ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –
‘‘ଧର୍ମୋ ଯଶୋ ନୟେ ଦାକ୍ଷମ ମନୋହାରି ସୁଭାଷିତମ୍ ।
ଇତ୍ୟାଦି ଗୁଣରତ୍ନାନାଂ ସଂଗ୍ରହିନାବସିଦତି ।।’’
ସୁଭାଷିତମ୍ ସୂଚିତ କରେ ଯେ, ଜଣେ ବ୍ୟକ୍ତି ଯିଏ କର୍ତ୍ତବ୍ୟପରାୟଣ, ସତ୍ୟବାଦୀ, କୁଶଳୀ ଏବଂ ଆନନ୍ଦଦାୟକ ଆଚରଣର ଅଧିକାରୀ, ସେ କଦାପି ଦୁଃଖ ଅନୁଭବ କରିପାରିବ ନାହିଁ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
‘‘ଧର୍ମୋ ଯଶୋ ନୟେ ଦାକ୍ଷମ ମନୋହାରି ସୁଭାଷିତମ୍ ।
ଇତ୍ୟାଦି ଗୁଣରତ୍ନାନାଂ ସଂଗ୍ରହିନାବସିଦତି ।।’’
धर्मो यशो नयो दाक्ष्यम् मनोहारि सुभाषितम्।
— Narendra Modi (@narendramodi) December 18, 2025
इत्यादिगुणरत्नानां संग्रहीनावसीदति॥ pic.twitter.com/FQLHuPGJWw


