ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଦଶହରା ଉତ୍ସବର ଝଲକ ସେୟାର କରିଛନ୍ତି ଏବଂ ମହୀଶୂରର ଲୋକମାନଙ୍କ ସଂସ୍କୃତି ଓ ଐତିହ୍ୟକୁ ଏକ ସୁନ୍ଦର ଢଙ୍ଗରେ ବଞ୍ଚାଇ ରଖିବା ପାଇଁ ଦେଖାଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୨୨ ଯୋଗ ଦିବସ ଅବସରରେ ମହୀଶୂର ଗସ୍ତର ସ୍ମରଣୀୟ ସ୍ମୃତିକୁ ମନେ ପକାଇଛନ୍ତି ।

ଜଣେ ନାଗରିକଙ୍କ ଟୁଇଟ୍‍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମହୀଶୂରର ଦଶହରା ଚମତ୍କାର । ସଂସ୍କୃତି ଏବଂ ଐତିହ୍ୟକୁ ଏତେ ସୁନ୍ଦର ଭାବରେ ସଂରକ୍ଷଣ କରିଥିବାରୁ ମୁଁ ମହୀଶୂରର ଲୋକଙ୍କୁ ପ୍ରଶଂସା କରୁଛି । ନିକଟରେ ୨୦୨୨ ଯୋଗ ଦିବସ ଅବସରରେ ମହୀଶୂର ପରିଦର୍ଶନ ବିଷୟରେ ମୋର ମନେ ଅଛି ।”

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A day in the Parliament and PMO

Media Coverage

A day in the Parliament and PMO
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 8, 2023
February 08, 2023
ସେୟାର
 
Comments

PM Modi's Visionary Leadership: A Pillar of India's Multi-Sectoral Growth

New India Appreciates PM Modi's Reply to The Motion of Thanks in The Lok Sabha