ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ କର୍ମଚାରୀ ଓ ଟିକାକରଣ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ସହ ଆସନ୍ତା ଛଅ ତାରିଖ (୦୬.୦୯.୨୦୨୧) ଏଗାରଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ମତବିନିମୟ କରିବେ ।

ହିମାଚଳ ପ୍ରଦେଶ ଏହାର ଜନସଂଖ୍ୟାର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସଫଳତାର ସହ ପ୍ରଥମ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୌଗୋଳିକ ସ୍ଥିତିକୁ ପ୍ରାଥମିକତା ଦେବା ସହ ଦୁର୍ଗମ ଅଞ୍ଚଳ ଚିହ୍ନଟ ଓ ଘରକୁ ଘର ବୁଲି ଆଶାକର୍ମୀ ମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ, ମହିଳା, ବୟସ୍କ, ଦିବ୍ୟାଙ୍ଗ ଜନ, ଶିଳ୍ପ ସଂସ୍ଥା ଶ୍ରମିକ, ଦିନ ମଜୁରିଆ ଓ ସ୍ୱତନ୍ତ ଅଭିଯାନ “ସୁରକ୍ଷା କୀ ୟୁକ୍ତି, କରୋନା ପେ ମୁକ୍ତି’ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India