ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନ‌ଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଆଇଏନଏସ ବିକ୍ରାନ୍ତରେ ଆମର ସାହସୀ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ ଅବସରରେ ।”

 

“ଲୋକମାନେ ସେମାନଙ୍କ ପରିବାର ସହିତ ଦୀପାବଳି ପାଳନ କରିବାକୁ ଭଲ ପାଆନ୍ତି ଏବଂ ମୁଁ ମଧ୍ୟ, ତେଣୁ ମୁଁ ପ୍ରତି ବର୍ଷ ଆମ ଦେଶର ସୁରକ୍ଷା କରୁଥିବା ସେନା ଏବଂ ସୁରକ୍ଷାକର୍ମୀଙ୍କ ପାଖକୁ ଯାଇଥାଏ । ଗୋଆ ଏବଂ କରୱାରର ପଶ୍ଚିମ ସମୁଦ୍ରକୂଳରେ ଭାରତୀୟ ନୌସେନାର ଜାହଜରେ ଥିବା ଆମର ବୀର ନୌସେନା ସହ ଆଇଏନଏସ ବିକ୍ରାନ୍ତରେ ଉପସ୍ଥିତ ହୋଇ ମୁଁ ଖୁବ୍ ଖୁସୀ ।”

“ଆଇଏନଏସ ବିକ୍ରାନ୍ତରେ ମୁଁ ଯାହା ଦେଖିଲି, ସେଥିରେ ବାୟୁ ଶକ୍ତି ପ୍ରଦର୍ଶନ, ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନେକ କିଛି ସାମିଲ ରହିଛି ...”

“ଆଇଏନଏସ ବିକ୍ରାନ୍ତର ଭବ୍ୟ ଉଡାଣ ଡେକରେ ମିଗ୍‌-୨୯ ଲଢ଼ୁଆ ବିମାନ ସହ ।”

 

“ମୁଁ ଆଇଏନ‌ଏସ ବିକ୍ରାନ୍ତରେ ଆଶ୍ଚର୍ଯ୍ୟଜନକ ବାୟୁ ଶକ୍ତି ପ୍ରଦର୍ଶନ ଦେଖିଲି, ଯାହା ସଠିକତା ଏବଂ ପରାକ୍ରମ ପ୍ରଦର୍ଶନ କରିଥିଲା । ଦିନ ଆଲୋକରେ ଏବଂ ଅନ୍ଧାର ରାତିର ଏକ ଛୋଟ ରନୱେରେ ମିଗ୍‌-୨୯ଯୁଦ୍ଧ ବିମାନର ଉଡ଼ାଣ ଏବଂ ଅବତରଣ ଦକ୍ଷତା, ଶୃଙ୍ଖଳା ଏବଂ ପ୍ରଯୁକ୍ତିବିଦ୍ୟା ଉତ୍କୃଷ୍ଟତାର ଏକ ମନୋରମ ପ୍ରଦର୍ଶନ ଥିଲା ।”

 

“At the majestic flightdeck of INS Vikrant, with the MiG-29 fighters.”

 

“Witnessed an awe-inspiring Air Power Demo on INS Vikrant, showcasing precision and prowess. The take-off and landing of MiG-29 fighters on a short runway, both in daylight and in the dark night, was a breathtaking display of skill, discipline and technological excellence.”

 

“Bara Khana is an integral part of the armed forces traditions. At INS Vikrant last evening, took part in the Bara Khana with naval personnel.”

 

“INS Vikrant is India’s pride!

This is the largest warship constructed indigenously. I recall the programme in Kochi when it was commissioned. And now, today, I had the opportunity to be here to mark Diwali.”

 

“Will always cherish the cultural programme on board INS Vikrant last evening. The naval personnel are truly creative and versatile. They penned a song ‘Kasam Sindoor Ki’ which will remain etched in my memory.”

 

“From the Air Power Demo at INS Vikrant!”

 

“Yoga on INS Vikrant!

Good to see brave naval personnel aboard India’s pride, INS Vikrant, take part in a Yoga session.

May Yoga continue to unite us and strengthen both our physical and mental well-being.”

 

“आप सभी की तरह मुझे भी अपने परिवारवालों के साथ दिवाली मनाना बहुत पसंद है। यही वजह है कि इस पावन अवसर पर मैं देश की रक्षा में जुटे अपने सैनिकों और सुरक्षा बलों के जवानों से हर साल मिलता हूं। इस बार यह सौभाग्य मुझे गोवा और कारवार के पास पश्चिमी समुद्री सीमा पर अपने फ्लैगशिप INS विक्रांत पर मिला। अपने जांबाज नौसैनिकों के साथ यह अवसर मुझे नई ऊर्जा और नए उत्साह से भर गया है।“

“INS विक्रांत भारतवर्ष का गौरव है!

यह स्वदेशी टेक्नोलॉजी से बना हुआ भारत का सबसे बड़ा युद्धपोत है। मुझे वह कार्यक्रम याद है, जब इसे कोच्चि में नौसेना के बेड़े में शामिल किया गया था। आज दीपावली के पावन अवसर पर यहां आकर गौरवान्वित हूं।“

 

“पिछली शाम INS विक्रांत पर हुआ सांस्कृतिक कार्यक्रम अविस्मरणीय रहेगा। हमारे नौसैनिक प्रतिभाशाली और पराक्रमी होने के साथ-साथ बहुत क्रिएटिव भी हैं। उनका गीत 'कसम सिंदूर की' मेरी स्मृतियों में सदा बसा रहेगा।“

 

“The warships which took part in today’s Steampast included INS Vikrant (the review platform), INS Vikramaditya (where I had been ten years ago for the Combined Commanders' Conference), INS Surat (which was commissioned earlier this year in Mumbai), INS Mormugao, INS Chennai (which was a part of the Bastille Day celebrations 2023 in France), INS Imphal (which took part in this year’s Mauritius National Day celebrations), INS Kolkata, INS Tushil, INS Tabar, INS Teg, INS Betwa, INS Deepak and INS Aditya.”

 

“The Flypast at INS Vikrant included the Chetak with flag and navy ensign, MH 60 R, Seaking, Kamov 31, Dornier, P8I and MiG 29K.”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
Prime Minister and Prime Minster of Sweden exchange special gifts celebrating the shared cultural legacy of Rabindranath Tagore
May 17, 2026

The Prime Minister of Sweden, H.E. Mr. Ulf Kristersson and Prime Minister Shri Narendra Modi exchanged special commemorative gifts to celebrate the legacy of Nobel Laureate Gurudev Rabindranath Tagore.

The gift from Prime Minister Kristersson comprised a box containing two replicas of hand-written epigrams by Gurudev Rabindranath Tagore, accompanied by a small explanatory text and a photograph of Gurudev Tagore taken in 1921 during his visit to Uppsala University. The originals, recently discovered in the Swedish National Archives, were created by Gurudev Tagore during his visits to Sweden in 1921 and 1926.

Prime Minister Modi presented to Prime Minster Kristersson a set of collected works of Rabindranath Tagore, along with a specially handcrafted bag from Shantiniketan with motifs that Gurudev chose to empower local artisans. The bag symbolizes Tagore’s philosophy that art is not meant to be confined to galleries, but to breathe life into everyday objects, bridging the gap between the intellectual and the functional.

Although Gurudev Tagore could not travel to Sweden in 1913 to receive the Nobel Prize, he was received by King Gustav V when he visited Sweden in 1921. These gifts symbolize the shared cultural and intellectual heritage between India and Sweden, and pay tribute to the enduring legacy of Rabindranath Tagore. The exchange of gifts also coincides with the centenary of Gurudev’s historic visit to Sweden in 1926.