ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।

 

ସେ ମନ୍ଦିରରେ କମ୍ବ ରାମାୟଣର ପଦ ଶୁଣିଥିଲେ । ଏଠାରେ ମହାନ କମ୍ବନ ପ୍ରଥମେ ରାମାୟଣକୁ ସର୍ବସାଧାରଣରେ ଉପସ୍ଥାପନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଛି । ଏହି ମନ୍ଦିର ସହ ପ୍ରଭୁ ଶ୍ରୀ ରାମଙ୍କ ସମ୍ପର୍କ ଦୀର୍ଘଦିନର । ପ୍ରଭୁ ଶ୍ରୀ ରାମ ମଧ୍ୟ ପୂଜା କରିଥିବା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।’

 

 

ପ୍ରଧାନମନ୍ତ୍ରୀ କମ୍ବ ରାମାୟଣର ପଦ ମଧ୍ୟ ମନ୍ଦିରରେ ଶୁଣିଥିଲେ ।

 

‘ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ କମ୍ବ ରାମାୟଣର ପଦ ଶୁଣିବା ଏପରି ଏକ ଅନୁଭୂତି ଯାହାକୁ ମୁଁ ସାରା ଜୀବନ ପାଇଁ ମନେ ରଖିବି । ଏହା ହେଉଛି ସେହି ମନ୍ଦିର ଯେଉଁଠି ମହାନ କମ୍ବନ୍ ପ୍ରଥମେ ତାଙ୍କ ରାମାୟଣକୁ ସର୍ବସାଧାରଣରେ ଉପସ୍ଥାପନ କରିଥିଲେ, ଯାହା କି ବେଶ୍ ଉଲ୍ଲେଖନୀୟ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From make in India to create in India: The next auto tech leap

Media Coverage

From make in India to create in India: The next auto tech leap
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 9, 2026
September 09, 2026

Viksit Bharat Express: How PM Modi’s Reforms Are Supercharging India’s Economy and Infrastructure