ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟ ସହ ତାଙ୍କ ପୁରୁଣା ସମ୍ପର୍କକୁ ମନେପକାଇ ପୂର୍ବରୁ କରିଥିବା ଏକ ପୋଷ୍ଟକୁ ଏକ୍ସରେ ସେୟାର କରିଛନ୍ତି ।

 

ଏହି ପୋଷ୍ଟ ଏକ ବିଶେଷ ମୂହୁର୍ତ୍ତକୁ ମନେପକାଇଥାଏ, ଯେତେବେଳେ ଠିକ୍ ୨୨ ବର୍ଷ ତଳେ ୨୦୦୨ ଫେବ୍ରୁଆରୀ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ବିଧାୟକ ଭାବେ ଗୁଜରାଟ ବିଧାନସଭାକୁ ଯାଇଥିଲେ ଏବଂ ରାଜକୋଟ-୨ ବିଧାନସଭା ନିର୍ବାଚନମଣ୍ଡଳୀରୁ ଏକ ଉପନିର୍ବାଚନ ଜିତିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଜକୋଟ ପାଇଁ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ସହରର ଲୋକେ ହିଁ ମୋତେ ଭରସା କରିଥିଲେ ଏବଂ ମୋତେ ପ୍ରଥମ ଥର ନିର୍ବାଚନରେ ଜିତାଇଥିଲେ । ସେତେବେଳେ ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷା ସହ ନ୍ୟାୟ କରିବା ପାଇଁ କାମ କରିଛି । ଏହା ଏକ ସୁଖଦ ସଂଯୋଗ ଯେ ମୁଁ ଆଜି ଏବଂ କାଲି ଗୁଜରାଟରେ ରହିବି । ଏଠାରେ ଏକ କାର୍ଯ୍ୟକ୍ରମରେ ଦେଶ ପାଇଁ ୫ଟି ଏମ୍ସର ଉଦ୍‌ଘାଟନ କରାଯିବ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress