ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କର୍ଣ୍ଣାଟକରେ ରହିବେ ।

ସେ ଟ୍ୱିଟ କରିଛନ୍ତି;

“ମାଣ୍ଡ୍ୟା ଓ ହୁବଲି- ଧାରୱାଡରେ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସନ୍ତାକାଲି, ମାର୍ଚ୍ଚ ୧୨ରେ କର୍ଣ୍ଣାଟକରେ ଉପସ୍ଥିତ ରହିବି । ୧୬ ହଜାର କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ହେବ ।”

https://www.pib.gov.in/PressReleseDetail.aspx?PRID=1905535

“ମାଣ୍ଡ୍ୟାରୁ ଆସନ୍ତାକାଲି, ମାର୍ଚ୍ଚ ୧୨ରେ ବେଙ୍ଗଲୁରୁ- ମୈସୁରୁ ଏକ୍ସପ୍ରେସୱେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ । ମୈସୁରୁ- କୁଶଲନଗର ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ପ୍ରକଳ୍ପଗୁଡିକ ଦ୍ୱାରା କନେକ୍ଟିଭିଟି ଓ ସାମାଜିକ-ଆର୍ଥିକ ପ୍ରଗତି ପ୍ରୋତ୍ସାହିତ ହେବ ।”

“ହୁବଲି- ଧାରୱାଡରେ ବିକାଶମୂଳକ କାର୍ଯ୍ୟରେ ବିଭିନ୍ନ କ୍ଷେତ୍ର ସାମିଲ ରହିଛି । ଆଇଆଇଟି ଧାରୱାଡ ଓ ବିଶ୍ୱର ଦୀର୍ଘତମ ରେଳବାଇ ପ୍ଲାଟଫର୍ମ ଶ୍ରୀ ସିଦ୍ଧରୁଦ୍ଧା ସ୍ୱାମୀଜୀ ହୁବଲି ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରାଯିବ । ଏକ ଜଳ ଯୋଗାଣ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ।”

“କର୍ଣ୍ଣାଟକରେ ବିକାଶ ପ୍ରକଳ୍ପ ସମ୍ପର୍କରେ ସାଂସଦ ପ୍ରତାପ ସିମହାଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ସରକାର କନେକ୍ଟିଭିଟି ଓ ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ଦେବାକୁ କାର୍ଯ୍ୟ କରୁଛି । ମୈସୁରୁ ଓ ବେଙ୍ଗଲୁରୁ ମଧ୍ୟରେ ଏକ୍ସପ୍ରେସୱେ ଏହି ଦିଗରେ ଏକ ପଦକ୍ଷେପ ।”    

ସେ ଟ୍ୱିଟ କରିଛନ୍ତି;

"ನಮ್ಮ ಸರ್ಕಾರ ಸಂಪರ್ಕ ಮತ್ತು ಆರ್ಥಿಕ ಪ್ರಗತಿಗೆ ಉತ್ತೇಜನ ನೀಡುವತ್ತ ಕೆಲಸ ಮಾಡುತ್ತಿದೆ. ಮೈಸೂರು ಮತ್ತು ಬೆಂಗಳೂರು ನಡುವಿನ ಹೆದ್ದಾರಿ ಮಾರ್ಗ ಆ ದಿಕ್ಕಿನತ್ತ ಹೆಜ್ಜೆಯಾಗಿದೆ."

ପୁନଃବିକଶିତ ହୋସପେଟ ରେଳଷ୍ଟେସନ ସମ୍ପର୍କରେ ଡିଡି ନ୍ୟୁଜର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ହୋସପେଟବାସୀଙ୍କୁ ଶୁଭେଚ୍ଛା । ସାଂସ୍କୃତିକ ସମ୍ପର୍କ ସହ କନେକ୍ଟିଭିଟି ଓ ବାଣିଜ୍ୟକୁ ପ୍ରୋତ୍ସାହନ ।”

ଧାରୱାଡ ସହ ସମ୍ପର୍କିତ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆସନ୍ତାକାଲି ନୂଆ କାମ ଆରମ୍ଭ ହେବ ଯାହା ହୁବଲି- ଧାରୱାଡବାସୀଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରୋତ୍ସାହିତ କରିବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees

Media Coverage

Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees
NM on the go

Nm on the go

Always be the first to hear from the PM. Get the App Now!
...
Eminent industry leader Shri Ravi Kant meets the Prime Minister
July 18, 2026

Eminent industry leader Shri Ravi Kant met Prime Minister, Shri Narendra Modi earlier today and presented a copy of his book 'Leading from the Back - To Achieve the Impossible'.

The Prime Minister posted on X;

Eminent industry leader Shri Ravi Kant met PM @narendramodi earlier today and presented a copy of his book 'Leading from the Back - To Achieve the Impossible'.