ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ଯାହା ଭାରତୀୟ ଚିନ୍ତାଧାରାର କାଳଜୟୀ ଜ୍ଞାନକୁ ପ୍ରତିଫଳିତ କରେ । ଏହି ଶ୍ଳୋକରେ କୁହାଯାଇଛି ଯେ, ଫଳ ଏବଂ ଫୁଲ ଧାରଣ କରୁଥିବା ଗଛ ଯେପରି ନିକଟରେ ଥିବା ମଣିଷକୁ ସନ୍ତୁଷ୍ଟ କରିଥାଏ, ସେହିପରି ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗଛ ଲଗାଇବା ଦ୍ୱାରା ମନୁଷ୍ୟକୁ ସବୁ ପ୍ରକାରର ଲାଭ ମିଳିଥାଏ।
ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି;
‘‘ପୁଷ୍ପିତାଃ ଫଳବନ୍ତଶ୍ଚ ତର୍ପୟନ୍ତିହ ମାନବାନ୍ ।
ବୃକ୍ଷନ୍ଦ ପୁତ୍ରବତ୍ ବୃକ୍ଷାଶ୍ଚାରୟନ୍ତି ପରତ୍ର ଚ ।।’’
पुष्पिताः फलवन्तश्च तर्पयन्तीह मानवान्।
— Narendra Modi (@narendramodi) December 19, 2025
वृक्षदं पुत्रवत् वृक्षास्तारयन्ति परत्र च॥ pic.twitter.com/rjafTn6t9J


