିରୁ ଅଧିକ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି । ନାଗରିକମାନଙ୍କର ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି । କରୋନାରୀ ଷ୍ଟେଣ୍ଟଗୁଡ଼ିକର ମୂଲ୍ୟ ସ୍ଥିର ହେତୁ ହୃଦ ରୋଗୀଙ୍କ ପାଇଁ ପ୍ରତି ବର୍ଷ ୪ ହଜାର ୫ଠଠ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି । ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ହ୍ରାସ କରିବାକୁ ସରକାର ନେଇଥିବା ନିଷ୍ପତ୍ତିରେ ଆମର ବରିଷ୍ଠ ନାଗରିକ, ଆମର ବୃଦ୍ଧ ମାଆ, ଭଉଣୀ, ପୁରୁଷମାନେ ଉପକୃତ ହୋଇପାରିଛନ୍ତି । ଏହି କାରଣରୁ ବୃଦ୍ଧ ରୋଗୀଙ୍କ ଠାରୁ ପ୍ରତି ବର୍ଷ ୧୫ଠଠ କୋଟି ଟଙ୍କା ସଞ୍ଚୟ କରାଯାଉଛି । ସରକାର ଯେଉଁ ପ୍ରଧାନମନ୍ତ୍ରୀ ଜାତୀୟ ଡାଇଲେସିସ କାର୍ଯ୍ୟକ୍ରମ ଚଳାଇଛନ୍ତି ତାହାର ସହାୟତାରେ ୧୨ ଲକ୍ଷ ଗରିବ ରୋଗୀଙ୍କୁ ମାଗଣା ଡାଇଲେସିସ ସୁବିଧା ମିଳିଛି । ଏଥିରେ ମଧ୍ୟ ଅନେକ ୫୨ଠ କୋଟିରୁ ଅଧିକ ଟଙ୍କା ମଧ୍ୟ ସେମାନଙ୍କର ସଞ୍ଚୟ ହୋଇଛି ।

ସାଥୀମାନେ,

ସୁଲଭ ଏବଂ ସହଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଏକ ବିଶ୍ୱସ୍ତରୀୟ ମାନଦଣ୍ଡରେ ପରିଣତ ହୋଇପାରୁଛି । ପିଏମ-ଜେଏୱାଇ ଅଧିନରେ ୨ କୋଟି ୬ଠ ଲକ୍ଷରୁ ଅଧିକ ରୋଗୀ, ଦେଶରେ ଡାକ୍ତରଖାନାରେ ମାଗଣା ଚିକିତ୍ସା କରିସାରିଛନ୍ତି । ଅନୁମାନ କରାଯାଉଛି ଯେ ଏହି ଯୋଜନା ଯଦି ନଥାନ୍ତା ତେବେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ୫ଠରୁ ୬ଠ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା ।

ସାଥୀମାନେ,

୧୭ ଲକ୍ଷରୁ ଅଧିକ କର୍କଟ ରୋଗୀ ମଧ୍ୟ ଆୟୁଷ୍ମାନ ଭାରତରୁ ଉପକୃତ ହୋଇଛନ୍ତି । ସେ କେମେଥେରାପି ହେଉ, ରେଡିଓଥେରାପି ହେଉ କିମ୍ବା ଅସ୍ତ୍ରୋପଚାର ହେଉ, ଏହି ରୋଗୀମାନେ ଡାକ୍ତରଖାନାରେ ମାଗଣାରେ ସମସ୍ତ ସୁବିଧା ପାଇଛନ୍ତି । କଳ୍ପନା କରନ୍ତୁ, ଯଦି ସରକାର ଏହି ଉଦ୍ୟମ କରିନଥାନ୍ତେ ତେବେ କେତେ ଗରିବଙ୍କ ଜୀବନ ଅସୁବିଧାରେ ପଡ଼ିଯାଇ ଥାଆନ୍ତା । କିମ୍ବା କେତେ ପରିବାର ଋଣର ଭୟଙ୍କର କୁଚକ୍ରରେ ଛନ୍ଦି ହୋଇ ପଡ଼ିଥାନ୍ତେ ।

ସାଥୀମାନେ,

ଆୟୁଷ୍ମାନ ଭାରତ କେବଳ ମାଗଣା ଚିକିତ୍ସାର ମାଧ୍ୟମ ନୁହେଁ । ବରଂ ଶୀଘ୍ର ଚିହ୍ନଟ, ଶୀଘ୍ର ଚିକିତ୍ସା, ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । କର୍କଟ ଭଳି ଅନ୍ୟ ସମସ୍ତ ଗମ୍ଭୀର ରୋଗ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ । ଅନ୍ୟଥା ଆମର ଏଠାରେ ଅଧିକାଂଶ ସମୟରେ କ୍ୟାନସର ରୋଗ ହୋଇଥିବା ଶେଷ ପର୍ଯ୍ୟାୟରେ ଜଣା ପଡ଼ିଥାଏ, ଯେତେବେଳେ ଏହି ରୋଗକୁ ଭଲ କରିବା ହୋଇପାରି ନଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ୩ଠ ବର୍ଷରୁ ଅଧିକ ବୟସର ସାଥୀମାନଙ୍କ ମଧ୍ୟରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କର୍କଟ ରୋଗର ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଗ୍ରାମରେ ନିର୍ମାଣ ହେଉଥିବା ହଜାର ହଜାର ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା କେନ୍ଦ୍ର ଆଜି ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହେଉଛି । ବେଙ୍ଗଲରେ ମଧ୍ୟ ୫ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସମଗ୍ର ଦେଶରେ ପ୍ରାୟ ୧୫ କୋଟି ଲୋକଙ୍କୁ ମୁଖ ଗହ୍ୱର, ସ୍ତନ ଏବଂ ଗର୍ଭାଶୟ କର୍କଟ ପାଇଁ ସ୍କ୍ରିନିଂ କରାଯାଇଛି । ସ୍କ୍ରିନିଂ ପରେ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଚିକିତ୍ସା ପାଇଁ ଗ୍ରାମସ୍ତରରେ ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ବିଶେଷ ଭାବେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ସାଥୀମାନେ,

ଆଉ ଏକ ବଡ଼ ସମସ୍ୟା ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି- ଚାହିଦା ଏବଂ ଯୋଗାଣ ମଧ୍ୟରେ ଏକ ବିରାଟ ବଡ଼ ବ୍ୟବଧାନ। ଡାକ୍ତର ହୁଅନ୍ତୁ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ବୃତ୍ତିଗତଧାରୀ ହୁଅନ୍ତୁ କିମ୍ବା ସ୍ୱାସ୍ଥ୍ୟ ଭିତ୍ତିଭୂମି, ଚାହିଦା ଏବଂ ଯୋଗାଣର ଏହି ଦୂରତାକୁ ପୂରଣ କରିବା ପାଇଁ ଆଜି ଦେଶରେ ମିଶନ ମୋଡରେ କାର୍ଯ୍ୟ ଚାଲୁଛି । ୨ଠ୧୪ ମସିହା ପର୍ଯ୍ୟନ୍ତ ଦେଶରେ ସ୍ନାତକୋତ୍ତର ଏବଂ ପୋଷ୍ଟ ଗ୍ରାଜୁଏଟ ସିଟ ସଂଖ୍ୟା ପ୍ରାୟ ୯ଠ ହଜାର ପାଖାପାଖି ଥିଲା । ଗତ ୭ ବର୍ଷରେ ସେଥିରେ ୬ଠ ହଜାର ନୂତନ ସିଟ୍ ଯୋଡ଼ି ହୋଇଛି । ୨ଠ୧୪ ମସିହାରେ ଆମର ଏଠାରେ କେବଳ ୬ ଏମ୍ସ ଥିଲା । ଆଜି ଦେଶରେ ୨୨ ଏମ୍ସର ଏକ ଶକ୍ତିଶାଳୀ ନେଟୱର୍କ କାର୍ଯ୍ୟ କରିବାକୁ ଆଗେଇ ଆସୁଛି । ଭାରତର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ରହିବା ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏହି ସମସ୍ତ ଅନୁଷ୍ଠାନର କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ପାଇଁ ମଧ୍ୟ ସୁବିଧାକୁ ସାମିଲ କରାଯାଉଛି । ଦେଶରେ କର୍କଟ ରୋଗର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୧୯ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ, ୨ଠଟି ଟର୍ସରୀ କେୟାର କର୍କଟ କେନ୍ଦ୍ରକୁ ମଧ୍ୟ ଅନୁମତି ଦିଆଯାଇଛି । ୩ଠରୁ ଅଧିକ ଅନୁଷ୍ଠାନରେ କାର୍ଯ୍ୟ ଜୋରସୋରରେ ଚାଲିଛି । ପଶ୍ଚିମବଙ୍ଗରେ ମଧ୍ୟ କୋଲକାତା, ମୁର୍ସିଦାବାଦ ଏବଂ ବର୍ଦ୍ଧମାନର ମେଡିକାଲ କଲେଜରେ କର୍କଟ ରୋଗୀଙ୍କୁ ଅଧିକ ସହଜରେ ଚିକିତ୍ସା କରାଯିବ । ଆମର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଭାଇ ମଧ୍ୟ ଏହାର ସବିଶେଷ ବର୍ଣ୍ଣନା କରିଛନ୍ତି । ଏହି ସମସ୍ତ ପ୍ରୟାସ ଆମ ଦେଶରେ ଡାକ୍ତରଙ୍କ ଉପଲବ୍ଧତା ଉପରେ ବହୁତ ପ୍ରଭାବ ପକାଇବ । ଗତ ୭ଠ ବର୍ଷରେ ଦେଶରେ ଅନେକ ଡାକ୍ତର ତିଆରି ହୋଇଛନ୍ତି, ସେତିକି ଡାକ୍ତର ଆସନ୍ତା ଦଶ ବର୍ଷ ମଧ୍ୟରେ ଦେଶରେ ହେବାକୁ ଯାଉଛନ୍ତି ।

ସାଥୀମାନେ,

ଗତବର୍ଷ ଦେଶରେ ଆରମ୍ଭ ହୋଇଥିବା ଯେଉଁ ଦୁଇଟି ବଡ଼ ଜାତୀୟ ଅଭିଯାନ ଆରମ୍ଭ ହୋଇଛି, ସେ ମଧ୍ୟ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଧୁନିକୀକରଣ କରିବାରେ ବହୁତ ସାହାଯ୍ୟ କରିବ । ଆୟୁଷ୍ମାନ ଭାରତ- ଡିଜିଟାଲ ହେଲଥ ମିଶନ ଚିକିତ୍ସାରେ ଦେଶବାସୀଙ୍କ ସୁବିଧା ବୃଦ୍ଧ କରିବ । ଚିକିତ୍ସା ଇତିହାସର ଡିଜିଟାଲ ରେକର୍ଡରେ ଚିକିତ୍ସାକୁ ସହଜ ଏବଂ ପ୍ରଭାବଶାଳୀ କରିବ, ସାମାନ୍ୟ ଅସୁସ୍ଥତା ପାଇଁ ଡାକ୍ତରଖାନା ପରିଦର୍ଶନ କରିବାରେ ଅସୁବିଧାକୁ ହ୍ରାସ କରିବ ଏବଂ ନାଗରିକମାନଙ୍କୁ ଅତିରିକ୍ତ ଚିକିତ୍ସା ଖର୍ଚ୍ଚରୁ ରକ୍ଷା କରିବ । ସେହିଭଳି ଆୟୁଷ୍ମାନ ଭାରତ - ଭିତ୍ତିଭୂମି ମିଶନର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଜଡ଼ିତ ଚିକିତ୍ସା ଭିତ୍ତିଭୂମି, ବର୍ତ୍ତମାନ ବଡ଼ ବଡ଼ ସହର ସହିତ ଜିଲା ତଥା ବ୍ଲକ ସ୍ତରରେ ଉପଲବ୍ଧ ହେବ । ଏହି ଯୋଜନା ଅଧିନରେ ପଶ୍ଚିମବଙ୍ଗକୁ ମଧ୍ୟ ୫ ବର୍ଷରେ ଅଢ଼େଇ ହଜାର କୋଟିରୁ ଅଧିକ ଟଙ୍କା ସାହାଯ୍ୟ ମିଳିବାକୁ ସୁନିଶ୍ଚିତ କରାଯାଇଛି । ଏହା ଦ୍ୱାରା ସମଗ୍ର ରାଜ୍ୟରେ ଶହ ଶହ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ହେବ, ପ୍ରାୟ ୧ଠଠଠ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ଡର୍ଜନ ଡର୍ଜନ ଜିଲ୍ଲା ସମନ୍ୱିତ ଜନସ୍ୱାସ୍ଥ୍ୟ ଲ୍ୟାବ ଏବଂ ଜିଲା ଡାକ୍ତରଖାନାଗୁଡ଼ିକରେ ଶହ ଶହ ଗୁରୁତର ଚିକିତ୍ସା ଶଯ୍ୟା ପାଇଁ ନୂତନ କ୍ଷମତା ସୃଷ୍ଟି ହେବ । ଏହିପରି ପ୍ରୟାସ ଦ୍ୱାରା ଭବିଷ୍ୟତରେ ଆମେ କରୋନା ପରି ମହାମାରୀର ମୁକାବିଲା କରିବାକୁ ସମର୍ଥ ହେବା । ଭାରତକୁ ସୁସ୍ଥ ଏବଂ ଦକ୍ଷ କରିବା ପାଇଁ ଏହି ଅଭିଯାନ ଏହିପରି ଜାରି ରହିବ । ମୁଁ ପୁନର୍ବାର ସମସ୍ତ ନାଗରିକଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି, ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ । ମୁଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ମୋର ହୃଦୟର ଅନ୍ତରରୁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
Corruption and appeasement politics of LDF and UDF harm Keralam’s culture and faith: PM Modi in Thiruvalla
April 04, 2026
If any group has benefited the most from NDA policies, it is women. Women empowerment is our priority, says PM Modi in Thiruvalla
The Sabarimala Railway Project will unlock new opportunities across the region, directly connecting Sabarimala with devotees: PM Modi
In Keralam, we will form the government, improve quality of life, and address the concerns of fishermen and local communities, says PM Modi
From April 16–18, Parliament will reconvene to deliberate on the Nari Shakti Vandan Act, aiming to ensure 33% women’s representation from 2029: PM

जय केरलम... जय केरलम...

जय विकसिता केरलम... जय विकसिता केरलम

केरलत्तिले एंडे प्रियप्पेट्टा….

सहोदरी सहोदरनमारे, एल्लावर्कम एंडे नमस्कारम।

सर्वप्रथम मैं भगवान श्रीवल्लभन के चरणों में प्रणाम करता हूं।

तिरुवल्ला की इस पवित्र धरती से मैं सबरीमला तीर्थ को, और स्वामी अय्यप्पा को भी प्रणाम करता हूं।

मैं सबसे पहले तो छोटी बिटिया को आशीर्वाद देता हूं जो बढ़िया चित्र बनाकर मुझे भेंट किया है। उधर भी एक नौजवान ने मेरी मां का चित्र मुझे दिया है। मैं इन सबका हृदय से आभार व्यक्त करता हूं। इस बेटी को आशीर्वाद देता हूं। मैं अपना भाषण शुरू करूं उससे पहले इस चुनाव में जो कैंडिडेट है उनसे आग्रह करता हूं कि कैंडिडेट सारे आगे आ जाएं। कैंडिडेट वहां खड़ें हो जाएं जरा। मैं एक दो मिनट जाकर के आता हूं आपके पास।

आज तिरुवल्ला में इतनी बड़ी संख्या में आप सबकी उपस्थिति...NDA पर आप लोगों का ये भरोसा... मेरी माताओं-बहनों का ये स्नेह और विश्वास...पूरे केरलम में आज ऐसा ही माहौल दिख रहा है। मुझे निकट से केरलम के चुनाव देखने का अवसर मिला है। मैं पहले भी आया हूं लेकिन इस बार हवा का रूख कुछ और है। लोगों का मिजाज कुछ और है। केरलम में अब सबसे बड़ा परिवर्तन होने जा रहा है। 9 अप्रैल को वोटिंग और 4 मई को दशकों के कुशासन का अंत की घोषणा....अब ये पक्का हो चुका है....LDF सरकार के जाने का काउंट डाउन शुरू हो चुका है...केरलम में पहली बार बीजेपी और NDA की सरकार आने वाली है।

इस चुनाव में केरलम का तो फायदा होने वाला है लेकिन मेरा एक निजी नुकसान होने वाला है। आपको लगता होगा ऐसी क्या बात है कि केरलम का फायदा होगा और मोदी का नुकसान होगा। जी मेरा व्यक्तिगत नुकसान होने वाला है। आपके मन में होता होगा क्या है बताऊं... बताऊं आपको। ऐसा है ये जो अनूप लड़ रहा है ना चुनाव आपके यहां.. ये पिछले पांच साल से मेरे साथ काम करता है। और देश भर में घूमकर के चीजें खोज कर के लाता है। यानि एक प्रकार से मेरा डेडिकेटेड साथी रहा है। एक प्रकार से ऐसे कामों के लिए वो मेरा बांया हाथ बन गया है। और कभी भी, शायद यहां भी कई लोगों को पता नहीं होगा कि अनूप मेरे साथ इतने सालों से है। कभी बोलता नही है और मैंने इसकी शक्तियों को जाना है। चूपचाप काम करना। अपने काम के लिए दिन रात जुटे रहना। मैंने ऐसा नौजवान मुझे मिला मेरा बहुत काम हो गया। लेकिन मैंने देखा कि जब केरलम को इस नौजवान की सेवाओं का फायदा होगा तो मैंने कहा मेरा भले ही नुकसान हो जाए लेकिन मैं आज अनूप को आपको सुपुर्द करने के लिए आया हूं।

एंडे सुहुर्तगले,

तिरुवल्ला केरलम में विकास के नए युग की शुरुआत का केंद्र बनकर उभरा है। मैं इस जनसमर्थन के लिए तिरुवल्ला की जनता का बहुत-बहुत धन्यवाद करता हूं। तिरुवल्ला के लोगों का विश्वास हमारी सबसे बड़ी ताकत है। तिरुवल्लयिले जनंगलुडे विश्वासमाण्, यंगलुडे एट्टवुं वलिय शक्ति।

एंडे सुहुर्तगले,

अभी दो-तीन दिन पहले जब मैं दिल्ली में था...मेरी केरलम के बीजेपी कार्यकर्ताओं से फोन पर लंबी चर्चा हुई। मेरा बूथ सबसे मजबूत कार्यक्रम में 5 हजार से ज्यादा शक्ति केंद्र, इतने छोटे केरलम में 5 हजार से ज्यादा शक्ति केंद्र में बीजेपी के एक लाख 25 हजार से ज्यादा कार्यकर्ता मेरे साथ फोन पर जुड़े थे। और तीस-चालीस मिनट इस चर्चा में मैंने देखा, साफ दिखा कि केरलम की जनता ने LDF सरकार की विदाई पक्की कर ली है। इस चुनाव में मेहनत कर रहे सभी बीजेपी-एनडीए कार्यकर्ताओं की मैं हृदय से सराहना करता हूं, उनका बहुत-बहुत अभिनंदन करता हूं।

एंडे सुहुर्तगले,

मैं केरलम की ताकत को देख रहा हूं। अभी मेरा हेलीकॉप्टर जहां लैंड हुआ, हेलीपैड से यहां तक मैं आया, जितने लोग यहां हैं ना इससे ज्यादा लोगो वहां रोड शो में खड़े थे। मेरे लिए बड़ा सरप्राइज था... रोड शो का कार्यक्रम नहीं था, लेकिन पूरे रास्ते भर मैं देख रहा था। लोग ह्यूमन चेन की बात करते हैं लेफ्ट के लोग, आज यहां के लोगों ने ह्यूमल वॉल बनाकर के दिखा दिया।

एंडे सुहुर्तगले,

हमारे केरलम को ईश्वर ने अपार संसाधन और संभावनाएं दी हैं।
यहाँ समंदर में ब्लू इकोनॉमी के असीम अवसर हैं। यहाँ उद्योगों के लिए संभावनाएं हैं। पर्यटन के क्षेत्र में कितना बड़ा potential है। लेकिन फिर भी, केरलम विकास की दौड़ में बाकी राज्यों से लगातार पिछर रहा है..पिछरते-पिछरते जा रहा है।

एंडे सुहुर्तगले,

LDF-UDF की सरकारों ने कभी इस क्षेत्र की परवाह नहीं की।
यहाँ कनेक्टिंग रोड्स का हाल बेहाल है। मुझे आपके ही साथी बता रहे थे कि यहां कई बरसों से एक भी बड़ा पुल नहीं बना है। कोट्टयम में मेडिकल कॉलेज की हालत इतनी खराब है कि उसका वर्णन करना मुश्किल है। जहां बेसिक इंफ्रास्ट्रक्चर की ऐसी कमी हो, वहां आपकी क्वालिटी ऑफ लाइफ कैसी होगी, इसका अंदाजा हर कोई लगा सकता है।

एंडे सुहुर्तगले,

केरलम में कभी BJP सरकार नहीं रही। लेकिन, आप सब के आशीर्वाद से, देश की जनता-जनार्दन के आशीर्वाद से हम केंद्र सरकार के जरिए केरलम के विकास में कोई कोर कसर नहीं छोड़ रहे। जब कांग्रेस दिल्ली में सत्ता में थी.. और एलडीएफ-यूडीएफ दोनों मिलकर के दिल्ली में सरकार चलाते थे, उस समय जो केरलम को मदद मिली.उसकी तुलना में NDA सरकार ने मोदी सरकार ने 5 गुना ज्यादा पैसा केरलम को भेजा है।

एंडे सुहुर्तगले,

बीजेपी-एनडीए को आपकी Ease of Living और क्वालिटी ऑफ लाइफ, दोनों की चिंता है। हमने पीएम आवास योजना के तहत गरीबों को पक्के घर दिये हैं। जल जीवन मिशन के तहत गांव-गांव पाइप से पानी पहुंचाने का काम हो रहा है। यहां रबर के किसान बड़ी संख्या में रहते हैं...केरलम के किसानों को हमने पीएम-किसान सम्मान निधि के जरिए Around thirteen thousand करोड़ रुपये की सहायता राशि सीधे उनके खातों में पहुंचाई है। इससे रबर के किसानों को भी मदद मिली है।

साथियों,

नॉर्थ-ईस्ट में ईसाई समाज की संख्या बहुत अधिक है। एक राज्य को छोड़कर के नॉर्थ-ईस्ट के सात राज्यों में एनडीए की सरकार है और वहां पिछले 50-60 साल में जो काम नही हुआ है वो हमने कर के दिखाया है। गोवा में ईसाई समाज निर्णायक है। गोवा के अंदर लगातार बिजेपी की एनडीए की सरकार है, गोवा विकास के नए ऊंचाइयों को छू रहा है।
केरलम में भी NDA सरकार बनेगी तो विकास की नई ऊंचाइयों को पाएंगे, स्थानीय किसानों और फिशरमेन की हर समस्या का हम समाधान करेंगे।

एंडे सुहुर्तगले,

केंद्र की NDA सरकार ही केरलम में आधुनिक इनफ्रास्ट्रक्चर और सुविधाओं पर ज़ोर दे रही है। हम यहाँ नेशनल हाइवेज बनाने को गति दे रहे हैं। रेलवे इनफ्रास्ट्रक्चर का विकास किया गया है। यहाँ रेलवे लाइनों की डबलिंग का काम भी पूरा हो गया है। कोट्यम से अब हाइस्पीड आधुनिक वंदेभारत ट्रेन भी चलाई जा रही है।

एंडे सुहुर्तगले,

यहां सबरीमला रेलवे प्रोजेक्ट इस क्षेत्र में नई संभावनाओं को खोल सकता है। इससे सबरीमला तक सीधी कनेक्टिविटी बनेगी। श्रद्धालुओं की यात्रा आसान होगी... स्थानीय व्यापार को नई गति मिलेगी...और मेरे नौजवान मित्रों को मेरे युवा साथियों के लिए रोजगार के नए-नए रास्ते खुलेंगे। लेकिन साथियों, आपको ये बात हमेशा याद रखनी है। यहां प्रदेश सरकार ने इस प्रोजेक्ट को आगे बढ़ाने की जगह उसको लटकाए रखा! तिरुवल्ला को इसका बहुत बड़ा नुकसान हो रहा है। जब बीजेपी की डबल इंजन सरकार आएगी, तो ऐसी सभी रुकावटें हटेंगी। और ये मोदी की गारंटी है। NDA की राज्य सरकार में केरलम तेज गति से विकास की राह पर आगे बढ़ेगा।
एनडीए सरकारिनु कीड़िल केरलम
कसनत्तिन्टे पातयिल अतिवेगम मुन्नेरुम।

एंडे सुहुर्तगले,

NDA की नीतियों का सबसे बड़ा लाभ अगर किसी वर्ग को होता है, तो वो मेरी माताएं-बहने महिलाओं को होता है। महिलाओं का सशक्तिकरण, महिलाओं का प्रतिनिधित्व....ये हमारी प्राथमिकता है। हमने महिलाओं के जीवन से जुड़ी हर समस्या के समाधान का प्रयास किया है। हमने घर घर शौचालय बनवाए, जनधन खाते खुलवाए, महिलाओं के नाम उनके घर महिलाओं के नाम पर बनवाए...मुद्रा लोन के जरिए अपना कारोबार शुरू करने वालों में भी बड़ी हिस्सेदारी महिलाओं की है। उनको बैंक से पैसा मिला है। हम वूमन सेल्फ हेल्प ग्रुप्स को भी लाखों करोड़ रुपए की मदद दे रहे हैं। लखपति दीदी का अभियान सफलतापूर्वक आगे बढ़ा रहे हैं। पहले मैंने तीन करोड़ लखपति दीदी बनाने का लक्ष्य रखा था। देश में तीन करोड़ लखपति दीदी बन चुकी अब मैंने और नाइनटीन करोड़ महिलाओं को लखपति दीदी बनाने का लक्ष्य रखा है। केरलम में बीजेपी सरकार आएगी, तो यहाँ भी डबल इंजन सरकार का सबसे बड़ा लाभ मेरी माताओं, बहनों को, बेटियों को, महिलाओं को मिलने वाला है। आपने देखा होगा, अभी हमने एक बड़ा कार्यक्रम शुरू किया है। भविष्य में माताओ-बहनों को कैंसर ना हो, इसलिए 13-14 साल की बच्चियों को उनकी जांच करके वैक्सीन लेने की योजना है। ये भविष्य में हमारी माताओ-बहनों को, ये बटियां जब बड़ी हो जाएंगी, वो कैंसर से बच पाएगी। इतना बड़ा काम आज देश की बेटियों के लिए, महिलाओं के लिए, माताओं के लिए एनडीए-भाजपा सरकार कर रही है।

