ଗୁରୁ ଦିବସ ଅବସରରେ ଶିକ୍ଷକ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ,''ଶିକ୍ଷକ ଅସାଧାରଣ ମାର୍ଗଦର୍ଶକ ଏବଂ ଗୁରୁ ମଧ୍ୟ ହୋଇଥା’ନ୍ତି, ଯେଉଁମାନେ କି ସେମାନଙ୍କ ଛାତ୍ରମାନଙ୍କ ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।'' ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଆଗ୍ରହ କରିଛନ୍ତି ,ଆପଣମାନେ ଜାଣନ୍ତି କି ଦେଶ ପ୍ଲାଷ୍ଟିକର ଏକକ ଉପଯୋଗକୁ ବନ୍ଦ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛି । ମୁଁ ଏହି ଜନ ଆନ୍ଦୋଳନରେ ଶିକ୍ଷକ ସମୁଦାୟର ସକ୍ରିୟ ସହାୟତା ଏବଂ ଭାଗିଦାରିତା ଚାହୁଁଛି । 

Here is the message of the Prime Minister:

 

Click here to download the letter


शिक्षक दिवस पर शिक्षक समुदाय को शुभकामनाएं देते हुए प्रधानमंत्री मोदी ने कहा, "शिक्षक मार्गदर्शक और संरक्षक भी होते हैं, जो अपने छात्रों के जीवन में अहम भूमिका निभाते हैं।" पीएम मोदी ने शिक्षकों से छात्रोॆं को सिंगल यूज़ प्लास्टिक के उपयोग से पर्यावरण को होने वाले नुकसान के बारे में समझाने और इसका उपयोग न करने की सलाह देंने का आग्रह किया।

यहां पढ़े प्रधानमंत्री मोदी का संदेश:

 

इमेज को डाउनलोड करने के लिए यहां क्लिक करें

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India