ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାରେ ସମସ୍ତଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସମସ୍ତଙ୍କ ସୁଖ ଓ ସ୍ୱାସ୍ଥ୍ୟପାଇଁ ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି ।
देशभर के मेरे परिवारजनों को दुर्गा पूजा की ढेरों शुभकामनाएं। मां दुर्गा हर किसी को उत्तम स्वास्थ्य और सुखी जीवन का आशीर्वाद दें।
— Narendra Modi (@narendramodi) October 22, 2023
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଦୁର୍ଗାପୂଜାର ବହୁତ ସାରାଶୁଭେଚ୍ଛା । ମା’ ଦୁର୍ଗା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖୀ ଜୀବନରଆଶୀର୍ବାଦ ଦିଅନ୍ତୁ ।’
आज मां महागौरी की विशेष पूजा-अर्चना का पावन दिन है। करुणामयी और अमोघ फलदायिनी देवी मां से प्रार्थना है कि अपने सभी साधकों को आशीष देकर उनका कल्याण करें। pic.twitter.com/dDrPZvfL3q
— Narendra Modi (@narendramodi) October 22, 2023


