ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ତାଙ୍କର ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ଯେ ,ବିଦ୍ୱାନ ,ରାଜନୀତିଜ୍ଞ ଏବଂ ସବୁଠୁ ଆଦରଣୀୟ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଯୋଗଦାନକୁ ଭାରତ ସର୍ବଦା ମନେରଖିବ । ଆଡଭାନୀ ଜୀ ବିଜେପିକୁ ଆକାର ଏବଂ ତାକତ ଦେବା ପାଇଁ ଦଶନ୍ଧି ଦଶନ୍ଧି ଧରି ପରିଶ୍ରମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀ ବିଜେପିକୁ ଆକାର ଏବଂ ତାକତ ଦେବା ପାଇଁ ଦଶନ୍ଧି ଦଶନ୍ଧି ଧରି ପରିଶ୍ରମ କରିଛନ୍ତି । ସେ କହିଛନ୍ତି ,''ଯଦି ବହୁ ବର୍ଷରୁ ,ଆମର ଦଳ ଭାରତୀୟ ରାଜନୀତିର ଏକ ପ୍ରମୁଖ ଖୁଣ୍ଟ ଭାବେ ଆବିର୍ଭୁତ ହୋଇଛି ,ତ ଏହା ଆଡଭାନୀ ଜୀଙ୍କ ଭଳି ନେତାଙ୍କ ଯୋଗୁ ହୋଇଛି ଏବଂ ନିସ୍ଵାର୍ଥ କାର୍ଯ୍ୟକର୍ତ୍ତା ଭାବେ ସେ ଦଶନ୍ଧି ଦଶନ୍ଧି ଧରି ପ୍ରସ୍ତୁତ କରାଇଛନ୍ତି ।''

ଶ୍ରୀ ମୋଦୀ କହିଛନ୍ତି ଯେ ଆଡଭାନୀ ଜୀଙ୍କ ପାଇଁ ,ସାର୍ବଜନିକ ସେବା ସର୍ବଦା ମୂଲ୍ୟ ସହିତ ଜଡ଼ିତ ରହିଛି । ସେ କହିଛନ୍ତି ଯେ ,''ଥରେ ମଧ୍ୟ ସେ ମୁଖ୍ୟ ବିଚାରଧାରା ସହିତ ସାଲିସ କରିନାହାନ୍ତି । ଯେତେବେଳେ ଆମର ଲୋକତନ୍ତ୍ରର ସୁରକ୍ଷା କରିବା କଥା ଆସିଛି ,ତ ସେ ସବୁଠୁ ଆଗରେ ଥାଆନ୍ତି  ।  ଜଣେ ମନ୍ତ୍ରୀ ଭାବେ ,ତାଙ୍କର ପ୍ରଶାସନିକ କୌଶଳ ସାର୍ବଭୌମିକ ଭାବରେ ପ୍ରସଂଶିତ ହୋଇଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership