Bihar is blessed with both 'Gyaan' and 'Ganga.' This land has a legacy that is unique: PM
From conventional teaching, our universities need to move towards innovative learning: PM Modi
Living in an era of globalisation, we need to understand the changing trends across the world and the increased spirit of competitiveness: PM
A nation seen as a land of snake charmers has distinguished itself in the IT sector: PM Modi
India is a youthful nation, blessed with youthful aspirations. Our youngsters can do a lot for the nation and the world: PM

ବିଶାଳ ସଂଖ୍ୟାରେ ଉପସ୍ଥିତ ସମସ୍ତ ଯୁବ ସାଥୀଗଣ,

ଏବେ ଆମର ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ପାଟନା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଁ ଏହାକୁ ସୌଭାଗ୍ୟ ବୋଲି ମାନୁଛି ଆଉ ମୁଁ ଦେଖିଛି ଯେ ଆଗରୁ ଯେତେ ପ୍ରଧାନମନ୍ତ୍ରୀ ଥିଲେ ସେମାନେ କେତେକ ଭଲ କାମ ମୋ ପାଇଁ ଛାଡ଼ି ଯାଇଛନ୍ତି । ଆଉ ସେଭଳିଆ ଭଲ କାମ କରିବା ପାଇଁ ଆଜି ମୋତେ ସୁଯୋଗ ମିଳିଛି ।

ମୁଁ ସର୍ବପ୍ରଥମେ ଏହି ପବିତ୍ର ମାଟିକୁ ପ୍ରଣାମ ଜଣାଉଛି, କାରଣ ଆଜି ଆମର ଦେଶ ଯେଉଁଠି ମଧ୍ୟ ଅଛି, ତାହାକୁ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏହି ବିଶ୍ୱବିଦ୍ୟାଳୟ ପରିସରର ବଡ଼ ଯୋଗଦାନ ରହିଛି । ଚୀନରେ ଗୋଟିଏ କଥା ଅଛି ଯଦି ଆପଣ ବର୍ଷସାରା କଥା ଚିନ୍ତା କରୁଛନ୍ତି, ତ ଶସ୍ୟ ବୁଣନ୍ତୁ, ଯଦି ଆପଣ 10-20 ବର୍ଷ କଥା ଚିନ୍ତା କରୁଛନ୍ତି ତ ଫଳ ଗଛ ଲଗାନ୍ତୁ, କିନ୍ତୁ ଯଦି ଆପଣ ପିଢି-ପିଢି କଥା ଚିନ୍ତା କରୁଛନ୍ତି ତ ଆପଣ ମଣିଷ ଗଛ ଲଗାନ୍ତୁ । ଏହି ପାଟନା ବିଶ୍ୱବିଦ୍ୟାଳୟ ସେହି କଥାର ହେଉଛି ଜୀବନ୍ତ ପ୍ରମାଣ ଯେ 100 ବର୍ଷ ପୂର୍ବେ ଯେଉଁ ବୀଜ ବୁଣାଯାଇଥିଲା, 100 ବର୍ଷ ଭିତରେ ଅନେକ ପିଢି ଏଠାକୁ ଆସି, ମା’ ସରସ୍ୱତୀଙ୍କର ଆରାଧନା କରି ଆଗକୁ ଚାଲିଗଲେ, କିନ୍ତୁ ସେମାନେ ତା’ସହିତ ଦେଶକୁ ମଧ୍ୟ ଆଗକୁ ନେଇଗଲେ । ଏଠାରେ କିଛି ରାଜନେତାଙ୍କର ଚର୍ଚ୍ଚା ହେଲା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟରୁ ବାହାରି କିପରି ଭାବେ ଭିନ୍ନ-ଭିନ୍ନ ସ୍ଥାନରେ ସେମାନେ ସେବା ପ୍ରଦାନ କରିଛନ୍ତି ।  କିନ୍ତୁ ମୁଁ ଆଜି ମୋର ଅନୁଭବରୁ କହିପାରିବି କି ଆଜି ହିନ୍ଦୁସ୍ଥାନର ହୁଏତ କୌଣସି ଏଭଳି ରାଜ୍ୟ ନଥିବ ଯେଉଁଠାରେ ପ୍ରଶାସନିକ ସେବାର ନେତୃତ୍ୱ ନେଉଥିବା ପ୍ରଥମ 5 ଜଣଙ୍କ ମଧ୍ୟରେ ବିହାରର ପାଟନା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ହୋଇନଥିବେ, ଏଭଳି ହୋଇ ପାରିବ ନାହିଁ ।

ଗୋଟିଏ ଦିନ ମୁଁ ଭାରତରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତ୍ୟେକ ଛୋଟ-ବଡ଼ ଅଧିକାରୀଙ୍କ ସହ ବିଚାର ବିମର୍ଷ କରୁଛି । ପ୍ରତ୍ୟେକ ଦିନ 80-90-100 ଲୋକଙ୍କ ସହିତ କଥା ହେବା ପାଇଁ ବସୁଛି, ଦେଢ଼-ଦୁଇ ଘଣ୍ଟା ମୁଁ କଥାବାର୍ତ୍ତା କରୁଛି ଆଉ ମୁଁ ଅନୁଭବ କରୁଛି କି ସେଥିରେ ସବୁଠାରୁ ବଡ଼ ଭାଗ ହେଉଛନ୍ତି ବିହାରର । ସେମାନେ ସରସ୍ୱତୀଙ୍କ ଆରାଧନାରେ ନିଜକୁ ନିଜେ ତଲ୍ଲିନ କରି ଦେଇଛନ୍ତି । କିନ୍ତୁ ଏବେ ସମୟ ବଦଳି ଯାଇଛି, ଏବେ ଆମକୁ ସରସ୍ୱତୀ ଆଉ ଲକ୍ଷ୍ମୀ ଦୁହିଁଙ୍କୁ ସାଥୀରେ ନେଇ ଚାଲିବାର ଅଛି । ବିହାର ପାଖରେ ସରସ୍ୱତୀଙ୍କର କୃପା ଅଛି, ବିହାର ଉପରେ ଲକ୍ଷ୍ମୀଙ୍କର କୃପା ମଧ୍ୟ ହୋଇପାରେ । ଆଉ ସେଥିପାଇଁ ଏହା ଭାରତ ସରକାରଙ୍କର ଚିନ୍ତାଧାରା ଏହା ଯେ ସରସ୍ୱତୀ ଆଉ ଲକ୍ଷ୍ମୀଙ୍କର ମିଳନ ଘଟାଇ ବିହାରକୁ ନୂତନ ଶିଖରକୁ ନେଇ ଯିବାର ଅଛି ।

ନିତିଶ ମହାଶୟଙ୍କର ଯେଉଁ ପ୍ରତିଶୃତି ରହିଛି, ବିହାରର ବିକାଶ ପ୍ରତି ତାଙ୍କର ଯେଉଁ ପ୍ରତିବଦ୍ଧତା ରହିଛି ଆଉ ଭାରତ ସରକାର ପୂର୍ବ ଭାରତର ବିକାଶ ପ୍ରତି ହେଉଛନ୍ତି ସଂକଳ୍ପବଦ୍ଧ, ଏହି ଦୁଇଟି ପରିକଳ୍ପନା 2022 ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରିବ, ତ ମୋର ବିହାର ରାଜ୍ୟ ମଧ୍ୟ ହିନ୍ଦୁସ୍ଥାନର ସମୃଦ୍ଧ ରାଜ୍ୟଙ୍କ ସମକକ୍ଷ ହୋଇ ଠିଆ ହୋଇପାରିବ, ସେହି ସଂକଳ୍ପ ନେଇ ଆଗକୁ ବଢ଼ିବାର ଅଛି ।

ଆମର ଏହି ପାଟନା ନଗରୀ ଗଙ୍ଗାଙ୍କ କୂଳରେ ରହିଛି ଆଉ ଗଙ୍ଗାଙ୍କ ଧାରା ହେଉଛି ଯେତିକି ପୁରୁଣା ବିହାର ହେଉଛି ସେତିକି ପୁରୁଣା ଜ୍ଞାନରଧାରା, ପରମ୍ପରାର ମାଲିକ । ଯେତିକି ପୁରୁଣା ଜ୍ଞାନଗଙ୍ଗାର ପରମ୍ପରା, ସେତିକି ଗଙ୍ଗାଧାରାର ପରମ୍ପରା ଆପଣଙ୍କ ପାଖରେ ଅଛି । ହିନ୍ଦୁସ୍ଥାନରେ ଯେବେ ମଧ୍ୟ ଚର୍ଚ୍ଚା ହୋଇଥାଏ ତ ନାଳନ୍ଦା, ବିକ୍ରମଶୀଳାକୁ କିଏ ଭୁଲି ପାରିବ । ମାନବ ଜୀବନ ସଂଶୋଧନର କ୍ଷେତ୍ର । ହୁଏତ ଏଭଳି କୌଣସି କ୍ଷେତ୍ର ରହିଥିବ ଯେଉଁଥିରେ ଶତାବ୍ଦୀ ଶତାବ୍ଦୀ ଧରି ଏହି ମାଟିର ଯୋଗଦାନ ନଥିବ, ଏହି ମାଟିର ନେତୃତ୍ୱ ନଥିବ । ଯାହାଙ୍କ ପାଖରେ ଏଭଳି ମୁଖ୍ୟ ପରମ୍ପରା ଥିବ, ସେହି ପରମ୍ପରା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରେରଣା ହୋଇଥାଏ ଆଉ ଯିଏ ନିଜର ସମୃଦ୍ଧ ଇତିହାସକୁ ମନେ ରଖେ ତାହାରି ଗର୍ଭରେ ଭବିଷ୍ୟତର ଇତିହାସ ଗର୍ଭଧାରଣ କରିଥାଏ । ଯିଏ ଇତିହାସକୁ ଭୁଲିଯାଏ ତାହାର ଗର୍ଭ ଶୂନ୍ୟ ହୋଇ ରହିଯାଏ । ଆଉ ସେଥିପାଇଁ ଆଗାମୀ ଇତିହାସ କିମ୍ବା ନିର୍ମାଣର ଗର୍ଭାଧାନ ମଧ୍ୟ ସମୃଦ୍ଧ, ଶକ୍ତିଶାଳୀ ଓ ଭବ୍ୟ; ଦିବ୍ୟ ଭାରତର ସ୍ୱପ୍ନ ମଧ୍ୟ; ତାହାର ଗର୍ଭାଧାନ ମଧ୍ୟ ଏହି ମାଟିରେ ସମ୍ଭବ ଆଉ ଏହି ମାଟିରୁ ପଲ୍ଲବିତ ହେବାର ସାମର୍ଥ୍ୟ ରହିଛି । କାରଣ ଏହା ପାଖରେ ମହାନ ଐତିହାସିକ ପରମ୍ପରା ଅଛି, ସାଂସ୍କୃତିକ ପରମ୍ପରା ଅଛି, ଜୀବନ୍ତ ଉଦାହରଣ ଅଛି । ମୁଁ ଭାବୁଛି କି ଏତେ ବଡ଼ ସାମର୍ଥ୍ୟ ହୁଏତ ଆଉ କାହା ପାଖରେ ରହିଥାଏ ।

ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ସ୍କୁଲ କଲେଜକୁ ଶିଖିବା ପାଇଁ ଯାଉଥିଲେ, କିନ୍ତୁ ସେ ଯୁଗ ଶେଷ ହୋଇ ଯାଇଛି । ଆଜି ବିଶ୍ୱ ଯେତିକି ଦ୍ରୁତ ଗତିରେ ବଦଳୁଛି, ମନୁଷ୍ୟର ଚିନ୍ତାଧାରା ଯେଭଳି ବଦଳୁଛି, ଚିନ୍ତା କରିବାର ପରିସର ଯେଉଁଭଳି ଭାବେ ବଦଳୁଛି, ବୈଷୟିକ ଜ୍ଞାନର ଦଖଲ, ଜୀବନର ଚିନ୍ତାଧାରା, ଜୀବନର ବ୍ୟବହାରକୁ ଜୀବନର ଶୈଳୀକୁ ଆମୂଳଚୂଳ ପରିବର୍ତ୍ତନ କରୁଛି । ସେତେବେଳେ ଆମର ବିଶ୍ୱବିଦ୍ୟାଳୟ ମଧ୍ୟ, ବିଶ୍ୱବିଦ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ବହୁତ ବଡ଼ ଆହ୍ୱାନ ହେଉଛି । ଆହ୍ୱାନ ଏହା ନୁହେଁ ଯେ କ’ଣ ନୂଆ ଶିଖାଇବା, ଆହ୍ୱାନ ଏହା ହେଉଛି ଯେ ଯାହା ପୁରୁଣା ଶିଖି ଆସିଛନ୍ତି ତାହାକୁ କିପରି ଭୁଲିବା ନାହିଁ । unlearn, de-learn, ଆଉ ପରେ ପୁଣି ଶିଖିବା re-learn ।  ଏହା ଆଜିକାର ଯୁଗର ହେଉଛି ଏକ ବହୁତ ବଡ଼ ଆବଶ୍ୟକତା ।

ଫୋର୍ବ୍ସ ପତ୍ରିକାର ଶ୍ରୀଯୁକ୍ତ ଫୋବର୍ସ ଥରେ କହିଥିଲେ, ଶିକ୍ଷାର ଗୋଟିଏ ମଜାଦାର ପରିଭାଷା ସେ ଦେଇଥିଲେ, ସେ କହିଥିଲେ କି ଶିକ୍ଷାର କାମ ହେଉଛି ମସ୍ତିଷ୍କକୁ ଖାଲି କରିବା ଆମର ଚିନ୍ତାଧାରା ରହିଥିଲା ମସ୍ତିଷ୍କକୁ ଭର୍ତ୍ତି କରିବା, ଘୋଷି ଚାଲିବା, ନୂଆ-ନୂଆ ଜିନିଷ କରି ଚାଲିବା, ଭର୍ତ୍ତି କରିବା ଫୋବର୍ସଙ୍କର କହିବା ହେଉଛି ଶିକ୍ଷାର ଉଦ୍ଦେଶ୍ୟ ମସ୍ତିଷ୍କକୁ ଖାଲି କରିବା ଆଉ ଆଗକୁ କହିଲେ ମସ୍ତିଷ୍କକୁ ଖୋଲା ରଖିବା ଯଦି ପ୍ରକୃତ ଅର୍ଥରେ ଯୁଗାନୁକୂଳ ପରିବର୍ତ୍ତନ ଆଣିବାର ଅଛି ଆମ ସମସ୍ତଙ୍କୁ ଆମ ବିଶ୍ୱବିଦ୍ୟାଳୟରେ ମସ୍ତିଷ୍କକୁ ଖାଲି କରିବାର ଅଭିଯାନ ଚଳାଇବାକୁ ହେବ, ଯେବେ ଖୋଲିବ ଚାରି ଆଡ଼ୁ ନୂତନ ଚିନ୍ତାଧାରା ପ୍ରବେଶର ସମ୍ଭାବନା ସୃଷ୍ଟି ହେବ, ଯେତେବେଳେ ଖାଲି ଥିବ ନୂଆ ଭରିବାର ସ୍ଥାନ ସୃଷ୍ଟି ହେବ ଆଉ ଏଥିପାଇଁ ଆଜି ଏହି ବିଶ୍ୱବିଦ୍ୟାଳୟ ତାହାଙ୍କୁ ଶିକ୍ଷା ଦେଉ, ଶିକ୍ଷା ନୁହେଁ, ଶିକ୍ଷଣକୁ ଶକ୍ତି ଦେଇ ଆଗକୁ ଚାଲିବାର ଅଛି ଆଉ ଏହା ହେଉଛି ସମୟର ଆବଶ୍ୟକତା ଯେ ଆମେ ଆମର ଶିକ୍ଷା ସଂସ୍ଥାନଗୁଡ଼ିକୁ ସେହି ଦିଗରେ କିପରି ନେବୁ?

 

ମାନବ ସଂସ୍କୃତିର ବିକାଶ ଯାତ୍ରାକୁ ଦେଖାଯିବ ତ ଗୋଟିଏ କଥା ଯେଉଁଥିରେ ସଙ୍ଗତି ରହିଛି, ସ୍ଥାୟୀତ୍ୱ ରହିଛି, ନବସୃଜନ ରହିଛି ଆଉ ତାହା ହେଉଛି ନବାଚାର । ପ୍ରତ୍ୟେକ ଯୁଗରେ ମାନବ ଜାତି କୌଣସି ନା କୌଣସି ନବସୃଜନ କରି ନିଜର ଜୀବନ ଶୈଳୀରେ ତାହାକୁ ଯୋଡ଼ି ଚାଲିଲେ । ଆଜି ନବସୃଜନ ଏକ ବହୁତ ବଡ଼ ପ୍ରତିଯୋଗିତାର ସମୟଦେଇ ଗତି କରୁଛି । ଦୁନିଆରେ ସେହି ଦେଶ ପ୍ରଗତି କରି ପାରିବେ ଯେଉଁ ଦେଶ ନବସୃଜନକୁ ପ୍ରାଥମିକତା ଦିଅନ୍ତି । ସଂସ୍ଥାନଗୁଡିକୁ ପ୍ରାଥମିକତା ଦିଅନ୍ତି, କିନ୍ତୁ ସଂସ୍ଥାନଗୁଡିରେ ସେତିକି ପରିବର୍ତ୍ତନ ନାହିଁ, ତାହା କେବଳ ଆଙ୍ଗିକ  ପରିବର୍ତ୍ତନକୁ ସଂଶୋଧନ ବୋଲି ମାନି ନିଆଯାଏ ନାହିଁ । ବିଜ୍ଞାନର, ଜୀବନର ମୌଳିକ ସିଦ୍ଧାନ୍ତ ଉପରେ କାଳବାହ୍ୟ ଜିନିଷ ଠାରୁ ମୁକ୍ତି ପାଇବାର ରାସ୍ତା ଖୋଜିବା, ଆଉ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ରାସ୍ତା ସଂକେତ ଦେବା, ନୂତନ ସଂସାଧନ ଇଙ୍ଗିତକୁ ଆଣିବା ଆଉ ଜୀବନକୁ ନୂତନ ଶିଖରକୁ ନେଇ ଯିବା ଏହା ହେଉଛି ସମୟର ଆବଶ୍ୟକତା । ଆଉ ଯେ ପର୍ଯ୍ୟନ୍ତ ଆମେ, ଆମର ସମସ୍ତ କ୍ଷେତ୍ର ଆଉ ଜରୁରୀ ଥିବା ଗୋଟିଏ ହେଲେ ମଧ୍ୟ ଜ୍ଞାନ, ଆଉ ଟେକ୍ନୋଲଜି ହିଁ ହେଉଛନ୍ତି ସଂଶୋଧନର କ୍ଷେତ୍ର । ସମାଜ ଶାସ୍ତ୍ର ମଧ୍ୟ ନବସୃଜନ ମାର୍ଗରେ ସମାଜକୁ ଦିଗଦର୍ଶନ ଦେଇ ପାରିବେ । ଆଉ ଏଥିପାଇଁ ଆମର ବିଶ୍ୱବିଦ୍ୟାଳୟର ମହାତ୍ମ୍ୟ ରହିଛି ଆଗାମୀ ଯୁଗର ଆବଶ୍ୟକତାକୁ ପୂରଣ କରିବା ପାଇଁ । ଆଉ ବିଶ୍ୱ ଯେଉଁଭଳି ଭାବେ ଗ୍ଲୋବାଲାଇଜ ହୋଇଛି ତ ପ୍ରତିଯୋଗିତା ମଧ୍ୟ ବିଶ୍ୱସ୍ତରୀୟ ହୋଇଛି । ଆଉ ଆଜି ଆମେ କେବଳ ଆମରି ଦେଶରେ ହିଁ ପ୍ରତିଯୋଗିତା କଲେ ଚଳିବ ନାହିଁ, ପାଖ-ପଡ଼ୋଶୀଙ୍କ ସହିତ ପ୍ରତିଯୋଗିତା କଲେ ଏତିକିରେ ଚଳିବ ନାହିଁ, ଏକ ବିଶ୍ୱସ୍ତରୀୟ ପରିସ୍ଥିତିରେ ଆଉ ଭବିଷ୍ୟତ ପରିସ୍ଥିତିର ସନ୍ଦର୍ଭରେ ମଧ୍ୟ ଆମକୁ ସେହି ପ୍ରତିଯୋଗିତାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିବାର ଅଛି । ଦେଶକୁ ଯଦି ଆଗକୁ ବଢ଼ିବାର ଅଛି, ନୂତନ ଶିଖରକୁ ନେଇଯିବାର ଅଛି, ପରିବର୍ତ୍ତିତ ବିଶ୍ୱରେ ଆମକୁ ଆମର ସ୍ଥାନ ଶକ୍ତିର ସହିତ ଠିଆ କରିବାର ଅଛି ତ ଆମର ଯୁବପିଢିଙ୍କ ଦ୍ୱାରା ନବସୃଜନକୁ ଯେତିକି ଶକ୍ତି ଦିଆଯିବ ଆମେ ଦୁନିଆ ଭିତରେ ଏକ ଶକ୍ତି ଭାବେ ଠିଆ ହୋଇ ପାରିବା ।

ଯେତେବେଳେ ସୂଚନା କ୍ରାନ୍ତି ଆସିଲା କିଭଳି ଭାବେ ଭାରତ ପ୍ରତି ବିଶ୍ୱର ଚିନ୍ତାଧାରା ବଦଳିବା ଆରମ୍ଭ ହେଲା, ନଚେତ ଦୁନିଆ ଆମକୁ ସର୍ବଦା ସାପ-ସାପୁଆ କେଳାବାଲା ଦେଶ ବୋଲି ମାନୁଥିଲା । ଦୁନିଆର ଏହି ଚିନ୍ତାଧାରା ଥିଲା କି ଭାରତ ଭାରତୀୟମାନେ କଳା ଯାଦୁ, ଭାରତୀୟମାନେ ଭୁତ-ପ୍ରେତ, ଭାରତୀୟମାନେ ଅନ୍ଧ-ଶ୍ରଦ୍ଧା, ଭାରତୀୟମାନେ ସାପ ଆଉ ସାପୁଆ କେଳାର ଦୁନିଆ । କିନ୍ତୁ ଆଇଟି ବିପ୍ଳବରେ ଯେତେବେଳେ ଆମ ଦେଶର 18-20 ବର୍ଷର ପିଲାମାନେ ଆଙ୍ଗୁଠି ଦ୍ୱାରା ଏକ ନୂଆ ଦୁନିଆ ଦେଖାଇବା ଆରମ୍ଭ କରିଦେଲେ ତ ବିଶ୍ୱ ଆଶ୍ଚର୍ଯ୍ୟଚକିତ ରହିଗଲା କି ଏହା କି ଜିନିଷ ପିଲାମାନେ କହୁଛନ୍ତି । ଭାରତ ଆଡ଼କୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳିଗଲା ।

ମୋର ସଠିକ ଭାବେ ମନେ ଅଛି ଯେତେବେଳେ ମୁଁ ବହୁ ବର୍ଷ ପୂର୍ବେ ତାଇୱାନ ଯାଇଥିଲି । ସେତେବେଳେ ତ ମୁଁ ମୁଖ୍ୟମନ୍ତ୍ରୀ ମଧ୍ୟ ନ ଥିଲି, କେଉଁଠି ନିର୍ବାଚନ ଦୁନିଆ ସହିତ ମୋର କୌଣସି ସମ୍ପର୍କ ନ ଥିଲା, ସେଠାକାର ସରକାରଙ୍କର ନିମନ୍ତ୍ରଣ ପାଇ ଯାଇଥିଲି । ତ ମୋ ସହିତ ଜଣେ ବାର୍ତ୍ତାକାର ଥିଲେ । ଦଶ ଦିନର ମୋର ସେଠାରେ ଯାତ୍ରା ଥିଲା । ସେହି ବାର୍ତ୍ତାକାର ଜଣକ କଥାବାର୍ତ୍ତାର ମାଧ୍ୟମ ରୂପେ ମୋ ସାଙ୍ଗରେ ରହୁଥିଲେ । ଯେବେ ଦଶ ଦିନ ସାଙ୍ଗ ହୋଇ ରହିଲୁ ତ ଟିକେ ପରିଚୟ ହୋଇଗଲା, ଟିକେ ବନ୍ଧୁତା ହୋଇଗଲା । 6-8 ଦିନ ପରେ ସେ ମୋତେ ଗୋଟିଏ ଦିନ ପଚାରିଲେ, କହିଲେ ସାହେବ ଖରାପ ଭାବିବେ ନାହିଁ ତ ମୋର କିଛି କଥା ପଚାରିବାର ଅଛି । ମୁଁ କହିଲି ନିଶ୍ଚୟ ପଚାରନ୍ତୁ । ସେ କହିଲେ ଆପଣଙ୍କୁ ଖରାପ ଲାଗିବ ନାହିଁ ତ? ମୁଁ କହିଲି ନା-ଲାଗିବ ନାହିଁ, କୁହନ୍ତୁ ନା କ’ଣ କଥା ଅଛି? ଠିକ୍ ଅଛି ସାହେବ ପୁଣି ପରେ କଥା ହେବା । ସଙ୍କୋଚବଶତଃ ସେ କହି ପାରିଲେ ନାହିଁ । ପୁଣି ଥରେ ଯେବେ ଆମେ ଦ୍ୱିତୀୟ ଥର ଯାତ୍ରାରେ ସାଥୀ ହୋଇ ଥିଲୁ, ତ ମୁଁ ପୁଣି ଥରେ ବାହାର କଲି, ମୁଁ କହିଲି କି ଭାଇ ସେ ଯେଉଁ ତୁମେ ପଚାରୁଥିଲ, କ’ଣ ଥିଲା? କହିଲେ, ସାହେବ ମୋତେ ବଡ଼ ସଙ୍କୋଚ ଲାଗୁଛି । ମୁଁ କହିଲି ଚିନ୍ତା କର ନାହିଁ ଯାହା ତୁମ ମନରେ ଅଛି, ମୋତେ ପଚାର । ସେ କମ୍ପ୍ୟୁଟର ଇଞ୍ଜିନିୟର ଥିଲେ । ତ ସେ ପଚାରିଲେ ସାହେବ କ’ଣ ଏଇ ହିନ୍ଦୁସ୍ଥାନ ଏବେ ମଧ୍ୟ ସେଭଳି ଅଛି, ସାପ-ସାପୁଆ କେଳା ବାଲା, ଯାଦୁ-ମନ୍ତ୍ରବାଲା । ସେ ମୋ ଆଡ଼କୁ ଚାହିଁ ରହିଲେ । ପୁଣି ମୁଁ ତାହାଙ୍କୁ କହିଲି କି ମୋ ଆଡ଼କୁ ଦେଖି ତୁମକୁ କ’ଣ ଲାଗୁଛି? ତ ସେ ଟିକେ ସଙ୍କୋଚରେ ପଡ଼ିଗଲେ, ଟିକେ ଲଜ୍ଜା ଅନୁଭବ କରିବାକୁ ଲାଗିଲେ । କହିଲେ ଆଜ୍ଞା ଦୁଃଖିତ-ମୁଁ ଦୁଃଖିତ ମୁଁ କିଛି ଭୁଲ ପଚାରି ଦେଲି । ମୁଁ କହିଲି ଯେ ଏଭଳି ନୁହେଁ ଭାଇ, ତୁମେ ଠିକ୍ ପଚାରିଛ । ମୁଁ କହିଲି କି ତୁମ ମନରେ ଏ ଯେଉଁ ତଥ୍ୟ ରହିଛି କିନ୍ତୁ ତାର ଓଲଟା । ଏବେ ଆମ ଦେଶ ଟିକେ ଆଗ ଭଳି ଆଉ ନାହିଁ, ଟିକେ ଅବମୂଲ୍ୟାୟନ ହୋଇଛି । କହିଲେ ତାହା କେମିତି? ମୁଁ କହିଲି କି ଆଗେ ଆମର ଯେଉଁ ପୂର୍ବଜ ଥିଲେ ସେମାନେ ସାପ ସହିତ ଖେଳୁଥିଲେ, ଆମର ଯେଉଁ ନୂତନ ପିଢି ଅଛନ୍ତି ସେମାନେ ମାଉସ୍ ସହିତ ଖେଳୁଛନ୍ତି । ସେ ବୁଝିଗଲେ ଯେ ମୁଁ କେଉଁ ମାଉସ୍ କଥା କହୁଛି । ତାହା ଗଣେଶ ମହାପ୍ରଭୁଙ୍କ ବାଲା ମୂଷା ନୁହେଁ, ତାହା ଥିଲା କମ୍ପ୍ୟୁଟରବାଲା ମୂଷା ।

ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଛି କି ଏହା ହେଉଛି ସେହି ଜିନିଷ ଯାହା ଦେଶର ଶକ୍ତି ବୃଦ୍ଧି କରେ, କିନ୍ତୁ କେବେ-କେବେ ଆମେ ସିଦ୍ଧାନ୍ତ ଆଧାରରେ ଗୋଟିଏ-ଅଧେ ପ୍ରକଳ୍ପ ନେଇ ଗୋଟିଏ-ଅଧେ ନବସୃଜନ ଜିନିଷ ତିଆରି କରି ହୁଏତ ପୁରସ୍କାର ମଧ୍ୟ ଜିତି ଯାଉଛେ, କିନ୍ତୁ ଆଜି ହିନ୍ଦୁସ୍ଥାନ ସାମ୍ନାରେ ଏହା ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ଆଉ ମୁଁ 100 ବର୍ଷ ପୁରୁଣା ପାଟନା ବିଶ୍ୱବିଦ୍ୟାଳୟ ଯିଏ ଦେଶକୁ ବହୁତ କିଛି ଦେଇଛି, ସେହି ପବିତ୍ର ମାଟିରୁ ସାରା ଦେଶର ଯୁବକମାନଙ୍କୁ ମୁଁ ଆଜି ଆହ୍ୱାନ କରୁଛି, ବିଦ୍ୟାର୍ଥୀଙ୍କୁ ଆହ୍ୱାନ କରୁଛି, ଅଧ୍ୟାପକମାନଙ୍କୁ ଆହ୍ୱାନ କରୁଛି, ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରୁଛି କି ଆମେ ଆମର ଆଖ-ପାଖରେ ଯେଉଁ ସମସ୍ୟା ଦେଖୁଛେ, ସାଧାରଣ ମନୁଷ୍ୟର ଯେଉଁ କଷ୍ଟ ଦେଖୁଛୁ, ତାହାର ସମାଧାନ ପାଇଁ କୌଣସି ନବସୃଜନର ମାର୍ଗ ଖୋଜି ପାରିବା କି? ତା’ପାଇଁ କୌଣସି ନୂଆ ଟେକ୍ନୋଲଜି ଖୋଜି ପାରିବା କି? ତା’ପାଇଁ ଟେକ୍ନୋଲଜି ଶସ୍ତା ହେଉ, ସରଳ ହେଉ, ବ୍ୟୟସାପେକ୍ଷ ହେଉ, ବ୍ୟବହାର ଅନୁକୂଳ ହେଉ । ଯଦି ଥରେ ଏଭଳି ଛୋଟ-ଛୋଟ ପ୍ରକଳ୍ପର ନବସୃଜନକୁ ଆମେ ଗୁରୁତ୍ୱ ଦେବା ତାହା ଆଗକୁ ଯାଇ ଷ୍ଟାର୍ଟ-ଅପ୍ ରେ ପରିବର୍ତ୍ତନ ହୋଇଯିବ । ହିନ୍ଦୁସ୍ଥାନର ଯୁବକ ଷ୍ଟାର୍ଟ-ଅପ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଶିକ୍ଷା-ଦୀକ୍ଷାର ନବସୃଜନ, ଭାରତ ସରକାରଙ୍କ ବ୍ୟାଙ୍କମାନଙ୍କରୁ ‘ମୁଦ୍ରା ଯୋଜନା’ରୁ ବ୍ୟାଙ୍କିଙ୍ଗ ସାହାଯ୍ୟ, ଆଉ ଷ୍ଟାର୍ଟ-ଅପ୍ ଦିଗରେ ପଦକ୍ଷେପ ଆପଣ କଳ୍ପନା କରି ପାରିବେ ନାହିଁ, ଆଜି ହିନ୍ଦୁସ୍ଥାନ ଷ୍ଟାର୍ଟ-ଅପ୍ ଦୁନିଆରେ ଚତୁର୍ଥ ସ୍ଥାନରେ ଠିଆ ହୋଇଛି ଆଉ ଦେଖୁ-ଦେଖୁ ହିନ୍ଦୁସ୍ଥାନ ଷ୍ଟାର୍ଟ-ଅପ୍ ଦୁନିଆରେ ଖୁବ ଶୀଘ୍ର ଆଗଧାଡ଼ିକୁ ଆସିଯାଇପାରେ । ଆଉ ଯଦି ସେହି ଆର୍ଥିକ ବିକାଶର ଏକ ନୂଆ ଦୁନିଆ ହିନ୍ଦୁସ୍ଥାନର ପ୍ରତିଟି କୋଣରେ, ପ୍ରତ୍ୟେକ ଯୁବକଙ୍କ ହାତରେ ଷ୍ଟାର୍ଟ-ଅପ୍ କୁ ନେଇ କିଛି କରିବାର ଉଦ୍ଦେଶ୍ୟ ରହିବ ତ କେତେ ବଡ଼ ପରିବର୍ତ୍ତନ ଆଉ ପରିଣାମ ମିଳି ପାରିବ ଏହା ମୁଁ ଭଲ ଭାବେ ଅନୁମାନ କରି ପାରୁଛି । ଏଥିପାଇଁ ଦେଶର ବିଶ୍ୱବିଦ୍ୟାଳୟକୁ ମୁଁ ନିମନ୍ତ୍ରଣ ଦେଉଛି, ମୁଁ ସ୍ୱତନ୍ତ୍ର ଭାବେ ପାଟନା ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ ଦେଉଛି କି ଆସନ୍ତୁ ନବସୃଜନକୁ ପ୍ରୋତ୍ସାହନ ଦିଅନ୍ତୁ । ଆମେ ଦୁନିଆଠାରୁ ଆଗକୁ ଯିବାପାଇଁ ନିଜସ୍ୱ ଏକ ମହାରଥ ହାସଲ କରିବା ।

