ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଲୁମ୍ବିନି ଗସ୍ତ ଅବସରରେ ୨୦୨୨ ମସିହା ମେ ୧୬ ରେ ନେପାଳର ଲୁମ୍ବିନିରେ ଥିବା ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବା ଏବଂ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଓବା ରହିଥିଲେ ।

୨. ନେତାମାନେ ମନ୍ଦିର ପରିସରରେ ଥିବା ଚିହ୍ନିତ ପ୍ରସ୍ତରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାକି ଭଗବାନ ବୁଦ୍ଧଙ୍କ ପ୍ରକୃତ ଜନ୍ମ ସ୍ଥାନକୁ ସୂଚିତ କରିଥାଏ । ସେମାନେ ବୌଦ୍ଧ ରୀତିନୀତି ଅନୁଯାୟୀ ଆୟୋଜିତ ପୂଜାରେ ଯୋଗ ଦେଇଥିଲେ ।

୩. ଦୁଇ ପ୍ରଧାନମନ୍ତ୍ରୀ ମନ୍ଦିର ନିକଟରେ ଅବସ୍ଥିତ ଅଶୋକା ସ୍ତମ୍ଭ ନିକଟରେ ମଧ୍ୟ ଦୀପ ଜାଳିଥିଲେ । ଖ୍ରୀଷ୍ଟପୂର୍ବ ୨୪୯ ମସିହାରେ ସମ୍ରାଟ ଅଶୋକାଙ୍କ ଦ୍ୱାରା ର୍ନିମିତ ଏହି ସ୍ତମ୍ଭରେ ଲୁମ୍ବିନୀ ପ୍ରଭୁ ବୁଦ୍ଧଙ୍କ ଜନ୍ମସ୍ଥାନ ହେବାର ପ୍ରଥମ ଖୋଦିତ ଲିପିର ପ୍ରମାଣ ରହିଛି । ଏହା ପରେ ଦୁଇ ପ୍ରଧାନମନ୍ତ୍ରୀ ବୋଧ ଗୟା ଠାରୁ ବୋଧି ଗଛର ଚାରାରେ ଜଳ ସିଞ୍ଚନ କରିଥିଲେ ଯାହାକି ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନିକୁ ଉପହାର ଦେଇଥିଲେ ଏବଂ ମନ୍ଦିରର ପରିଦର୍ଶକଙ୍କ ପୁସ୍ତକରେ ମଧ୍ୟ ଦସ୍ତଖତ କରିଥିଲେ ।

 

 

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
PM Modi to inaugurate Sudarshan Setu in Gujarat on 25th Feb 2024 | 8 things about Okha-Beyt Dwarka Signature Bridge

Media Coverage

PM Modi to inaugurate Sudarshan Setu in Gujarat on 25th Feb 2024 | 8 things about Okha-Beyt Dwarka Signature Bridge
NM on the go

Nm on the go

Always be the first to hear from the PM. Get the App Now!
...
PM announces ex-gratia for the victims of Kasganj accident
February 24, 2024

The Prime Minister, Shri Narendra Modi has announced ex-gratia for the victims of Kasganj accident. An ex-gratia of Rs. 2 lakh from PMNRF would be given to the next of kin of each deceased and the injured would be given Rs. 50,000.

The Prime Minister Office posted on X :

"An ex-gratia of Rs. 2 lakh from PMNRF would be given to the next of kin of each deceased in the mishap in Kasganj. The injured would be given Rs. 50,000"