ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ଗ୍ରହଣ କରିଥିବା ପ୍ରତ୍ୟେକ ପଦକ୍ଷେପ ପୂଜ୍ୟ ଶ୍ରୀ ଗୁରୁ ରବିଦାସ ଜୀଙ୍କର ଆବେଗକୁ ଗ୍ରହଣ କରିଛି ବୋଲି ସେ ଗର୍ବିତ ଅନୁଭବ କରୁଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମହାନ ସାଧୁ ଗୁରୁ ରବିଦାସ ଜୀଙ୍କର ଆସନ୍ତାକାଲି ଜନ୍ମ ବାର୍ଷିକୀ । ସମାଜରୁ ଜାତିପ୍ରଥା ଓ ଅସ୍ପୃଶ୍ୟତା ଭଳି କୁ ପ୍ରଥାକୁ ଦୂର କରିବା ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାହା ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ ।”

“ଏହି ଅବସରରେ, ମୁଁ ସନ୍ଥ ରବିଦାସ ଜୀଙ୍କ ପବିତ୍ର ସ୍ଥାନ ବିଷୟରେ କିଛି କଥା ମନେ ପକାଉଛି । ୨୦୧୬ ଏବଂ ୨୦୧୯ ମସିହାରେ ମୋତେ ଏଠାରେ ମଥାନତ କରିବା ଏବଂ ଲଙ୍ଗରରେ ଭାଗନେବାର ସୌଭାଗ୍ୟ ମିଳିଥିଲା । ଜଣେ ସାଂସଦ ହୋଇଥିବାରୁ ମୁଁ ସେଠାରେ ସ୍ଥିର କରିଥିଲି ଯେ ଏହି ତୀର୍ଥସ୍ଥାନର ବିକାଶ କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ ।”

“ମୁଁ ଗର୍ବିତ ଅନୁଭବ କରୁଛି ଯେ ଆମ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପରେ ପୂଜ୍ୟ ଶ୍ରୀ ଗୁରୁ ରବିଦାସଙ୍କ ଆବେଗକୁ ଆମେ ଗ୍ରହଣ କରିଛୁ । କେବଳ ଏତିକି ନୁହେଁ, କାଶୀରେ ତାଙ୍କ ସ୍ମୃତିରେ ର୍ନିମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ମହାନତା ଏବଂ ଈଶ୍ୱରୀୟତାର ସହିତ ଆଗଇ ଚାଲିଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy set for robust growth, stronger markets after May 1: WTC

Media Coverage

Indian economy set for robust growth, stronger markets after May 1: WTC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 22, 2026
April 22, 2026

One Nation, One Vision: PM Modi Delivers Healthcare Revolution, Security Revenge & Economic Self-Reliance