ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ପୁରୁଷ ହାଇଜମ୍ପ ଟି-୪୭ରେ ରୌପ୍ୟ ପଦକ ବିଜେତା ନିଶାଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଟୋକିଓରୁ ପୁଣି ଖୁସି ଖବର ଆସିଛି! ପୁରୁଷ ହାଇଜମ୍ପ ଟି-୪୭ରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବାରୁ ବେଶ ଖୁସି । ସେ ଉନ୍ନତ ଦକ୍ଷତା ଓ ଦୃଢ ମନୋବଳ ସମ୍ପନ୍ନ ଜଣେ ଅସାଧାରଣ ଆଥଲେଟ । ତାଙ୍କୁ ଅଭିନନ୍ଦନ ।#ପାରାଲିମ୍ପିକ୍ସ”
More joyful news comes from Tokyo! Absolutely delighted that Nishad Kumar wins the Silver medal in Men’s High Jump T47. He is a remarkable athlete with outstanding skills and tenacity. Congratulations to him. #Paralympics
— Narendra Modi (@narendramodi) August 29, 2021