एंडे सुहुर्तगले,

ये हमारी ही सरकार है जिसने लोकसभा और विधानसभा में महिलाओं को thirty three percent reservation दिया है। और आप सभी की जानकारी में है कि बजट सत्र का हमने पूर्णाहुति करने वी बजाए उसका विस्तार किया है। तीन दिन के लिए 16-17 और 18 अप्रैल को संसद फिर से मिलने वाली है। आपको पता है क्यों मिलने वाली है। जो कानून हमने पारित किया है। 33 पर्सेंट महिलाओं के लिए 2029 में लोकसबा के चुनाव से इसका लाभ मिलना शुरू हो जाए। 33 पर्सेंट बहनें पार्लियामेंट में आकर बैठे। इसके लिए कानून बनाने की जरूरत है। जैसे पार्लियामेंट ने सर्वसम्मति से महिला आरक्षण बिल पास किया था बैसे ही 16-17 -18 को दो काम करने हैं। केरल हो तमिलनाडु हो और बाकी राज्य हो, जिन्होंने जनसंख्या नियंत्रण में अच्छा काम किया है, लोग झूठ फैला रहे हैं कि जनसंख्या कम हो रही हैं तो सीटें कम हो जाएगी। हम इस बार पार्लियामेंट में पक्का करना चाहते हैं कि पार्लियामेंट में कानून में ठप्पा लगाना चाहते हैं कि केरल हो, तमलनाडु हो, कर्नाटक हो, आंध्र हो, गोवा हो, तेलंगाना हो कहीं पर भी लोकसभा की सीटें कम ना हो, इसका ठप्पा लगाने के लिए और दूसरा महिलाओं के लिए जो सीटें होंगी वो अतिरिक्त सीटें बढ़ जाएं इतना बड़ा फायदा हमारे दक्षिण भारत के राज्य को मिले इसके लिए हम कानून संशोधन के लिए हम सत्र बुला रहे हैं। हमने कांग्रेस के लोगों को मीटिंग के लिए बुलाया। हम आशा करते हैं कि वो हमारी बात मानकर के आएंगे।

हमने इंडिया एलायंस के मित्रों से बात की है। आप ही लोगों को बताइए, कांग्रेस के लोगो को बताइए, एलडीएफ के लोगों को बताएं कि महिलाओं के अधिकार ये कानून निर्विरोध पास होना चाहिए। ये उन से वादा लीजिए आपलोग । और में उनसे भी प्रार्थना करता हूं कि मेरी माताओं-बहनों का ये हक 40 सालों से लटका हुआ है। अब 2029 के चुनाव में फिर से लटकना नहीं चाहिए। इसलिए मैं सभी राजनीतिक दलों पर देश की माताएं-बहनें दबाव डालें। सब संसद में आएं और इस कानून को पारित करें। महिला जनप्रतिनिधियों की संख्या इस विषय को देखते हुए नारीशक्ति वंदन कानून में संशोधन किया जाएगा। ये आवश्यक है कि ये संशोधन सर्वसम्मति से पास हो ताकि साल 2029 में होने वाले चुनाव में ही इसका लाभ हमारी माताओं -बहनों को मिलना शुरू हो जाए। मैं सभी दलों से आग्रह करूंगा कि ये नारीशक्ति से हित से जुड़ा काम है, इसलिए खुले मन से, कोई भी राजनीतिक हिसाब किए बिना पूर्ण समर्थन कर के माताओं-बहनों का विश्वास जीतने में आप भी भागीदान बनिए।

एंडे सुहुर्तगले,

आज केरलम में युवाओं का पलायन सबसे बड़ी चिंता बन चुका है। केरलम में रोजगार के लिए यहाँ इंडस्ट्री लगाने की जरूरत है। रोजगार के लिए जरूरी है कि, यहाँ service sector बढ़े। start-ups को जगह मिले, skill को सही value मिले। लेकिन इन सबके आगे केरलम में सबसे बडी दीवार है- करप्शन और कम्यूनलिज्म। जब यहां करप्शन और कम्यूनलिज्म की दीवार टूटेगी, तभी केरलम का विकास होगा। और इसके लिए आपको LDF-UDF दोनों को हराना होगा।

एंडे सुहुर्तगले,

रोजगार की तलाश में यहाँ से लाखों युवा विदेशों में भी गए हैं। NRI के तौर पर भी वो केरलम की सेवा करते हैं। यहाँ अपनी आय का बड़ा हिस्सा remittance के तौर पर भेजते हैं। इसी का परिणाम है, ये क्षेत्र बैंकिंग कैपिटल बनकर उभरा है। लेकिन कांग्रेस ने आपके और आपके संबंधियों के खिलाफ एक बहुत खतरनाक काम किया है। मैं विस्तार से आपको ये बात बताना चाहता

एंडे सुहुर्तगले,

वेस्ट एशिया के युद्ध संकट ने कांग्रेस और उसके साथी दलों के मंसूबों को एक्सपोज कर दिया है। आज पूरा देश देख रहा है... खाड़ी के देशों में कैसे हालात बने हुये हैं। और वहां हमारे लाखों लोग केरल के मेरे भाई-बहन वहां काम कर रहे हैं। लेकिन कांग्रेस के बड़े-बड़े नेता जानबूझकर ऐसे बयान देते हैं... ऐसे बयान देते हैं... जिनसे वेस्ट एशिया में रहने वाले भारतीयों की सुरक्षा खतरे में पड़ जाए ! वहां के लोगों को बीच में अविश्वास पैदा हो जाए। वहां की सरकार ये तो हमारी दोस्ती अच्छी है कि गल्फ की सभी सरकारें हमारे सभी भारतीयों को अपने ही परिवार मानकर के उनकी रक्षा कर रहे हैं। लेकिन यहां से ऐसी-ऐसी भाषा बोली जा रही है। ऐसी भड़काव बातें हो रही हैं। मैं उनको कह-कह कर थक गया कि ये बोलने का समय नहीं है। ये हमारे लाखों भाई-बहन वहां है ना उनकी सुरक्षा ही मेरा पहला दायित्व है। सबसे बड़ी प्रायरिटी है, कृपा कर के अनाप-शनाप बोलना बंद करो ताकि हमारे नौजवानों को हमारी बेटियों को वहां कोई तकलीफ ना हो।

एंडे सुहुर्तगले,

कांग्रेस चाहती है कि वेस्ट एशिया के देश भारत को अपना दुश्मन समझें...यहां हम कोई गलती कर दे ऐसा कोई बयान कर दे और गल्फ कंट्रीज से भारतीयों को वहां से बाहर निकलने के लिए मूसीबत आ जाए ! इसलिए कांग्रेस...गल्फ कंट्रीज को नाराज करने वाले बयान दे रही है। कांग्रेस चाहती है कि पैनिक फैले और उसे मोदी को गाली देने का मौका मिल जाए। अरे कांग्रेस के लोगो, एलडीएफ के लोगो, यूडीएफ के लोगो, अरे राजनीति अपनी जगह पर है, अरे चुनाव आते जाते रहेंगे, लेकिन मेरे केरलम के लाखों भाई-बहन वहां है मेरे लिए उनकी सुरक्षा सबसे बड़ा काम है और मैं इसके लिए कमिटेड हूं। चुनाव जीतने के लिए, मोदी को गाली देने के लिए....कांग्रेस 1 करोड़ प्रवासियों का जीवन संकट में डालने को तैयार बैठी है। उधर ईरान में हमारा फिशरमैन केरल के हैं तमिलनाडु के हैं, गोवा के हैं आंध्र के हैं, तेलंगाना के हैं, पुड्डुचेरी के हैं। उनकी जिंदगी खतरे में है। हम वहां के संकट में से उनको बाहर ले आ रहे हैं। आज सैकड़ों की तादाद में मेरे मछुआरे भाई-बहन भारत लौटने वाले हैं। हमारे लिए उनकी जिंदगी बचाना ये महत्वपूर्ण है बयानबाजी करने के लिए और बहुत मौके आएंगे अभी तो हमारे लोगों की, हमारे मछुआरे भाई-बहनों को हमें जिंदा वापस लाना है। कांग्रेस को इन सारी चीजों से कोई लेना देना नहीं है। बस चुनाव... चुनाव... चुनाव.. क्या देश के लोगों की चिंता नहीं करोगे... काँग्रेस इस स्वार्थी सियासत के लिए केरलम के लोगों से माफी मांगनी चाहिए। पाप कर रहे हो।

एंडे सुहुर्तगले,

युद्ध की इन परिस्थितियों में मैं आपकी चिंता समझता हूं। इसलिए गल्फ कंट्रीज के नेताओं से लगातार संपर्क में हूं। इसलिए गल्फ कंट्रीज के नेताओं से मैं लगातार संपर्क में हूं। वहां की सरकारों से हम लगाता बात कर रहे हैं। मैं आप सभी परिजनों को आश्वस्त करता हूँ.... आपका बेटा, आपकी बेटी, आपके परिवारजन भले ही आपसे दूर हों...लेकिन, वो अकेले नहीं हैं। भारत सरकार इन देशों में रह रहे हर भारतीय के साथ है। युद्ध के बीच भी हम भारत के लोगों को हर संभव मदद पहुंचा रहे हैं।

एंडे सुहुर्तगले,

इस चुनाव में LDF-UDF वालों ने मिलकर एक और propaganda शुरू किया है। लेफ्ट वाले कहते हैं कि, कांग्रेस बीजेपी की B टीम है। और, कांग्रेस कहती है कि लेफ्ट BJP की B टीम है। इन्हें ये इसलिए कहना पड़ रहा है... क्योंकि ये दोनों भी जानते हैं कि इस चुनाव में केरलम में अगर कोई पार्टी A टीम है तो A टीम BJP ही है।

साथियों,

आपने ये भी देखा है कि इस चुनाव में LDF और UDF दोनों मिलकर सिर्फ BJP को गालियां दे रही हैं, उनके निशाने पर सिर्फ बीजेपी है। इसकी एक वजह और भी है जो आपको जरूर नोट करनी चाहिए। दरअसल LDF और UDF की सीक्रेट पार्टनरशिप इतनी पक्की है कि ये एक दूसरे पर आरोप लगाने से बच रहे हैं। असल में ये दोनों एक ही सिक्के दो साइड हैं। इनकी दुश्मनी नकली है... WWWF है। LDF और UDF की दोस्ती एवरग्रीन है! जब दिल्ली में सरकार बनती है दोनों साथ होते हैं। बगल में तमिलनाडु में साथ में चुनाव लड़ रहे हैं।

एंडे सुहुर्तगले,

लेफ्ट और काँग्रेस दोनों वोटबैंक के लिए कट्टरपंथी लोगों को राजनीति में आगे बढ़ाते हैं। मुनंबम जैसी घटनाएं केरलम में आम होती जा रही हैं... वहाँ सैकड़ों ईसाई और हिंदू परिवारों को डराया गया। लेकिन, केरलम सरकार पीड़ितों को सहायता देने की जगह कट्टरपंथी ताकतों के साथ ही खड़ी नज़र आती है। ये एक खतरनाक ट्रेंड है। वोटबैंक के लिए केरलम और देश की सुरक्षा से ये खिलवाड़.... केरलम के देशभक्त लोग इसे कभी भी कामयाब नहीं होने देंगे।

एंडे सुहुर्तगले,

लेफ्ट और काँग्रेस का भ्रष्टाचार हो, या उनका तुष्टीकरण... इसका सीधा हमला केरलम की संस्कृति और आस्था पर हो रहा है। पहले इन लोगों ने सबरीमला तीर्थ को बदनाम करने के लिए कैसे-कैसे षड्यंत्र रचे थे! और अब, सबरीमला इनकी लूट और चोरी के निशाने पर भी आ गया है।

एंडे सुहुर्तगले,

सबरीमला में हुये इस पाप का एक पैटर्न है... ये चोरी LDF की सरकार में हुई। और, इसमें चोरी करने वालों के तार काँग्रेस के शीर्ष नेताओं के जुड़े पाए गए। लेफ्ट वाले तो हमेशा से हिन्दू आस्था पर हमले के लिए जाने जाते हैं। इसीलिए, LDF सरकार मामले की जांच CBI को नहीं सौंप रही है। और, जो काँग्रेस हमेशा मंदिर से जुड़े विषयों को अछूत मानती थी... वो आज हिंदुओं की हितैषी बनने का नाटक कर रही है दिखावा कर रही है। मैं ये साफ-साफ कहना चाहता हूँ... NDA सरकार बनने के बाद LDF-UDF को उनके अपराध की सजा जरूर मिलेगी। और जो लूटा है वो लौटाना पड़ेगा। स्वामी अयप्पा और उनके भक्तों के आक्रोश के आगे ये लोग बच नहीं पाएंगे। ये कांग्रेस वाले ये यूडीएफ वाले, ये एलडीएफ वाले हर चीज में झूठ बोलना ये जैसे उनका स्वभाव बन गया है।

देश को गुमराह करना ये उनका स्वभाव बन गया है। जब सीएए लाए तो देश को इतना झूठ बोला... इतना झूठ बोला आज सीएए लागून हुआ देश को कोई नुकसान नहीं हुआ, झूठ बोलने में माहिर है.. केरलम फाइल्स आई फिल्म तो बोलने लगे कि सब झूठ है... कश्मीर फाइल आई तो बोलने लगे सब झूठ है..धुरंधर फिल्म आई तो बोलने लगे कि झूठ है। कुछ भी करो बता देना... झूठ फैला देना। इन दिनो सीआआर को लेकर भी, ऐसा ही झूठ फैलाया जा रहा है। यूसीसी के लिए ऐसा ही झूठ फैलाया जा रहा है। गोवा में सीसीए आया हुआ है, दशकों से है लेकिन झूठ फैलाना एफसीआरए के लिए झूठ फैलाना, सीएए के लिए झूठ फैलाना, धुरंधर जैसी फिल्म के लिए झूठ फैलाना केरलम फिल्म के लिए झूठ फैलाना, कश्मीर फाइल्स के लिए झूठ फैलाना। झूठ फैलाने का कारोबाल लेकर के बैठे हुए हैं।

एंडे सुहुर्तगले,

केरलम की आस्था, संस्कृति इसकी रक्षा हो... केरलम विकास की नई ऊंचाइयों को छूए... ये हम सभी का संकल्प है। आप भाजपा-एनडीए उम्मीदवार को वोट देकर विकसित केरलम की यात्रा शुरू करिए। मैं आपको निमंत्रण देता हूं आप आइए.. ये मेरी जिम्मेदारी है ये मेरी गारंटी है 50 सालों में केरलम का विकास नहीं हुआ, हम पांच साल में करके देंगे।

एंडे सुहुर्तगले,

कल ईस्टर है। मैं ईस्टर की आपको शुभकामनाएं देता हूं। कुछ ही सप्ताह में सभी मलयाली साथी विशु भी मनाएंगे। मैं विशु की भी अग्रिम शुभकामनाएं देता हूं। मैं सबसे पहले तो आप सबसे माफी मांगना चाहता हूं, क्योंकि मैं मलयालम, मलयाली, ये आपकी बहुत सुंदर भाषा है, मैं बोल नहीं पाता हूं, मुझे हिंदी में बोलना पड़ा। लेकिन इसके बावजूद भी, एक भी व्यक्ति यहां से हटा नहीं। मैं जानता हूं यहां गांव के लोग आए हैं, हो सकता है मेरी भाषा नहीं समझ पाते हों, लेकिन ये आपके प्यार की ताकत है। ये आपका आशीर्वाद है... एक भी व्य़क्ति हिल नहीं रहा है हट नहीं रहा है। मेरा ये बहुत बड़ा सौभाग्य है। मैं आपका ये कर्ज, मैं आपका प्यार कभी भूलूंगा नहीं, ये मेरे पर आपका कर्ज है... और मैं केरलम के विकास को प्राथमिकता देकर के सवा गुना विकास करके इस कर्ज को चुकाऊंगा ये आज मैं वादा करता हूं।

मैं आप सब का बहुत-बहुत धन्यवाद करता हूं। मेरे साथ बोलिए, दोनों हाथ ऊपर करके बोलिए...

भारत माता की... जय! भारत माता की... जय!

भारत माता की... जय! भारत माता की... जय!

वंदे... वंदे... वंदे... वंदे... वंदे... वंदे... वंदे... वंदे... वंदे...