ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ମାର୍ଚ୍ଚ 05, 2021 ସନ୍ଧ୍ୟା 7ଟା ସମୟରେ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିବା ସହିତ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।

କେମ୍ବ୍ରିଜ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବିଷୟରେ

CERA Week 1983ରେ ଡଃ ଡାନିଏଲ୍ ୟର୍ଗିନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । 1983ରୁ ପ୍ରତିବର୍ଷ ମାର୍ଚ୍ଚରେ ଏହା ହଷ୍ଟନରେ ଆୟୋଜିତ ହୋଇଆସୁଛି ଏବଂ ଏହା ବିଶ୍ଵର ଏକ ସମ୍ମାନଜନକ ବାର୍ଷିକ ଶକ୍ତି ପ୍ଲାଟଫର୍ମ ଭାବରେ ଗଣା ଯାଉଛି । CERA ସପ୍ତାହ 2021କୁ ମାର୍ଚ୍ଚ 01 ରୁ 05 ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଉଛି ।

ପୁରସ୍କାର ବିଷୟରେ

CERA ସପ୍ତାହ ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର 2016ରେ ପ୍ରତିଷ୍ଠିତ ହୋଇଥିଲା । ଏହା ବିଶ୍ଵର ଶକ୍ତି ଏବଂ ପରିବେଶ କ୍ଷେତ୍ରରେ ନେତୃତ୍ୱର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଥାଏ ଏବଂ ଶକ୍ତି ଏବଂ ପରିବେଶ ପରିଚାଳନା ପାଇଁ ସମାଧାନ ତଥା ନୀତି ପ୍ରଦାନ କରିଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From cash queues to QR codes: How UPI changed the way India spends

Media Coverage

From cash queues to QR codes: How UPI changed the way India spends
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India