ଆଉ ଭାରତ ପାଖରେ ପ୍ରତିଭାର ଅଭାବ ନାହିଁ, ଆଉ ଭାରତ ହେଉଛି ଭାଗ୍ୟବାନ ଯେ ଆଜି ଆମ ପାଖରେ 800 ନିୟୁତ, ଦେଶର 65 ପ୍ରତିଶତ ଜନସଂଖ୍ୟା, 35 ବର୍ଷରୁ କମ୍ ବୟସର ଅଛନ୍ତି । ମୋ ହିନ୍ଦୁସ୍ଥାନ ହେଉଛି ଯବାନ, ମୋ ହିନ୍ଦୁସ୍ଥାନର ସ୍ୱପ୍ନ ମଧ୍ୟ ଯୁବସୁଲଭ । ଯେଉଁ ଦେଶ ପାଖରେ ଏହି ଶକ୍ତି ଥିବ ସେ ଦୁନିଆକୁ କ’ଣ ଦେଇ ନ ପାରିବ । ସେହି ଦେଶ ନିଜର ସ୍ୱପ୍ନଗୁଡ଼ିକୁ କାହିଁକି ପୂରଣ କରି ନ ପାରିବ, ମୋର ବିଶ୍ୱାସ ଅଛି କି ଅବଶ୍ୟ କରି ପାରିବ ।

ଆଉ ଏଥିପାଇଁ ଏବେ ନିତିଶ ମହାଶୟ ବଡ଼ ବିସ୍ତୃତ ଭାବେ ଗୋଟିଏ ବିଷୟକୁ ବଡ଼ ଆଗ୍ରହର ସହିତ ରଖିଛନ୍ତି ଆଉ ଆପଣ ମଧ୍ୟ ତାହାକୁ ଶକ୍ତି ଦେଇଛନ୍ତି, ତାଳି ବଜାଇ-ବଜାଇ । କିନ୍ତୁ ମୁଁ ମାନୁଛି କି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏହା ହେଉଛି ବିଗତ ଦିନର କଥା । ମୁଁ ତାହାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଯିବାକୁ ଚାହୁଁଛି ଆଉ ଆଜି ମୁଁ ଏହି ନିମନ୍ତ୍ରଣ ଦେବା ପାଇଁ ଏହି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ବିଶେଷ ଭାବେ ଆସିଛି । ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ବହୁତ ମନ୍ଥର ଗତିରେ ଚାଲୁଛି । ଆମ ଶିକ୍ଷାବିତମାନଙ୍କ ମଧ୍ୟରେ ନିଜସ୍ୱ ମତଭେଦ ବହୁତ ତୀବ୍ର ରହି ଆସିଛି । ଆଉ ସଂସ୍କାରର ପ୍ରତ୍ୟେକ ପଦକ୍ଷେପ ସଂସ୍କାରଠାରୁ ଅଧିକ ସମସ୍ୟାଗୁଡ଼ିକୁ ସୃଷ୍ଟି କରିବାର କାରଣ ପାଲଟିଛି । ଆଉ ତାହାର ପରିଣାମ ହେଉଛି କି ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ଶିକ୍ଷା ବ୍ୟବସ୍ଥାରେ ଆଉ ବିଶେଷ କରି ଉଚ୍ଚ ଶିକ୍ଷାରେ ପରିବର୍ତ୍ତିତ ବିଶ୍ୱର ସମକକ୍ଷ ହେବା ପାଇଁ ଯେଉଁ ନବସୃଜନର ଆବଶ୍ୟକ, ସଂସ୍କାର ଆବଶ୍ୟକ ସେଥିରେ କିଛି ଅଭାବ ପରିଲକ୍ଷିତ ହୋଇଛି । ଏହି ସରକାର କିଛି ପଦକ୍ଷେପ ଉଠାଇଛନ୍ତି, କିଛି ସାହସ ଦେଖାଇଛନ୍ତି । ଏବେ ଆପଣମାନଙ୍କ ମଧ୍ୟରୁ ଯାହାଙ୍କୁ ଅଧ୍ୟୟନର ସ୍ୱଭାବ ଥିବ, ଆପଣମାନେ ଦେଖିଥିବେ ଆମ ଦେଶରେ ଅନେକ ବର୍ଷରୁ ଚର୍ଚ୍ଚା ଚାଲୁ ରହିଥିଲା ଆଇଆଇଏମ୍ ସରକାରୀ ଦଖଲରେ ରହିବ ନା ରହିବ ନାହିଁ?  ସ୍ୱତନ୍ତ୍ର ରହିବ ନା ରହିବ ନାହିଁ, ଅଧା ସ୍ୱତନ୍ତ୍ର ରହୁ ଅଧା ସରକାରଙ୍କ ପାଖରେ ରହୁ? ସରକାରଙ୍କୁ ଲାଗୁଥିଲା ଆମେ ଏତେ ଟଙ୍କା ଦେଉଛୁ ଆଉ ଆମର କୌଣସି କଥା ଚଳିବ ନାହିଁ ତ କିପରି ଚାଲିବ? ମୁଁ ଦେଢ଼-ଦୁଇ ବର୍ଷ ପର୍ଯ୍ୟନ୍ତ ଶୁଣିଲି, ଶୁଣିଲି, ଶୁଣିଲି ଆଉ ଆପଣମାନେ ଜାଣି ଖୁସୀ ହେବେ ଆଉ ଦେଶର ଶିକ୍ଷା ଜଗତ ମଧ୍ୟ ଜାଣି ଖୁସି ହେବେ ଏଭଳି ବିଷୟରେ ଅଧିକାଂଶ ଖବରକାଗଜରେ ଚର୍ଚ୍ଚା ହୋଇ ନ ଥାଏ, ଏହି ବିଷୟ ଏପରି ହୋଇଥାଏ କି ଖବରରେ ତାହା ସ୍ଥାନ ପାଇ ନ ଥାଏ, କିନ୍ତୁ କିଛି ଲୋକ ନିଶ୍ଚିତ ପ୍ରବନ୍ଧ ଲେଖିଛନ୍ତି । ପ୍ରଥମ ଥର ଦେଶରେ ଆଇଆଇଏମକୁ ସଂପୂର୍ଣ୍ଣ ଭାବରେ ସରକାରୀ ଦଖଲରୁ ବାହାର କରି ତାହାକୁ ବୃତ୍ତିଗତ ଭାବେ ଉନ୍ମୁକ୍ତ କରି ଦେଇଛୁ । ଏହି ବହୁତ ବଡ଼ ନିଷ୍ପତ୍ତି କରିଛୁ । ଯେପରି ପାଟନା ବିଶ୍ୱବିଦ୍ୟାଳୟ ପାଇଁ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଏସବୁ ବାମ ହାତର ଖେଳ ସେହିପରି ଆଇଆଇଏମ୍ ପାଇଁ, ସାରା ଦେଶର ଆଇଆଇଏମ୍ ପ୍ରତିଷ୍ଠାନ ପାଇଁ ବିଶ୍ୱକୁ ସିଇଓ ଯୋଗାଇବା, ଏହା ହେଉଛି ବାମ ହାତର ଖେଳ । ଏଥିପାଇଁ ବିଶ୍ୱର ଏତେ ବଡ଼ ସମ୍ମାନଜନକ ପ୍ରତିଷ୍ଠାନ ସରକାରୀ ନିୟମ, ବନ୍ଧନ, ବାବୁମାନଙ୍କର ସେଠାକୁ ଯିବା ଆସିବା ବୈଠକକୁ ଡାକିବା ଏହି ସବୁ ଜିନିଷରୁ ଆମେ ମୁକ୍ତ କରି ଦେଇଛୁ । ମୋର ବିଶ୍ୱାସ ଅଛି କି ଆମେ ଆଇଆଇଏମକୁ ଏତେ ବଡ଼ ଅବସର ଦେଇଛୁ କି ଆଇଆଇଏମର ଲୋକ ଏହି ସୁଯୋଗକୁ ଏକ ଅଦ୍ଭୁତ ସୁଯୋଗ ଭାବି ଦେଶର ଆଶା ଆକାଂକ୍ଷା ଅନୁସାରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ ଦେଶକୁ କିଛି କରି ଦେଖାଇଦେବେ । ମୁଁ ସେମାନଙ୍କୁ ଗୋଟିଏ ଅନୁରୋଧ କରିଛି କି ଆଇଆଇଏମର ସଂସ୍କାର ଭିତରେ ଗୋଟିଏ କଥାକୁ ଯୋଡା ଯାଇଛି କି ଏବେ ଆଇଆଇଏମକୁ ଚଳାଇବାରେ ଆଇଆଇଏମର ପୁରାତନ ଛାତ୍ରସଂଘ ଅଛନ୍ତି; ସେମାନଙ୍କର ସକ୍ରିୟ ସହଯୋଗ ଆବଶ୍ୟକ । ପାଟନା ବିଶ୍ୱବିଦ୍ୟାଳୟ ଭଳି ପୁରାତନ ବିଶ୍ୱବିଦ୍ୟାଳୟକୁ ମୋର ମଧ୍ୟ ଅନୁରୋଧ କି ଆପଣଙ୍କ ପୁରାତନ ଛାତ୍ରସଂଘ ହେଉଛି ବହୁତ ସମୃଦ୍ଧ ଓ ସାମର୍ଥ୍ୟବାନ ।  ସେହି ପୁରାତନ ଛାତ୍ରସଂଘକୁ କୌଣସି ପ୍ରକାରେ ମଧ୍ୟ ବିଶ୍ୱବିଦ୍ୟାଳୟ ସହିତ ଯୋଡିବା ଦରକାର, ବିଶ୍ୱବିଦ୍ୟାଳୟର ବିକାଶ ଯାତ୍ରାରେ ସେମାନଙ୍କୁ ଅଂଶୀଦାର କରିବା ଦରକାର ।  ଆପଣ ଦେଖନ୍ତି କି ଦୁନିଆରେ ଯେତେ ମଧ୍ୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରହିଛି ସେଗୁଡିକୁ ଆଗକୁ ବଢାଇବାରେ ପୁରାତନ ଛାତ୍ରସଂଘର ବହୁତ ବଡ଼ ଯୋଗଦାନ ରହିଥାଏ ଆଉ କେବଳ ଟଙ୍କାରେ ନୁହେଁ, ବୌଦ୍ଧିକ, ଅଭିଜ୍ଞତା, ସମ୍ମାନ, ପଦ, ପ୍ରତିଷ୍ଠା ଏ ସମସ୍ତ ଜିନିଷ ତା ସହିତ ଯୋଡି ହୋଇଯାଏ । ଆମ ଦେଶରେ ଏହି ପରମ୍ପରା ବହୁତ କମ୍ ମାତ୍ରାରେ ରହିଛି । ତା ହେଲେ ମଧ୍ୟ ଟିକେ ଉଦାସୀନ ରହନ୍ତି । କୌଣସି ଗୋଟିଏ-ଅଧେ ଉତ୍ସବରେ ବୁଲିଗଲେ, ଫୁଲମାଳ ପିନ୍ଧାଇ ଦେଲେ, ହୁଏତ ଦାନ ମିଳିଲା, ତା ସହିତ ଯୋଡି ହୋଇ ରହିଥାଏ । ଆମର ପୁରାତନ ଛାତ୍ରସଂଘ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଶକ୍ତି ହୋଇଥାଏ, ତାହାର ଜୀବନ ସଂପର୍କର ବ୍ୟବସ୍ଥାଗୁଡିକୁ ବିକଶିତ କରିବାକୁ ଆଗ୍ରହୀ ଥାଏ ।

ଯେଉଁ କଥା ମୁଁ କହୁଥିଲି ଯେ ଆମେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରୁ ଗୋଟିଏ ପାଦ ଆଗକୁ ଯିବାକୁ ଚାହୁଁ ଆଉ ମୁଁ ପାଟନା ବିଶ୍ୱବିଦ୍ୟାଳୟକୁ ସେହି ଗୋଟିଏ ପାଦ ଆଗକୁ ନେଇ ଯିବା ପାଇଁ ନିମନ୍ତ୍ରଣ ଦେବାକୁ ଆସିଛି । ଭାରତ ସରକାର ଏକ ସ୍ୱପ୍ନ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ସାମ୍ନାରେ ପ୍ରସ୍ତୁତ କରିଛନ୍ତି । ବିଶ୍ୱର 500 ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ହିନ୍ଦୁସ୍ଥାନର କେଉଁଠି ଚିହ୍ନ-ବର୍ଣ୍ଣ ନାହିଁ । ଯେଉଁ ମାଟିରେ ନାଳନ୍ଦା, ବିକ୍ରମଶିଳା, ତକ୍ଷଶିଳା, ବଳ୍ଲବୀ ଏଭଳି ବିଦ୍ୟାଳୟଗୁଡିକ କେଉଁଟି 1300 ବର୍ଷ ପୂର୍ବେ, କେଉଁଟି 1500 ବର୍ଷ ପୂର୍ବେ, କେଉଁଟି 1700 ବର୍ଷ ପୂର୍ବେ ସାରା ବିଶ୍ୱକୁ ଆକର୍ଷିତ କରୁଥିଲା କ’ଣ ସେହି ହିନ୍ଦୁସ୍ଥାନ ଦୁନିଆର ପ୍ରଥମ 500 ବିଦ୍ୟାଳୟଗୁଡିକରେ କେଉଁଠି ହେଲେ ମଧ୍ୟ ରହିପାରିବନି ? ଏହି କଳଙ୍କ ଲିଭାଇବା ଦରକାର, ନା ଲିଭାଇବା ଦରକାର ନୁହେଁ, ଏହି ସ୍ଥିତି ବଦଳିବା ଦରକାର ନା, ନା ବଦଳିବା ଦରକାର ନୁହେଁ । କ’ଣ କେହି ବାହାରବାଲା ଆସି ବଦଳାଇବ? ଆମକୁ ହିଁ ତ ବଦଳାଇବାକୁ ହେବ, ସ୍ୱପ୍ନ ମଧ୍ୟ ତ ଆମର ହେବା ଦରକାର, ସଂକଳ୍ପ ମଧ୍ୟ ତ ଆମର ହେବା ଦରକାର ଆଉ ସିଦ୍ଧି ପାଇଁ ପୁରୁଷାର୍ଥ ମଧ୍ୟ ଆମର ହେବା ଦରକାର ।

ଏହି ମନୋଭାବ ନେଇ ଭାରତ ସରକାର ଏକ ଯୋଜନା ଆଣିଛନ୍ତି ଏବଂ ସେ ଯୋଜନା ହେଉଛି କି  ଦେଶର 10ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ଦେଶର 10ଟି ସରକାରୀ ବିଶ୍ୱବିଦ୍ୟାଳୟ । ମୋଟ 20ଟି ବିଶ୍ୱବିଦ୍ୟାଳୟ ଏମାନଙ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ଆଜି ଯେଉଁ ସରକାରଙ୍କର ସବୁ ବନ୍ଧନ ଅଛି, ଯେଉଁସବୁ ନିୟମ-କାନୁନ ଅଛି ତା’ଠାରୁ ତାଙ୍କୁ ମୁକ୍ତି ଦେବା । ଦ୍ୱିତୀୟରେ ଆଗାମୀ 5 ବର୍ଷରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକୁ 10 ହଜାର କୋଟି ଟଙ୍କା ଦେବା । କିନ୍ତୁ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ମନୋନୟନ କୌଣସି ନେତାଙ୍କ ଇଚ୍ଛାରେ ହେବ ନାହିଁ, ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାରେ ହେବ ନାହିଁ, କୌଣସି ମୁଖ୍ୟମନ୍ତ୍ରୀଙ୍କ ଚିଠି ଆଉ ସୁପାରିଶରେ ହେବ ନାହିଁ । ସାରା ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ ଭାବେ ନିମନ୍ତ୍ରିତ କରା ଯାଇଛି, ସେହି ଆହ୍ୱାନକୁ ଗ୍ରହଣ କରି ସମସ୍ତଙ୍କୁ ଆସିବାକୁ ହେବ, ନିଜର ସାମର୍ଥ୍ୟକୁ ସିଦ୍ଧ କରିବାକୁ ହେବ, ଆଉ ଚାଲେଞ୍ଜ ଭାବେ ଯେଉଁ ଶ୍ରେଷ୍ଠ 10 ଘରୋଇ ଆସିବେ, ଶ୍ରେଷ୍ଠ 10 ସରକାରୀ ଆସିବେ, ତାହାର ଏକ ତୃତୀୟ ପକ୍ଷ ବୃତ୍ତିଗତ ସଂସ୍ଥା ଦ୍ୱାରା ଚାଲେଞ୍ଜ ଗୋଷ୍ଠୀରେ ମନୋନୀତ ହେବେ । ସେହି ଚାଲେଞ୍ଜ ଗୋଷ୍ଠୀରେ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିବ, ଯେଉଁ ନଗରରେ ସେହି ବିଶ୍ୱବିଦ୍ୟାଳୟ ଥିବ, ତାଙ୍କର ମଧ୍ୟ ଦାୟିତ୍ୱ ରହିବ, ଯେଉଁ ଲୋକ ବିଶ୍ୱବିଦ୍ୟାଳୟକୁ ଚଳାଉଥିବେ ସେମାନଙ୍କର ମଧ୍ୟ ଦାୟିତ୍ୱ ରହିବ । ସେମାନଙ୍କର ଇତିହାସକୁ ଦେଖାଯିବ, ସେମାନଙ୍କର ପ୍ରଦର୍ଶନକୁ ଦେଖାଯିବ । ବିଶ୍ୱସ୍ତରରେ ଆବଶ୍ୟକ ପରିବର୍ତ୍ତନକୁ ଲକ୍ଷ୍ୟ କରି ସେମାନଙ୍କ ମାର୍ଗଚିତ୍ର/ରୋଡ଼ମେପ୍ ଦେଖାଯିବ ଆଉ ଏହି ଯେଉଁ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ 10-10 ରେ ଆସିବ, ମୋଟ 20 ବିଶ୍ୱବିଦ୍ୟାଳୟ - ସେମାନଙ୍କୁ ସରକାରଙ୍କର ନିୟମ, ବନ୍ଧନରୁ ମୁକ୍ତ କରି ଏକ ସ୍ୱାଧୀନତା ପ୍ରଦାନ କରାଯିବ । ସେମାନଙ୍କୁ ବିଭିନ୍ନ ଦିଗରେ ଯାଇ ଆଗକୁ ବଢ଼ିବାକୁ ହେବ, ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯିବ । ଏହି କାମ ପାଇଁ 5 ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ 10 ହଜାର କୋଟି ଟଙ୍କା ଦିଆଯିବ । ଏହା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଅନେକ ଗୁଣ ଆଗୁଆ ହେବ । ବହୁତ ବଡ଼ ନିଷ୍ପତ୍ତି ହୋଇଛି ଆଉ ପାଟନା ଏଥିରେ ପଛରେ ରହିବା ଉଚିତ ନୁହେଁ । ଏହି ନିମନ୍ତ୍ରଣ ଦେବା ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ପାଟନା ବିଶ୍ୱବିଦ୍ୟାଳୟ ଆଗକୁ ଆସୁ, ତାହାର ଶିକ୍ଷକମାନେ ଆଗକୁ ଆସନ୍ତୁ, ଆଉ ଏହି ମହତ୍ୱପୂର୍ଣ୍ଣ ଯୋଜନା ଏବଂ ପାଟନା ବିଶ୍ୱବିଦ୍ୟାଳୟ ହିନ୍ଦୁସ୍ଥାନର ମାନ-ମର୍ଯ୍ୟାଦା ଆଉ ଗୌରବ ଯାହାକି ପାଟନାର ହେଉଛି ଶକ୍ତି ତାହା ବିଶ୍ୱ ଭିତରେ ମଧ୍ୟ, ପାଟନା ବିଶ୍ୱବିଦ୍ୟାଳୟର ଶକ୍ତି ହେଉ । ତାହା ଆଗକୁ ନେଇ କରି ଚାଲିବା ଦିଗରେ ଆପଣ ମୋ ସହିତ ଚାଲନ୍ତୁ, ଏହି ଏକ ସଦ୍ଭାବନା ସହିତ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।

ଏହି ଶତାବ୍ଦୀ ସମାରୋହରେ ଆପଣମାନେ ଯେତେ ସଂକଳ୍ପ କରିଛନ୍ତି, ସେହି ସମସ୍ତ ସଂକଳ୍ପକୁ ଆପଣ ପରିପୂର୍ଣ୍ଣ କରନ୍ତୁ, ଏହି ଏକ ଭାବନା ସହିତ ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Startup India recognises 2.07 lakh ventures, 21.9 lakh jobs created

Media Coverage

Startup India recognises 2.07 lakh ventures, 21.9 lakh jobs created
NM on the go

Nm on the go

Always be the first to hear from the PM. Get the App Now!
...
Text of of PM Modi’s speech at public rally in Guwahati, Assam
February 14, 2026
This year’s Budget places strong emphasis on making the North East economically self-reliant: PM Modi in Assam
Assam will continue to move ahead on the path of peace, security and rapid development: PM Modi
The Congress, frustrated after being out of power for ten years, wants to push Assam back into instability: PM’s strong jibe at the opposition
In 70 years of Congress rule, only 3 bridges were built over the Brahmaputra; in the last 10 to 11 years, BJP NDA has completed 5 major bridges: PM in Assam rally

होकोलुके नमोस्कार जोनाइशु….

की खोबोर आपुनलुकोर?…

भाले आसे?…

जॉय आई अहोम..

जॉय आई अहोम…

जॉय आई अहोम !

मैं असम भारतीय जनता पार्टी के सभी कार्यकर्ताओं का हृदय से बहुत-बहुत अभिवादन करता हूं अभिनंदन करता हूं। बड़ी-बड़ी आमसभाएं करने का तो बहुत अवसर मिलता है, जनता-जनार्दन का दर्शन करना उन्हें संबोधित करना, ये लगातार चलता रहता है। लेकिन असम के बूथ लेवल के कार्यकर्ताओं का दर्शन करना, ये मेरे लिए बहुत बड़ा सौभाग्य है। आज भारतीय जनता पार्टी जहां पहुंची है उसका श्रेय उसकी क्रेडिट अगर किसी को मिलती है तो वो सिर्फ और सिर्फ भाजपा के कार्यकर्ताओं को मिलती है। हमारा विश्वास संगठन में है। हम राष्ट्र जीवन में परिवर्तन का आधार संगठन की शक्ति मानते हैं और इसलिए इतनी बड़ी तादाद में जमीन की जड़ों से जुड़े हुए कार्यकर्ताओं का दर्शन करना ये अपने आप में बहुत बड़ा सौभाग्य है। साथियों हमलोग एक ही मंत्र लेकर जीए हैं। हमलोग एक मंत्र को साकार करने के लिए अपने आप को खपा रहे हैं। और वो मंत्र है भारत माता की जय.. दोनों मुट्ठी बंद करके पूरी ताकत से मेरे साथ बोलिए भारत माता की... भारत माता की... भारत माता की... वंदे...वंदे ... वंदे...

यहां इस विशाल कार्यकर्ता सम्मेलन में आए हुए भाजपा के हरेक कार्यकर्ता का हृदय से मैं स्वागत करता हूं अभिनंदन करता हूं। भाजपा में रहते हुए आपने मां भारती की सेवा को...जनता की सेवा को अपना धर्म बनाया है। आप सभी भाजपा कार्यकर्ता ही भाजपा की प्राणवायु है ऑक्सीजन है। भाजपा का कार्यकर्ता...परिश्रम की पराकाष्ठा करता है, और उसके कारण भारतीय जनता पार्टी आगे बढ़ती है। साथियों मैं गर्व से कहता हूं अगर मेरा सबसे बड़ा क्वालिफिकेशन है, मेरी सबसे बड़ी गौरवपूर्ण जीवन की बात है वो यही है कि नरेंद्र मोदी भाजपा का कार्यकर्ता है। और एक भाजपा कार्यकर्ता के तौर पर...मैं असम के अपने सभी कार्यकर्ता और भाइयों और बहनों को और संगठन की शक्ति को सर झुकाकर का नमन करता हूं।

साथियों,

मैं मां आदिशक्ति मां कामाख्या को भी कोटि-कोटि प्रणाम करता हूं। मां कामाख्या की असम पर, असम वासियों पर बहुत कृपा रही है। उनके आशीर्वाद से असम ने, राष्ट्ररक्षा और देश की स्वतंत्रता, देश की संस्कृति को आगे बढ़ाने वाली अनेक संतानें दी हैं। ऐसी ही एक महान संतान, कविन्द्र पुरकायस्थ जी को मैं आज प्रणाम करता हूं। उन्होंने अपना पूरा जीवन असम और समाज की सेवा के लिए समर्पित किया। इसी योगदान को नमन करते हुए...बीजेपी-NDA सरकार को उन्हें पद्म पुरस्कार से सम्मानित करने का सौभाग्य मिला है। वर्ष 2014 के बाद, नॉर्थ ईस्ट के सवा सौ से अधिक महान व्यक्तित्वों को पदम् पुरस्कार मिले हैं। सवा सौ से अधिक... ये दिखाता है कि असम की धरती का, नॉर्थ ईस्ट की धरती का सामर्थ्य कितना बड़ा है। नॉर्थ ईस्ट का यही सामर्थ्य अब विकसित भारत का बहुत बड़ा आधार है।

साथियों,

कुछ दिन पहले ही, देश का बजट आया है। बजट के बाद, असम का, नॉर्थ ईस्ट का मेरा ये पहला दौरा है। जिस नॉर्थ ईस्ट को कांग्रेस ने हमेशा नजरअंदाज किया...हम उस नॉर्थ ईस्ट की भक्ति भाव से सेवा कर रहे हैं। नॉर्थ ईस्ट हमारे लिए अष्टलक्ष्मी है। इस वर्ष का बजट... अष्टलक्ष्मी के लिए बीजेपी-NDA के विजन को और मजबूती देने वाला है। बजट में बहुत अधिक फोकस... नॉर्थ ईस्ट को आर्थिक रूप से आत्मनिर्भर बनाने पर है। इस साल असम को टैक्स की हिस्सेदारी के रूप में... लगभग पचास हज़ार करोड़ रुपए मिलने वाले हैं।

साथियों,

कांग्रेस सरकार के समय असम को कैसे पाई-पाई के लिए तरसा कर रखा जाता था... वो भी आपको याद रखना है। कांग्रेस के समय असम को टैक्स के हिस्से के रूप में सिर्फ 10 हजार करोड़ रुपए मिलते थे। अब भाजपा सरकार में असम को कांग्रेस सरकार के मुकाबले 5 गुना ज्यादा रुपए मिल रहे हैं। अगर मैं पिछले 11 वर्ष की बात करूं..तो असम को तमाम विकास परियोजनाओं के लिए....केंद्र सरकार से साढ़े पांच लाख करोड़ रुपए से अधिक मिले हैं। ये आंकड़ा आपको याद रहेगा… मैं जो आंकड़ा बोल रहा हूं वो आपको याद रहेगा आपको… केंद्र सरकार से साढ़े पांच लाख करोड़ रुपए से अधिक मिले हैं। कितने… कितने.. पीछे से आवाज आनी चाहिए कितने… आप मुझे बताइए...जो कांग्रेस, असम के विकास के लिए पैसे देने से भी बचती हो...वो कांग्रेस क्या असम का विकास कर सकती है? असम का विकास कर सकती है, असम का विकास कर सकती है। आपका भला कर सकती है। … यहां के युवाओं का भला कर सकती है… यहां के किसानों का भला कर सकती है? यहां के गांवों का भला कर सकती है?

साथियों,

इस साल के बजट में...नॉर्थ ईस्ट की कनेक्टिविटी को और अधिक मजबूती देने का काम किया गया है। कनेक्टिविटी बढ़ती है, तो रोजगार के अवसर भी बढ़ते हैं। इसलिए असम में हाइवे और अन्य रोड प्रोजेक्ट्स के लिए...करीब हज़ारों करोड़ रुपए देना तय हुआ है। बजट में जो घोषणा हुई है, उससे असम में टूरिज्म का भी विस्तार होगा। अभी आपने देखा होगा...परीक्षा पे चर्चा का कार्यक्रम गुवाहाटी में हुआ था। हमने ब्रह्मपुत्र नदी में क्रूज पर विद्यार्थियों से चर्चा की थी। आने वाले समय में ब्रह्मपुत्र पर ऐसे ही रिवर टूरिज्म को और बढ़ाया जाएगा। मैं ऐसे ही वहां नहीं गया था। मैं देश को बताना चाहता था कि टूरिज्म के लिए इससे बेहतर जगह नहीं है। आओ ये मेरा आसाम है, ये मेरी ब्रह्मपुत्र है, आइए.. इस बार के बजट में, इसके लिए भी व्यवस्था की गई है।

साथियों,

आज के दिन देश की नज़रें असम पर हैं... सबने देखा कि असम का, नॉर्थ ईस्ट का सामर्थ्य क्या है। थोड़ी देर पहले जब मैं वायुसेना के विमान से मोरान के हाईवे पर उतरा... रनवे पर नहीं, हाईवे पर विमान से उतरा, तो एक नया इतिहास बन गया। कभी नॉर्थ ईस्ट का नाम आते ही लोग सोचते थे… अरे यार छोड़ो.. टूटी फूटी सड़कें, कोई ठिकाना नहीं, निकलें तो पता नहीं कब पहुंचेंगे वो भी एक वक्त था, ये भी एक वक्त है। और आज यहां ऐसे हाईवे बनकर तैयार हो रहे हैं.. जहां सिर्फ गाड़ियां ही नहीं चलतीं… बल्कि हवाई जहाज भी लैंड करते हैं।

साथियों,

आप मुझे बता दीजिए आपके हाईवे पर विमान लैंड हो, ये आपको गर्व हुआ कि नहीं हुआ… गर्व हुआ कि नहीं हुआ… तो अब अपना मोबाइल निकालिए और अपना फ्लैश लाइट ऑन कीजिए आपको गर्व हुआ है ना....? मोबाइल फोन निकालिए और फ्लैश लाइट ऑन कीजिए सबके सब दूर-दूर तक ये गर्व का पल है ये असम का बदलता हुआ मिजाज है हाथ बढ़ाकर ऊपर कर के दिखाइए। आपको गर्व हुआ कि नहीं हुआ… गर्व से मन भर गया कि नहीं भर गया बोलिए भारत माता की…

साथियों,

असम का इतना विकास इसलिए हो रहा है... क्योंकि यहां आप सभी की मेहनत से बीजेपी सरकार बनी है... यहां के नागरिकों ने भाजपा पर भरोसा किया है। आपने मेरा बूथ-सबसे मजबूत … मेरा बूथ- सबसे मजबूत, मेरा बूथ- सबसे मजबूत, की भावना से बूथ बूथ जाकर, एक-एक परिवार को मिलकर, एक-एक मतदाता को मिलकर बीजेपी के हर समर्थक को अपने साथ जोड़ा उन्हें उनके वोट की ताकत का परिचय करवाया । और इस प्रयास से ही, असम में बीजेपी की सरकार बनी। असम के इसी आशीर्वाद के कारण, असम के नागरिकों के वोट के कारण.. यहां लाखों गरीबों के घर बने लाखों परिवारों में शौचालय की व्यवस्था हुई। पीने का साफ पानी उनके घर तक पहुंचा। आप मुझे बताइए… गरीबों को घर मिलता है तो पुण्य मिलता है कि नहीं मिलता है। गरीब के घर टॉयलेट बनता है तो पुण्य मिलता है कि नहीं मिलता है… गरीब के घर में पीने का पानी पहुंचता है तो पुण्य मिलता है कि नहीं मिलता है। इस पुण्य का हकदार कौन है…इस पुण्य का हकदार कौन है… इस पुण्य का हकदार कौन है… इस पुण्य का अधिकार भारतीय जनता पार्टी के बूथ का कार्यकर्ता है। गरीबों को आय़ुष्मान योजना का लाभ मिला, उन्हें सुरक्षा और आत्मविश्वास मिला... इसलिए... इस बार भी आपको ऐसे ही अपने बूथ पर एक-एक वोट पर ध्यान रखना है...रखोगे… अब और कुछ मत करो बस पूरी ताकत बूथ पर लगा दो.. आपका बूथ विजयी होगा...तो बीजेपी विजयी होगी कि नहीं होगी। आपको विजय पाना है तो कहां पाना है, बूथ में विजय पाना है।

साथियों,

आज देश को सिर्फ एक और इमरजेंसी लैंडिंग स्ट्रिप नहीं मिली है... ये इस बात का भी प्रमाण है कि नया भारत, अपनी सुरक्षा के लिए हर तरह से तैयार हो रहा है। आज का भारत ना सिर्फ अपनी सीमाओं को सशक्त कर रहा है, बल्कि देश के दुश्मनों को उनके घर में घुसकर जवाब भी देता है। साथियों, आज ही पुलवामा हमले की बरसी है। मैं इस हमले में जान गंवाने वाले मां भारती के वीर सपूतों को नमन करता हूं। इस आतंकी हमले के बाद भारत ने जिस तरह आतंकियों को सजा दी, वो पूरी दुनिया ने देखा है। और कुछ लोग तो आज भी कांप रहे हैं। अभी आपने भारत की ये शक्ति ऑपरेशन सिंदूर में भी देखी है। लेकिन साथियों, मैं आपसे जानना चाहता हूं... क्या कभी कांग्रेस से हम देशहित के लिए इतनी हिम्मत के साथ फैसले करने की ताकत थी क्या ? वो कर सकते थे क्या। वो ज्यादा से ज्यादा बयान दे सकते हैं। कुछ नहीं कर सकते। जो कांग्रेस भारत को राष्ट्र मानने से भी इनकार करती हो... जो सवाल करते हैं कि मां भारती क्या होती है, जो मां भारती के नाम तक से परहेज करती हो, जो मां भारती के प्रति जरा सा सम्मान तक नहीं दिखाते, वो कांग्रेस कभी भारत का भला नहीं कर सकती। इसलिए कांग्रेस ने कभी देश की सुरक्षा को प्राथमिकता नहीं दी। कांग्रेस की सरकारों के इसी नकारेपन से.... पूरा नॉर्थ ईस्ट, डर और असुरक्षा में जीता था। कांग्रेस ने हमेशा देश को खतरे में डा के रखा। कांग्रेस के समय में जब भी सेना के लिए हथियार खरीदे गए... उसका मतलब होता था- हजारों करोड़ का घोटाला।

साथियों,

आज देश अपनी सेनाओं को मजबूत कर रहा है... भारत अपनी सीमाओं पर शानदार हाईवे, शानदार टनल्स, ऊंचे-ऊंचे ब्रिज, आधुनिक एयरफील्ड्स... ये सब बना रहा है... देश की सुरक्षा बढ़ा रहा है... और इसलिए कांग्रेस बौखलाई हुई है। उनको यही हो रहा है कि मोदी सब कैसे कर लेता है उन बेचारों को नींद नहीं आती… नींद नहीं आती । और जब नींद नहीं आती दो दिन में कुछ भी बोलते रहते हैं। साथियों, आज की कांग्रेस हर उस विचार.. हर उस आतंकी को कंधे पर बिठाती है... जो देश का बुरा सोचता है। जो लोग देश के टुकड़े-टुकड़े करने का सपना देखते हैं... जो लोग, नॉर्थ ईस्ट को भारत से अलग करने के नारे लगाते हैं... वो कांग्रेस के लिए पूजनीय बन चुके हैं। आजादी के समय मुस्लिम लीग ने देश का बंटवारा कराया... अब आज की कांग्रेस... मुस्लिम लीगी माओवादी कांग्रेस बनकर फिर देश बांटने में जुट गई है। ये एमएमसी है- माओवादी मुस्लिमलीगी कांग्रेस इसलिए आपको कांग्रेस से सावधान रहना है... और असम की जनता को भी सावधान करना है।

साथियों,

यहां जो नौजवान हैं, जो अभी 20-25 वर्ष के हैं... उन्हें कांग्रेस का कुशासन शायद पता नहीं होगा… याद नहीं होगा... कांग्रेस की सरकारें चाहे असम में रही हों या फिर दिल्ली में... उन्होंने असम को अपने हाल पर छोड़ दिया था। आज जब मैं यहाँ ब्रह्मपुत्र के तट पर खड़ा हूं... तो इस महान नदी का ही उदाहरण देता हूं। असम के विकास में... असम के लोगों के जीवन को आसान बनाने में... ब्रह्मपुत्र की बहुत बड़ी भूमिका है। लेकिन कांग्रेस के सत्तर साल के शासन में ब्रह्मपुत्र को पार करना हमेशा बड़ी चुनौती रहा। आज़ादी के बाद से लेकर 2014 तक… और उनके तो प्रधानमंत्री यहां से चुनकर गए थे यानी लगभग सात दशक में कांग्रेस सरकारों ने ब्रह्मपुत्र पर सिर्फ़ तीन पुल बनवाए थे। इतने दशकों में कितने पुल… कितने… आप कल्पना कर सकते हैं कि इतनी विशाल नदी पर, असम की इतनी बड़ी जनसंख्या को जीवन देने वाली नदी पर, सिर्फ तीन पुल बने थे। क्या ऐसी हालत में असम का तेज विकास संभव था ?

मेरे कार्यकर्ता साथियों,

2014 में आपकी मेहनत का परिणाम था कि मुझे भारत सरकार में देश की सेवा का अवसर मिला। उसके 2-3 साल बाद, आप सभी भाजपा कार्यकर्ताओं ने यहां डबल इंजन सरकार बनाई। और इसका नतीजा क्या हुआ? बीते 10-11 वर्षों में... बीजेपी-NDA सरकार ने ब्रह्मपुत्र नदी पर 5 बड़े पुल पूरे कर लिए हैं। ये आंकड़े याद रहेंगे ना? कांग्रेस की 70 साल की सत्ता में, सिर्फ तीन पुल बने थे... लेकिन हमने सिर्फ 10 वर्षों में 5 पुल बनाए हैं... यानि कांग्रेस ने असम को सिर्फ समस्याएं दीं... जबकि बीजेपी ने असम को समाधान दिए हैं।

साथियों,

आज गुवाहाटी के दो हिस्सों को जोड़ने वाले शानदार पुल का भी लोकार्पण हो गया है। इस सेतु का नाम, प्राचीन कामरूप के महाप्रतापी सम्राट... कुमार भास्कर वर्मन जी के नाम पर रखा गया है। ये लोग होते तो अपने परिवार के नाम पर ही चढ़ा देते। यानि ये भास्कर सेतु, असम के आधुनिक इंफ्रास्ट्रक्चर और असम के समृद्ध इतिहास का संगम है। ये इस बात का प्रमाण है... कि बीजेपी तेज़ विकास करती है, और विरासत को भी आगे बढ़ाती है।

साथियों,

इस नए सेतु के बनने से... गुवाहाटी देश का एक बड़ा ग्रोथ सेंटर बनने की दिशा में आगे बढ़ेगा... सिक्स लेन के इस ब्रिज से... नौजवान हो या बुजुर्ग... किसान हो या उद्यमी... सबको फायदा होगा। और मैं आपको एक और बात बता दूं... यहां अभी ऐसे कई सारे पुलों पर काम चल रहा है। जब ये सभी तैयार हो जाएंगे, तो असम और नॉर्थ ईस्ट के विकास को बहुत तेज गति मिलने वाली है।

भाइयों और बहनों,

कांग्रेस के दशकों के कुशासन की सबसे बड़ी वजह रही है- कांग्रेस की तुष्टिकरण की राजनीति...वोट बैंक पॉलिटिक्स। कांग्रेस ने असम को हमेशा वोट के चश्मे से ही देखा... कांग्रेस ने हर वो काम किया, जिससे तुष्टिकरण को बढ़ावा मिले… और हर वो काम रोका, जिससे असम का विकास हो। कांग्रेस के समय..केंद्र सरकार की योजनाओं को असम तक पहुंचने में भी बरसों लग जाते थे। लेकिन साथियों, बीजेपी ने असम के विकास को, नॉर्थ ईस्ट के विकास को...हमेशा प्राथमिकता दी है। बीते 11 वर्षों में देखिए... जब भी कोई नई शुरुआत देश में हुई, तो तुरंत उसका लाभ नॉर्थ ईस्ट को भी मिला। कोई भी विलंब के बिना मिला। देश में सेमी-हाईस्पीड वंदेभारत ट्रेनें लॉन्च हुई... तो असम और नॉर्थ ईस्ट भी इससे शुरुआत में ही कनेक्ट हो गया। अभी कुछ समय पहले देश की पहली स्लीपर वंदेभारत ट्रेन असम से ही शुरू हुई है। जब देश ने तय किया... कि अब सेमीकंडक्टर सेक्टर में तेजी से काम करना है। और असम इस सेक्टर में भी ग्रोथ इंजन बन रहा है... और वो दिन दूर नहीं जब असम की चाय की तरह ही... असम की चाय की तरह ही...असम में बनी चिप्स की भी पूरी दुनिया में चर्चा होगी। चाय से लेकर के चिप्स तक असम की विकास यात्रा दिखाई देती है।

साथियों,

असम का ये प्यार मैं कैसे भूल सकता हूं। लेकिन मैं असम से वादा करता हूं कि आपने जो मुझे प्यार दिया है, उसे ब्याज समेत लौटाउंगा और विकास करके लौटाउंगा। मैं आपको डिजिटल कनेक्टिविटी का भी उदाहरण दूंगा। आप देखिए... कांग्रेस के समय में 3G और 4G टेक्नोलॉजी आई.. .ये टूजी के घोटाले भी आए लेकिन नॉर्थ ईस्ट तक, असम तक उसे तेजी से पहुंचाने के लिए कांग्रेस ने मेहनत ही नहीं की... और जब भाजपा सरकार में 5G टेक्नॉलॉजी आई तो हमने क्या किया? हमने इस टेक्नॉलजी को पूरे असम में, पूरे नॉर्थ ईस्ट में... गांव गांव तक पहुंचाने के लिए काम किया। इस सैचुरेशन अप्रोच के कारण, आज गुवाहाटी के युवाओं को हाई-स्पीड इंटरनेट का लाभ मिल रहा है। और अब असम में NIC डेटा सेंटर की भी शुरुआत हुई है, ये डेटा सेंटर, यहां के नौजवानों को बहुत बड़ा लाभ देने वाला है।

साथियों,

एक और उदाहरण स्वास्थ्य सेवाओं का भी है। कांग्रेस ने दशकों तक AIIMS के विस्तार पर ध्यान नहीं दिया। जब अटल जी की सरकार बनी तो एम्स की संख्या बढ़ाई गई। इसके बावजूद हालत ये थी कि 2014 में देश में सिर्फ 6 एम्स थे। आपने 2014 में मोदी को देश की सेवा का अवसर दिया... और आज देश में एम्स की संख्या बढ़कर 20 से ज्यादा हो चुकी है। बीजेपी सरकार ने एम्स गुवाहाटी का भी निर्माण किया है। इसके अलावा असम में कई मेडिकल कॉलेज और कैंसर हॉस्पिटल भी खोले गए हैं। और कल ही, हमने पीएम राहत स्कीम को भी मंजूरी दी है... देश के किसी भी हिस्से में, अगर कोई भी व्यक्ति किसी दुर्घटना में घायल होता है... तो केंद्र की सरकार की ओर से, उसका डेढ़ लाख रुपये तक का इलाज मुफ्त में कराया जाएगा। एक्सीडेंट के बाद तुरंत मदद मिलने से जान बच जाती है।

साथियों,

यहां आए भाजपा कार्यकर्ताओं में बड़ी संख्या में मेरे युवा बेटे-बेटियों की है...आप याद रखिए...देश में जब मैनेजमेंट और उच्च शिक्षा की बात होती थी...तो असम और नॉर्थ ईस्ट के युवाओं के पास सिर्फ पलायन का ही विकल्प होता था। लेकिन आज देखिए...IIM पालसबारी का नया कैंपस शुरू हो चुका है। IIT गुवाहाटी का भी आधुनिकीकरण हो रहा है। इसके अलावा असम में IARI की भी स्थापना की गई है। ये संस्थान, असम में नए टेक्नॉलजी लीडर्स को तैयार करेगी।

साथियों,

आज केंद्र की बीजेपी-NDA सरकार...देश के छोटे-छोटे शहरों में इलेक्ट्रिक बसों का जाल बिछा रही है। आज ही, मुझे गुवाहाटी में हंड्रेड, सौ इलेक्ट्रिक बसों को हरी झंडी दिखाने का अवसर मिला है। इस वर्ष के बजट में भी पूर्वोदय स्कीम के तहत चार हज़ार इलेक्ट्रिक बसों की घोषणा की गई है। इससे आने वाले समय में बहुत बड़ी संख्या में असम को भी इलेक्ट्रिक बसें मिलने वाली हैं।

साथियों,

कांग्रेस ने असम के साथ एक और बहुत बड़ा अन्याय किया है। कांग्रेस ने असम को अशांत रखा...हिंसा और अलगाव में रखा। आज़ादी के बाद से ही असम, बम-बंदूक, बंद-ब्लॉकेड और कर्फ्यू की चपेट में रहा। और इसकी गुनहगार कांग्रेस ही थी। मुझे याद है जब मैं यहां संगठन का काम करता था तो मैं वापस जाने का भी कार्यक्रम बना के आता था। लेकिन यहा मैं कार्यक्रम नहीं कर पाता था क्यों, क्योंकि कहीं ब्लॉकेड है, कहीं जा नहीं सकते, रास्ते बंद हैं। तो मुझे तो कभी -कभी तो तीन दिन के लिए आया था सात दिन तक वापस नहीं जा पाता था। काम ही नहीं कर पाता था, ये हालत करके रखी थी। लेकिन साथियों भाजपा-एनडीए सरकार, असम में शांति बहाली और तेज विकास का संकल्प लेकर चल रही है। इसलिए जो असम कभी बम धमाकों से गूंजता था...उसी असम में अब शांति की स्थापना हो रही है। जिस असम में हर साल औसतन एक हज़ार से ज़्यादा लोग हिंसा में मारे जाते थे...आज वहां हिंसा की घटनाएं बंद हो रही हैं। पहली बार असम में बोडो, कार्बी, आदिवासी, DNLA, उल्फा ऐसे हर सगंठन से जुड़े साथियों ने बंदूक छोड़कर...देश के संविधान का रास्ता चुना है...शांति और विकास की राह पकड़ी है। लेकिन मेरे कार्यकर्ता साथियों, आपको भूलना नहीं है...10 वर्ष सत्ता से बाहर रहने की वजह से कांग्रेस और ज्यादा जहरीली हो गई है। उनके टॉप लीडर से नीचे तक उनकी जुबान से जहर ही निकलता है। कांग्रेस असम को फिर से अशांति और अराजकता में झोंकना चाहती है। कांग्रेस...असम को घुसपैठियों के हवाले करना चाहती है। आप इनके दिल्ली के नेताओं को देखिए...यहां जो इनके नेता हैं, उनको देखिए...ये सब घुसपैठियों को बचाने में ही लगे हुए हैं। कांग्रेस, असम की असल पहचान को मिटाना चाहती है।

साथियों,

आने वाले पांच साल असम के लिए बहुत महत्वपूर्ण है। इस दौरान ऐसे अनेक प्रोजेक्ट पूरे होने वाले हैं...जो असम की ग्रोथ को नए पंख लगाएंगे...इसलिए यहां डबल इंजन की बीजेपी सरकार बहुत जरूरी है। इसलिए बीजेपी के हर कार्यकर्ता को याद रखना है... असम के तेज विकास के लिए... आको एबार, बीजेपी सोरकार। असम के युवाओं को रोजगार के लिए... आको एबार,बीजेपी सोरकार। असम की बेटियों को नए अवसरों के लिए... आको एबार,बीजेपी सोरकार। असम की पहचान बचाने के लिए... आको एबार, बीजेपी सोरकार।

साथियों,

आज यहां आप सब का ये जोश देखकर, असम की महाविजय का मेरा विश्वास और मजबूत हो गया है। मुझे पूरा भरोसा है, कि इस बार और बड़े बहुमत से…असम में हमारी सरकार की वापसी होने वाली है। लेकिन साथियों, याद रखिएगा... हमें सिर्फ चुनाव ही नहीं जीतना है, हमें निरंतर असम के लोगों का मन भी जीतना है...उनका दिल भी जीतना है। और इसके लिए असम के एक-एक भाजपा कार्यकर्ता को... एक एक पदाधिकारी को, सभी पदाधिकारी को पूरे परिश्रम से काम करना है। जब तक असम में वोटिंग का काम नहीं होता है। जब तक काउंटिंग नहीं होता है, जब तक भाजपा की नई सरकार की शपथ नहीं होती है तब तक, हमें हर दिन अपने क्षेत्र के हर घर में जाना है।.हर घर में, लोगों को मिलकर उनकी आकांक्षा अपेक्षा सुननी है। लोगों को अपने काम बताने हैं, उनके काम आना है। एक एक पन्ना प्रमुख, एक एक बूथ वर्कर को अगले 2 महीने खूब मेहनत करनी है। अगले 2 महीने एक एक घर में, एक-एक असमिया भाई बहन तक...अपनी सरकार के विजन को पहुंचाना है...

साथियों,

असम में तीसरी बार बीजेपी-एनडीए सरकार...असम के तीन गुना विकास का रास्ता बनाएगी। इसलिए हर एक कार्यकर्ता का एक ही मंत्र होना चाहिए- मेरा बूथ...मेरा बूथ... मेरा बूथ.. सबसे मजबूत...मोर बूथ.. मोर बूथ... मोर बूथ

साथियों,

आप मेरा एक और काम करेंगे...? पक्का करेंगे ?... ये सारी बातें याद रखेंगे? पूरी तरह लागू करेंगे ? एक-एक मतदाता तक पहुंचेंगे? उनको बताना मोदी जी आपके लिए ही जी रहे हैं... बताएंगे? बताएंगे? बोलिए भारत माता की... भारत माता की...भारत माता की... बहुत-बहुत धन्यवाद...