ପସନ୍ଦର ଭଜନ ସେୟାର କରିବାକୁ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ, ପଣ୍ଡିତ ଯଶରାଜ ଜୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଭାବପୂର୍ଣ୍ଣ ଭଜନକୁ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି, ନବରାତ୍ରୀ ଶୁଦ୍ଧ ଭକ୍ତିର ଅବସର ଏବଂ ଲୋକମାନେ ସଙ୍ଗୀତ ମାଧ୍ୟମରେ ଏହି ଭକ୍ତିଭାବକୁ ଦର୍ଶାଇଥାନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଯଦି ଆପଣମାନେ କେହି ଭଜନ ଗାନ କରନ୍ତି, କିମ୍ବା କିଛି ପସନ୍ଦର ରହିଛି ତାହାକୁ ମୋ ସହ ସେୟାର କରନ୍ତୁ । ଆଗାମୀ ଦିନରେ ସେଥିରୁ କିଛି ମୁଁ ପୋଷ୍ଟ କରିବି!”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ନବରାତ୍ରୀ ଶୁଦ୍ଧ ଭକ୍ତିର ଅବସର । ତେଣୁ ଲୋକମାନେ ସଙ୍ଗୀତ ମାଧ୍ୟମରେ ଏହି ଭକ୍ତିଭାବକୁ ଦର୍ଶାଇଥାନ୍ତି । ପଣ୍ଡିତ ଯଶରାଜ ଜୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଭାବପୂର୍ଣ୍ଣ ଭଜନକୁ ସେୟାର କରୁଛି ।

ଯଦି ଆପଣମାନେ କେହି ଭଜନ ଗାନ କରନ୍ତି, କିମ୍ବା କିଛି ପସନ୍ଦର ରହିଛି ତାହାକୁ ମୋ ସହ ସେୟାର କରନ୍ତୁ । ଆଗାମୀ ଦିନରେ ସେଥିରୁ କିଛି ମୁଁ ପୋଷ୍ଟ କରିବି!

 

https://youtube.com/watch?v=0NlwLAkuXvo"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership