ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନର ପ୍ରସିଦ୍ଧ ଏବି ରୋଡ୍ ଷ୍ଟୁଡିଓଜ୍ ରେ ଭାରତର ଜାତୀୟ ସଙ୍ଗୀତର ପ୍ରସ୍ତୁତି ପାଇଁ 100 ବାଦ୍ୟ ଯନ୍ତ୍ର ସହିତ ବ୍ରିଟିଶ୍ ଅର୍କେଷ୍ଟ୍ରା, ଦି ରୟାଲ୍ ଫିଲାନ୍‌ଥ୍ରୋପିକ୍ ଅର୍କେଷ୍ଟ୍ରା ର ସଞ୍ଚାଳନ କରିବା ପାଇଁ ଭାରତୀୟ ସଙ୍ଗୀତକାର ଏବଂ ଗ୍ରାମୀ ପୁରସ୍କାର ବିଜେତା ରିକି କେଜଙ୍କର ପ୍ରଶଂସା କରିଛନ୍ତି।

ରିକି କେଜ ଙ୍କର ଟ୍ବିଟର ଉତ୍ତର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି

‘‘ଅଦଭୁତ। ଏହା ସମସ୍ତ ଭାରତୀୟଙ୍କୁ ନିଶ୍ଚିତ ଭାବରେ ଗୌରବାନ୍ବିତ କରିବ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
British Couple Praises 'Excellent' Indian Railways After Travelling With 2-Month-Old Baby

Media Coverage

British Couple Praises 'Excellent' Indian Railways After Travelling With 2-Month-Old Baby
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance