Tagline of #AdvantageAssam is not just a statement, but a holistic vision says PM Modi
#AyushmanBharat is the world’s largest healthcare program designed for the poor: PM Modi
The formalisation of businesses of MSMEs due to introduction of GST, will help MSMEs to access credit from financial sector, says the PM
Government will contribute 12% to EPF for new employees in all sectors for three years: PM
Our Govt has taken up many path breaking economic reforms in last three years, which have simplified procedures for doing business: PM Modi

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ମହୋଦୟ,

ଆସାମର ରାଜ୍ୟପାଳ ପ୍ରଫେସର ଜଗଦିଶ ମୁଖୀ ମହୋଦୟ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମହାଶୟ,

ସାରା ବିଶ୍ୱରୁ  ବିଶେଷ କରି ଆସିଆନ ଦେଶରୁ ଆସିଥିବା ପ୍ରତିନିଧି ଗଣ,

ସାରା ଦେଶରୁ ଆସିଥିବା ଉଦ୍ୟୋଗୀ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ,

ଆଜି ଏଠି ହେଉଥିବା ସମ୍ମେଳନରେ ଉପସ୍ଥିତ ଲୋକମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ।

ଏହି ଅବସରରେ ଆସାମର ଲୋକମାନଙ୍କୁ ମୋର ଗଭୀର ଶ୍ରଦ୍ଧା ଜ୍ଞାପନ କରୁଛି ।

‘ବିଶ୍ୱ ନିବେଶକ ସମ୍ମେଳନ’ରେ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ।

ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ  କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।

ବନ୍ଧୁଗଣ,

ଆମେ ଏକ୍ଟ ଇଷ୍ଟ (Act East)ନୀତି ପ୍ରସ୍ତୁତ କରିଛୁ ଏବଂ ଉତ୍ତର-ପୂର୍ବ ଏହାର ହୃଦୟରେ ଅଛି ।

ଏହି ଏକ୍ଟ ଇଷ୍ଟ ନୀତି ଜନ-ଜନ ମଧ୍ୟରେ ସଂପର୍କ, ବ୍ୟବସାୟିକ ସମ୍ବନ୍ଧ ଏବଂ ଭାରତର ପୂର୍ବରେ ଥିବା ଦେଶ ଗୁଡିକ ସହିତ ବିଶେଷ କରି ଆସିଆନ ଦେଶଗୁଡ଼ିକ ସହିତ ସଂପର୍କ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଏହି ସମ୍ମେଳନର ନିର୍ଯ୍ୟାସ କଥନ(Tag Line) ଉପଯୁକ୍ତ ଏବଂ ଏକ ବୃହତ୍ତ ବାର୍ତ୍ତା ପ୍ରଦାନ କରୁଛି ।

ସୁବିଧାଜନକ ସ୍ଥିତିରେ ଆସାମ: ଆସିଆନକୁ ଭାରତର ଏକ୍ସପ୍ରେସ୍ ୱେ (Advantage Assam: India’s Express way to ASEAN) କେବଳ ଏକ ବକ୍ତବ୍ୟ ନୁହେଁ, ବରଂ ଏହା ଏକ ବୌଦ୍ଧିକ ଦୃଷ୍ଟିଭଙ୍ଗୀ । ନିକଟରେ ଆମେ ଆସିଆନ-ଭାରତ ଶିଖର ସମ୍ମେଳନରେ ଭାଗିଦାରୀତାର 25 ବର୍ଷ ପାଳନ କରିଛୁ ।

ଆସିଆନ-ଭାରତ ଭାଗିଦାରୀ, ହୁଏତ 25ବର୍ଷ ତଳର, କିନ୍ତୁ ସେହି ଦେଶମାନଙ୍କ ସହିତ ଆମର ହଜାର-ହଜାର ବର୍ଷ ପୂର୍ବର ସମ୍ବନ୍ଧ ରହିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ସମାରୋହରେ 10ଟି ଆସିଆନ ଦେଶର ମୁଖ୍ୟମାନେ ଅତିଥି ଭାବେ ଯୋଗ ଦେବା ଭାରତ ପାଇଁ ଗୌରବର ବିଷୟ ।

ବାଂଲାଦେଶ ଏଇ ନିକଟରେ ଗୌହାଟୀରେ ଏକ ବାଣିଜ୍ୟ ଦୂତାବାସ ଖୋଲିଛି, ପ୍ରଥମ ଦେଶ ଭାବେ ସେ ଏହା କରିଛି । ମୁଁ ଏହା ଜାଣି ଖୁସି ଯେ ଭୁଟାନ ରାଜତନ୍ତ୍ର ଗତକାଲି  ଗୌହାଟୀରେ ଏକ ବାଣିଜ୍ୟ ଦୂତାବାସ ଖୋଲିଛନ୍ତି ।

ଭାଇ ଓ ଭଉଣୀମାନେ,

ଭାରତର ବିକାଶ ଗାଥାରେ ଆହୁରି ଅଧିକ ଗତି ସେତେବେଳେ ଆସିବ ଯେତେବେଳେ ଦେଶର ପୂର୍ବୋତ୍ତରରେ ରହୁଥିବା ଲୋକଙ୍କର, ଏଠାକାର ସମାଜର, ଏହି ସଂପୂର୍ଣ୍ଣ କ୍ଷେତ୍ରର ସନ୍ତୁଳିତ ବିକାଶ ମଧ୍ୟ ଦ୍ରୁତ ଗତିରେ ହେବ ।

ମୁଁ ଏହା ସ୍ୱୀକାର କରୁଛି ଯେ ଇମ୍ଫାଲରୁ ନେଇ ଗୌହାଟୀ ପର୍ଯ୍ୟନ୍ତ ଆଉ କୋଲକାତାରୁ ନେଇ ପାଟନା ପର୍ଯ୍ୟନ୍ତ, ପୂର୍ବଭାରତ ଭାରତ ବିକାଶର ନୂତନ ଉର୍ଜ୍ଜା କେନ୍ଦ୍ର ହେବା ଦରକାର । ଏହା ହେଉଛି ଆମର ଏକ୍ଷ୍ୟ, ଏହା ହେଉଛି ଆମର ଦୃଷ୍ଟିଭଙ୍ଗୀ ।

ଏହି ଦୃଷ୍ଟିଭଙ୍ଗୀକୁ ନେଇ ବିଗତ ସାଢ଼େ ତିନି ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ବିଗତ ଦେଢ଼ ବର୍ଷରେ, ଆସାମ ସରକାରଙ୍କ ତରଫରୁ କରାଯାଇଥିବା ପ୍ରୟାସର ପରିଣାମ ଏବେ ଆହୁରି ଅଧିକ ଭଲ ଭାବରେ ଦୃଷ୍ଟିଗୋଚର ହେଲାଣି ।

ଆଜି ଯେତିକି ବ୍ୟାପକ ମାତ୍ରାରେ ଏହି ଆୟୋଜନ ହେଉଛି, ତାହା କିଛି ବର୍ଷ ପୂର୍ବରୁ କେହି ଚିନ୍ତା ମଧ୍ୟ କରିପାରୁ ନଥିଲେ ।

ଏହା ଏଥିପାଇଁ ସମ୍ଭବ ହୋଇଛି କାରଣ ‘ଦେଶରେ କିଛି ବଦଳି ପାରିବ ନାହିଁ’ ର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଲୋକମାନଙ୍କ ମଧ୍ୟରେ ହତାଶା ସ୍ଥାନରେ ଏବେ ରହିଛି ପ୍ରବଳ ଇଚ୍ଛାଶକ୍ତି ଆଉ ଆଶା ।

ସାଥୀଗଣ,

ଆଜି ଦେଶରେ ଦୁଇଗୁଣ ଗତିରେ ସଡ଼କ ତିଆରି ହେଉଛି, ଦୁଇଗୁଣ ଗତିରେ ରେଳଲାଇନ ଦୋହରୀକରଣ ହେଉଛି, ପାଖାପାଖି ଦୁଇଗୁଣ ଗତିରେ ରେଳଲାଇନ ବିଦ୍ୟୁତକରଣ ହେଉଛି ।

ଭାଇ ଓ ଭଉଣୀମାନେ,

ଆମେ ସମସ୍ତ ଯୋଜନାଗୁଡ଼ିକୁ ସେହି ଦିଗରେ ନେଇଯାଉଛୁ ଯାହା ଗରିବ, ନିମ୍ନ ମଧ୍ୟମ ବର୍ଗ ଏବଂ ମଧ୍ୟମ ବର୍ଗଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ ।

