କ୍ରୋଏସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଡରେଜ ପ୍ଲେନକୋଭିଚ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବାଚାର, ଜାହାଜ ନିର୍ମାଣ, ନୀଳ ଅର୍ଥନୀତି ଏବଂ ଆଇଏମ୍‌ଇଇସି କରିଡର ମାଧ୍ୟମରେ ସଂଯୋଗ ବୃଦ୍ଧି କରିବା ଭଳି କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଭାଗୀତାକୁ କିପରି ଗତିଶୀଳ କରାଯିବ ସେ ବିଷୟରେ ଆଲୋଚନା କରିଛନ୍ତି ।

ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“କ୍ରୋଏସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଡରେଜ ପ୍ଲେନକୋଭିଚ୍‌ଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି । ଆମେ ପ୍ରଯୁକ୍ତିବିଦ୍ୟା, ନବାଚାର, ଜାହାଜ ନିର୍ମାଣ, ନୀଳ ଅର୍ଥନୀତି ଏବଂ ଆଇଏମ୍‌ଇଇସି କରିଡର ମାଧ୍ୟମରେ ସଂଯୋଗ ବୃଦ୍ଧି କରିବା ଭଳି କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଭାଗୀତାକୁ କିପରି ଗତିଶୀଳ କରିବା ସେ ବିଷୟରେ ଆଲୋଚନା କରିଛୁ । ଭାରତ-ୟୁରୋପୀୟ ସଂଘର ମୁକ୍ତ ବାଣିଜ୍ୟ ବୁଝାମଣା (ଏଫ୍‌ଟିଏ) ପ୍ରତି ତାଙ୍କର ବ୍ୟକ୍ତିଗତ ସମର୍ଥନ ପାଇଁ ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି, ଯାହା ଭାରତ ଏବଂ ୟୁରୋପର ଲୋକଙ୍କ ପାଇଁ ଅଭୂତପୂର୍ବ ପ୍ରଗତି ଆଣିବ ।

@AndrejPlenkovic”

 

“Održao sam produktivan razgovor s predsjednikom Vlade Republike Hrvatske, g. Andrejem Plenkovićem. Razmotrili smo mogućnosti dodatnog osnaživanja našeg bilateralnog partnerstva, s posebnim naglaskom na produbljivanje suradnje u područjima tehnologije, inovacija, brodogradnje te razvoja plavog gospodarstva, kao i na unapređenje povezanosti kroz koridor IMEEC. Posebno sam izrazio zahvalnost na njegovoj osobnoj potpori sklapanju Sporazuma o slobodnoj trgovini između Indije i Europske unije (India–EU FTA), koji će omogućiti daljnji razvoj za građane Indije i Europe.

@AndrejPlenkovic”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi