ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ଜୀବନଶୈଳୀ ଜାରି ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଫିଟ୍ ଇଣ୍ଡିଆ ଦିଗରେ ସାମୁହିକ ପ୍ରୟାସ ସମ୍ପର୍କରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି;
“ନିରଜ ଚୋପ୍ରାଙ୍କ ଦ୍ୱାରା ଲିଖିତ ଏକ ଅନ୍ତଃଦୃଷ୍ଟି ଏବଂ ପ୍ରୋତ୍ସାହନମୂଳକ ପ୍ରବନ୍ଧ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ରହିବା ଉପରେ ଜୋର୍ ଦେଇଛି ।
Technology….the role of gadgets during exams…more screen time among students…
— Narendra Modi (@narendramodi) February 12, 2025
These are some of the biggest dilemmas students, parents and teachers face. Tomorrow, 13th February, we have @TechnicalGuruji and @iRadhikaGupta discuss these aspects during a ‘Pariksha Pe Charcha’… https://t.co/ezgVwAcpWA


