ଡିଜିଟାଲ ମିଡିଆର ବ୍ୟବହାର ଦ୍ୱାରା ସ୍ଥାନୀୟ ପ୍ରତିଭାଙ୍କୁ ସମର୍ଥନ କରି ଭାରତର ଉଦ୍ୟୋଗୀ ତଥା ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନସାଧାଣଙ୍କୁ ନିବେଦନ କରିଛନ୍ତି ।

 

ସେ ଏକ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଲୋକେ ସେମାନଙ୍କ ଉତ୍ପାଦ କିମ୍ବା ସମ୍ପୃକ୍ତ ନିର୍ମାତାଙ୍କ ସହ ସେଲଫି ଉଠାଇ ନମୋ ଆପରେ ପୋଷ୍ଟ କରିପାରିବେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହି ଦୀପାବଳିରେ ଆସନ୍ତୁ ନମୋ ଆପରେ ଲୋକାଲ ଥ୍ରେଡ୍ ପାଇଁ ଆମେ ସ୍ୱର ଉଠାଇବା ସହ ଭାରତର ଉଦ୍ୟୋଗୀ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ।

 

ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ଉତ୍ପାଦ କିଣନ୍ତୁ ଏବଂ ସେହି ଉତ୍ପାଦ କିମ୍ବା ନିର୍ମାତାଙ୍କ ସହ ସେଲଫି ନେଇ ନମୋ ଆପରେ ପୋଷ୍ଟ କରନ୍ତୁ । ନିଜ ବନ୍ଧୁ ଏବଂ ପରିବାର ଲୋକଙ୍କୁ ମଧ୍ୟ ଏହି ସୂତ୍ରରେ ଯୋଡ଼ିହେବାକୁ ଆମନ୍ତ୍ରଣ କରନ୍ତୁ । ସକାରାତ୍ମକ ଚିନ୍ତାଧାରାକୁ ବିସ୍ତାର କରନ୍ତୁ ।

 

ଆସନ୍ତୁ ଡିଜିଟାଲ ମିଡିଆ ଶକ୍ତିର ବ୍ୟବହାର କରି ସ୍ଥାନୀୟ ପ୍ରତିଭାକୁ ସମର୍ଥନ କରିବା, ଭାରତୀୟଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଆମ ପରମ୍ପରାକୁ ଆଗକୁ ବଢ଼ାଇବା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”