ପ୍ରସିଦ୍ଧ ଆଇନଜୀବୀ ଶ୍ରୀ ବର୍ଜିସ୍ ଦେଶାଇ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସାକ୍ଷାତ ସମୟରେ ଶ୍ରୀ ଦେଶାଇ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପୁସ୍ତକର ଏକ କପି ଭେଟି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ପ୍ରଖ୍ୟାତ ଆଇନଜୀବୀ ଶ୍ରୀ ବର୍ଜିସ୍ ଦେଶାଇ ଜୀଙ୍କୁ ସାକ୍ଷାତ କରି ଏବଂ ତାଙ୍କ ପୁସ୍ତକର ଏକ କପି ପାଇ ଖୁସି ହେଲି ।”
Delighted to meet noted lawyer Shri Berjis Desai Ji and receive a copy of his book. https://t.co/4HbUIlt3wH
— Narendra Modi (@narendramodi) November 18, 2025


