ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମେଟେ ଫ୍ରେଡରିକସନଙ୍କ ସହ କୋପେନହାଗେନ ସ୍ଥିତ ବେଲା ସେଣ୍ଟର ଠାରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେବା ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର, ଗବେଷକ, ବୃତ୍ତିଧାରୀ ଓ ବ୍ୟବସାୟୀଙ୍କ ସମେତ ଡେନମାର୍କରେ ରହୁଥିବା ଭାରତୀୟ ସମୁଦାୟର ୧୦୦୦ରୁ ଅଧିକ ସଦସ୍ୟ ଭାଗ ନେଇଥିଲେ ।

ଭାରତୀୟମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଫ୍ରେଡରିକସନଙ୍କ ସଦିଚ୍ଛା ଓ ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିବା ସହ ଉଭୟ ଦେଶ ସବୁଜ ଅଭିବୃଦ୍ଧି ପାଇଁ ମିଳିତ ଭାବେ ଅଭିନବ ସମାଧାନ ଖୋଜିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେନମାର୍କରେ ଭାରତୀୟ ସମୁଦାୟର ସକାରାତ୍ମକ ଭୂମିକାକୁ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅର୍ଥନୈତିକ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିବା ସହ ଭାରତ- ଡେନମାର୍କ ମଧ୍ୟରେ ଅଧିକ ସହଭାଗିତା ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

         

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi