ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧି ଦଳକୁ ସାକ୍ଷାତ କରିଥିଲେ ଏବଂ ପବିତ୍ର ଚାଦର ପ୍ରଦାନ କରିଥିଲେ, ଯାହାକୁ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଯିବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ମୁସଲମାନ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳକୁ ଭେଟିଥିଲି । ଆମର ଆଲୋଚନା ସମୟରେ ମୁଁ ପବିତ୍ର ଚାଦର ପ୍ରଦାନ କରିଥିଲି, ଯାହାକୁ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଯିବ ।

ମୁସଲମାନ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳକୁ ଭେଟିଥିଲି । ଆମର ଆଲୋଚନା ସମୟରେ, ମୁଁ ପବିତ୍ର ଚାଦର ପ୍ରଦାନ କରିଥିଲି, ଯାହାକୁ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଚଢ଼ାଯିବ । pic.twitter.com/eqWIKy7VQ1

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s pitch for a new role for Indian colleges: build global ambition

Media Coverage

PM Modi’s pitch for a new role for Indian colleges: build global ambition
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting prayers for peace, well-being, and harmony with nature
September 07, 2026

Prime Minister Shri Narendra Modi shared a Sanskrit Subhashitam today, highlighting prayers for peace, well-being, and harmony with nature.

The Prime Minister wrote on X;

"शं नो वातः पवतां शं नस्तपतु सूर्यः।

शं नः कनिक्रदद् देवः पर्जन्योऽभिवर्षतु॥"

May the wind blow for us in a peaceful, wholesome, and purifying way. May the Sun shine upon us as a source of well-being and blessing. May it's warmth and light bring us comfort and joy. And may the divine Rain-God, Parjanya, shower life-giving and auspicious rain upon us.