ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଷିତମ୍’କୁ ସେୟାର କରିଛନ୍ତି
‘‘ଗତେ ଶୋକେ ନ କର୍ତ୍ତବ୍ୟୋ ଭବିଷ୍ୟ ନୈବ ଚିନ୍ତୟତେ ।
ବର୍ତ୍ତମାନେନ କାଳେନ ବର୍ତ୍ତୟନ୍ତି ବିଚକ୍ଷଣ: !!’’
ସୁଭାଷିତମ୍ ସୂଚିତ କରେ ଯେ, ଜଣେ ଅତୀତରେ ଦୁଃଖ କରିବା କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ, ଏବଂ ଜ୍ଞାନୀ କେବଳ ବର୍ତ୍ତମାନରେ କାର୍ଯ୍ୟ କରନ୍ତି |
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
‘‘ଗତେ ଶୋକେ ନ କର୍ତ୍ତବ୍ୟୋ ଭବିଷ୍ୟ ନୈବ ଚିନ୍ତୟତେ ।
ବର୍ତ୍ତମାନେନ କାଳେନ ବର୍ତ୍ତୟନ୍ତି ବିଚକ୍ଷଣ: !!’’
गते शोको न कर्तव्यो भविष्यं नैव चिन्तयेत्।
— Narendra Modi (@narendramodi) December 22, 2025
वर्तमानेन कालेन वर्तयन्ति विचक्षणाः॥ pic.twitter.com/DsAfM1m5UC