ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ନାଇଜେରିଆ ଗସ୍ତ ପୂର୍ବରୁ ସେଠାକାର ହିନ୍ଦୀ ପ୍ରେମୀ ନାଗରିକମାନଙ୍କ ପକ୍ଷରୁ ଉତ୍ସାହଭରା ସ୍ୱାଗତ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଉତ୍‌ାହ ଓ ପ୍ରଶଂସା ବ୍ୟକ୍ତ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:

“ମୋର ଗସ୍ତ ପାଇଁ ନାଇଜୋରିଆବାସୀ ଯେଉଁଭଳି ଭାବେ ଉତ୍ସାହ ଦେଖାଇଛନ୍ତି ତାହା ହୃଦୟକୁ ଛୁଇଁ ଯାଉଛି!ଗସ୍ତକୁ ନେଇ ମୁଁ ଅତ୍ୟନ୍ତ ଉତ୍ସାହୀ ଅଛି!”

 

He has posted his message in response to a post by @india_nigeria, the official account of High Commission of India in Nigeria that shows a people of Nigeria welcoming the Prime Minister, in Hindi, who is on a State visit to Nigeria from 16-17 November, 2024

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India