ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି:

‘ଶ୍ରୀ ଅଶୋକ ଗେହଲଟ୍ ଜୀ,

ପ୍ରୋଟୋକଲ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ଭାବେ ନିମନ୍ତ୍ରଣ କରାଯାଇଛି ଏବଂ ଆପଣଙ୍କ ଭାଷଣ ମଧ୍ୟ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆପଣ ସାମିଲ ହୋଇପାରିବେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଆପଣଙ୍କୁ ସର୍ବଦା ନିମନ୍ତ୍ରଣ କରାଯାଇଛି ଏବଂ ଆପଣ ଉପସ୍ଥିତ ରହି ସେହି କାର୍ଯ୍ୟକ୍ରମଗୁଡ଼ିକର ଶୋଭା ବଢ଼ାଇଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ନିମନ୍ତେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଉଛି । ବିକାଶର ଅନେକ କାର୍ଯ୍ୟ ଫଳକରେ ମଧ୍ୟ ଆପଣଙ୍କ ନାଁ ରହିଛି ।

ଯଦି ଶାରୀରିକ ଭାବେ ଆପଣଙ୍କୁ କୌଣସି ଅସୁବିଧା ନ ଥାଏ ତେବେ ଆପଣଙ୍କ ଉପସ୍ଥିତିକୁ ବେଶ୍ ମହତ୍ତ୍ୱ ମିଳିବ ।’

 

"श्री @ashokgehlot51 जी, प्रोटोकॉल के अनुसार आपको विधिवत आमंत्रित किया गया था और आपका भाषण भी रखा गया था। लेकिन आपके ऑफिस ने बताया कि आप शामिल नहीं हो पाएंगे। प्रधानमंत्री @narendramodi की पिछली यात्राओं के दौरान भी आपको हमेशा आमंत्रित किया गया है और आपकी गरिमामयी उपस्थिति भी रही है। आज के कार्यक्रम में भी आपका बहुत-बहुत स्वागत है। विकास कार्यों से जुड़ी पट्टिका पर आपका नाम भी प्रमुखता से अंकित है। हाल में आपको लगी चोट की वजह से अगर कोई शारीरिक परेशानी ना हो, तो कार्यक्रम में आप जरूर शामिल हों और इसकी शोभा बढ़ाएं।"

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi