ମହାମାନ୍ୟଗଣ,
ଆପଣମାନଙ୍କ ବଚନବଦ୍ଧତା ପାଇଁ ମୁଁ ପ୍ରତେକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।
ଆପଣମାନଙ୍କ ଚିନ୍ତାଧାରା ଆଜିର ଉପଗ୍ରହ ପ୍ରକ୍ଷେପଣ ଅବସରରେ ଭାବନା ଆକାରରେ ଗୁଞ୍ଜରିତ ହେଉଛି ।
ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । "ସବକା ସାଥ ସବକା ବିକାଶ", ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ ।
ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।
ଆଜି ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ସମାରୋହକୁ ଉପଭୋଗ କରିବା ଲାଗି ମୋ ସହିତ ଉପସ୍ଥିତ ରହିଥିବାରୁ ମୁଁ ପୁଣିଥରେ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।
ଆପଣମାନଙ୍କ ସୁଦୃଢ ଏବଂ ନିରନ୍ତର ସହଯୋଗ କାରଣରୁ ଏହି ପରିକଳ୍ପନା ବାସ୍ତବ ରୂପ ନେଇପାରିଛି ।
ଆଞ୍ଚଳିକ ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ଆମ ସମସ୍ତଙ୍କ ସାଧାରଣ ଏବଂ ସାମୁହିକ ଉଦ୍ୟମର ଆନନ୍ଦ ଉପଭୋଗ କରିବା ଲାଗି ବାରମ୍ବାର ଏପରି ଅବସର ମିଳୁ ବୋଲି ଶେଷରେ ମୁଁ ଆଶା କରୁଛି ।
ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।
Published By : Admin |
May 5, 2017 | 18:38 IST
Login or Register to add your comment
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026
Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.
In a post on X, the Prime Minister shared:
"7.8% growth.
Strong numbers.
Even stronger confidence."
7.8% growth.
— Narendra Modi (@narendramodi) September 1, 2026
Strong numbers.
Even stronger confidence. pic.twitter.com/ZVPpnAXrVU


