ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଶ୍ରୀ ସୁଦର୍ଶନ ଭଗତଙ୍କ ଏକ ଟୁଇଟ୍ ଥ୍ରେଡ୍ ସେୟାର କରିଛନ୍ତି । ଏଥିରେ ସାଂସଦ ସୁଦର୍ଶନ ପ୍ରଧାନମନ୍ତ୍ରୀ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ତଥା ସମ୍ମାନିକ କରିବାର ଅବସରଗୁଡ଼ିକୁ ସଂକଳନ କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ମହତ୍ତ୍ୱପୂର୍ଣ୍ଣ ସଂକଳନ! ଜନଜାତିର ଗୌରବର ପ୍ରତୀକ ଭଗବାନ୍ ବିର୍ସା ମୁଣ୍ଡା ଜୀଙ୍କ ତ୍ୟାଗ ଏବଂ ସମର୍ପଣ ଦେଶବାସୀଙ୍କ ପାଇଁ ସର୍ବଦା ପଥ ପ୍ରଦର୍ଶକ ହୋଇରହିବ ।’
महत्वपूर्ण संकलन! जनजातीय गौरव के प्रतीक भगवान बिरसा मुंडा जी का त्याग और समर्पण देशवासियों के लिए हमेशा पथ-प्रदर्शक बना रहेगा। https://t.co/H8DPlt3sZE
— Narendra Modi (@narendramodi) June 9, 2023