ଆମେ ଆମର ଯୋଜନାଗୁଡ଼ିକୁ ଲୋକଙ୍କର ଆବଶ୍ୟକତା ସହିତ ଯୋଡ଼ୁଛୁ । ଏଭଳି  ଯୋଜନାଗୁଡ଼ିକ ଯାହା ସେମାନଙ୍କର ଜୀବନକୁ ସହଜ କରିଦେବ, ‘ସହଜରେ ସହାବସ୍ଥାନକୁ ବଢ଼ାଇବ ।’

ଆପଣଙ୍କୁ ଜଣାଥିବ କି ସରକାର ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ଏହା ହେଉଛି ଦୁନିଆର ଏଭଳି ସର୍ବ ବୃହତ ଯୋଜନା ।

ସାଥୀଗଣ,

ଯିଏ ଗରିବୀରେ ଲାଳିତ-ପାଳିତ ହୋଇ ବଢ଼ିଛି, ଯିଏ ଗରିବୀର କଷ୍ଟ ସହ୍ୟ କରି ଆଗକୁ ବଢ଼ିଛି, ତାକୁ ଏହି କଥାର ଅନୁଭବ ସଦାସର୍ବଦା ହୋଇଥାଏ ଯେ ଗରିବ ପାଇଁ ସବୁଠାରୁ ବଡ଼ ଚିନ୍ତା ହୋଇଥାଏ-ରୋଗର ଚିକିତ୍ସା ।

ଯେତେବେଳେ କୌଣସି ଜଣେ ବ୍ୟକ୍ତି ଜଟିଳ ଭାବେ ରୋଗଗ୍ରସ୍ତ ହୁଏ ତ ସଂପୂର୍ଣ୍ଣ ପରିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟରୁ ବାହାରି ଆସି ପାରନ୍ତି ନାହିଁ ।

ଗରିବଙ୍କୁ ଏହି ସଙ୍କଟ, ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଆମେ ଦେଶର 10କୋଟିରୁ ଅଧିକ ପରିବାରଙ୍କୁ ଆୟୁଷ୍ମାନ ଭାରତ ସହିତ ଯୋଡ଼ୁଛୁ ।

ଏହି ଯୋଜନା ମାଧ୍ୟମରେ, ପ୍ରତ୍ୟେକ ଗରିବ ପରିବାରଙ୍କୁ ଚିହ୍ନଟ ହୋଇଥିବା ଡାକ୍ତରଖାନାରେ ବର୍ଷକ ମଧ୍ୟରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ଦିଆଯିବ । ଏହି ଯୋଜନାରେ  ପାଖାପାଖି ଦେଶର 45ରୁ 50କୋଟି ଲୋକଙ୍କୁ ଲାଭ ମିଳିବ ।

ଏହି ଯୋଜନା ଯୋଗୁଁ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଡାକ୍ତରଖାନାର ଶୃଙ୍ଖଳ ନିର୍ମାଣ କରିବାର ସମ୍ଭାବନା ବୃଦ୍ଧି ପାଇଛି । ଯୁବକମାନଙ୍କ ପାଇଁ ଏହା ହେବ ସୁନିଶ୍ଚିତ ଆୟର ମାଧ୍ୟମ ।

ଏହାଦ୍ୱାରା ଭାରତର ଆଭ୍ୟନ୍ତରୀଣ ଅଂଚଳରେ ପୁଞ୍ଜି ନିବେଶର ବଡ଼ ସୁଯୋଗ ସୃଷ୍ଟି ହେବ । ମୁଁ ମଧ୍ୟ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି କି ନୂତନ ଡାକ୍ତରଖାନାର ନିର୍ମାଣ ପାଇଁ ନୀତି ପ୍ରସ୍ତୁତ କରନ୍ତୁ । ଆୟୁଷ୍ମାନ ଭାରତ ବ୍ୟତୀତ ଭାରତ ସରକାର ମଧ୍ୟ ନିଜର ଆଉ ଦୁଇଟି ଯୋଜନା ମାଧ୍ୟମରେ, ଗରିବଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତାକୁ ବହୁତ କମ୍‌ କରି ଦେଇଛନ୍ତି ।

ଏହି ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ଯୋଜନା ଦ୍ୱାରା ଦେଶର 18କୋଟିରୁ ଅଧିକ ଗରିବ ଲୋକଙ୍କୁ ସୁରକ୍ଷା କବଚ ପ୍ରଦାନ କରିଛନ୍ତି । ସେମାନଙ୍କୁ ବଡ଼ ଚିନ୍ତାରୁ ମୁକ୍ତ କରିଛନ୍ତି ।

ଏହା ବ୍ୟତୀତ, 3ହଜାରରୁ ଅଧିକ ଜନ ଔଷଧି କେନ୍ଦ୍ରରେ 800ରୁ ଅଧିକ ଶସ୍ତା ଔଷଧର ବିକ୍ରି, ଷ୍ଟେଣ୍ଟ ମୂଲ୍ୟରେ 85ପ୍ରତିଶତ ହ୍ରାସ, ଆଣ୍ଠୁ ପ୍ରତିରୋପଣର ଦର ନିୟନ୍ତ୍ରଣ, ଭଳି ଅନେକ କାର୍ଯ୍ୟ ଏହି ସରକାର କରିଛନ୍ତି ଯାହା ମଧ୍ୟମ ବର୍ଗଙ୍କୁ ମଧ୍ୟ ବଡ଼ ଆଶ୍ୱାସନା ଦେଉଛି ।

ସାଥୀଗଣ,

ଆସିଆନ ଦେଶ ହେଉ, ବାଂଲାଦେଶ-ଭୁଟାନ-ନେପାଳ ହେଉ, ଆମେ ସମସ୍ତେ ହେଉଛେ ଏକ ପ୍ରକାରରେ କୃଷି ପ୍ରଧାନ ଦେଶ । କୃଷକମାନଙ୍କର ଉନ୍ନତି, ଏହି ସମଗ୍ର ଅଂଚଳର ବିକାଶକୁ ନୂତନ ଶିଖରରେ ପହଂଚାଇ ପାରିବ ।

ଏଥିପାଇଁ ଆମ ସରକାର ଦେଶର କୃଷକମାନଙ୍କର ଆୟକୁ ଦୁଇଗୁଣା କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ।

ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ଯେତେବେଳେ ଗୋଟିଏ ପଟେ ସରକାର ଏହି କଥା ଉପରେ ଗୁରୁତ୍ୱ ଦେଉଛନ୍ତି କୃଷକ ଚାଷ ପାଇଁ ହେଉଥିବା ଖର୍ଚ୍ଚ କମ୍‌ କରୁ, ଅନ୍ୟ ପକ୍ଷରେ କୃଷକମାନଙ୍କୁ ସେମାନଙ୍କର ଫସଲର ଉଚିତ ମୂଲ୍ୟ ମିଳୁ, ସେହି ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି । ଏହି ବର୍ଷ ସରକାର କୃଷି ଏବଂ ଗ୍ରାମୀଣ କ୍ଷେତ୍ରରେ 14ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଆମେ ଏବେ ଦୁଇ ଦିନ ପୂର୍ବରୁ କୃଷକ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଇବା ପାଇଁ ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛୁ । ଏହା ଅଧୀନରେ କୃଷକମାନଙ୍କୁ ସେମାନଙ୍କର ଫସଲର ଅତି କମରେ 50 ପ୍ରତିଶତ ଅର୍ଥାତ ଦେଢ଼ ଗୁଣ ମୂଲ୍ୟ ସୁନିଶ୍ଚିତ ହେବ ।

ଏହା ବ୍ୟତୀତ ସରକାର 22ହଜାର ଗ୍ରାମୀଣ ହାଟକୁ ଗ୍ରାମୀଣ କୃଷକ ବଜାର ଭାବେ ବିକଶିତ କରିବେ ଆଉ ସେଗୁଡ଼ିକୁ ଇ-ନାମ ଅର୍ଥାତ ଜାତୀୟ ଇଲେକ୍ଟ୍ରୋନିକ୍ କୃଷକ ବଜାର ମଂଚ ସହିତ ଯୋଡିଦିଆଯିବ ।

ଭାଇ ଓ ଭଉଣୀମାନେ,

କିଛି ସପ୍ତାହ ପୂର୍ବରୁ ଆମେ ଆଉ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଆଉ ଆଜି ମୁଁ ଉତ୍ତର-ପୂର୍ବରେ ଅଛି ତ ଏହି ନିଷ୍ପତ୍ତି ନେଇ ନିଶ୍ଚିତ ଆଲୋଚନା କରିବାକୁ ଚାହୁଁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s first robot-aided knee surgery at Delhi's Safdarjung Hospital

Media Coverage

India’s first robot-aided knee surgery at Delhi's Safdarjung Hospital
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।