ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15ଶ ବ୍ରିକ୍‌ସ ଶିଖର ସମ୍ମିଳନୀ ଅବସରରେ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଫିଲିପ୍ ଜେସିଣ୍ଟୋ ନ୍ୟୁସିଙ୍କ ସହିତ ସାକ୍ଷାତ କରିଛନ୍ତି।

ଉଭୟ ନେତା ଦ୍ବିପାକ୍ଷୀୟ ସମ୍ପର୍କକୁ ଆଗକୁ ନେବା ପାଇଁ ବିଭିନ୍ନ ଉପାୟ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାର ପ୍ରମୁଖ ବିଷୟରେ ସଂସଦୀୟ ସମ୍ପର୍କ, ପ୍ରତିରକ୍ଷା, ଆତଙ୍କବାଦର ଦମନ, ଶକ୍ତି, ଖନନ, ସ୍ବାସ୍ଥ୍ୟ, ବ୍ୟବସାୟ ଏବଂ ନିବେଶ, କ୍ଷମତା ନିର୍ମାଣ, ସମୁଦ୍ର ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ସମିଟ୍ରେ ରାଷ୍ଟ୍ରପତି ନ୍ୟୁସିଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ନ୍ୟୁସି ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଫ୍ରିକାନ୍ ୟୁନିୟନରେ ଜି20 ର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପଦକ୍ଷେପର ପ୍ରଶଂସା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.