ମହାତ୍ମା ଅୟଂକାଲୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାତ୍ମା ଅୟଂକାଲୀଙ୍କ ଭଳି ମହାପୁରୁଷଙ୍କ ପ୍ରତି ଭାରତ ସର୍ବଦା ଋଣୀ ହୋଇ ରହିବ । ସାମାଜିକ ସଂସ୍କାର ଏବଂ ଦରିଦ୍ରଙ୍କ ସଶକ୍ତିକରଣ ଦିଗରେ ତାଙ୍କର କାର୍ଯ୍ୟ ସବୁବେଳେ ଅନୁପ୍ରାଣିତ କରିବ । ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।”
India remains indebted to greats like Mahatma Ayyankali. His work towards social reform and empowering the downtrodden will always inspire. Remembering him on his Jayanti.
— Narendra Modi (@narendramodi) August 28, 2020
A few years ago, had attended a programme to mark his Jayanti.
Here is my speech. https://t.co/ijLJBMNPU6


