ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଲ୍ଫ ଖେଳାଳି ଆଦିତ୍ୟ ଅଶୋକଙ୍କୁ ଅଲିମ୍ପିକ୍ସରେ ଚମତ୍ମାର ପ୍ରଦର୍ଶନ ସମୟରେ ତାଙ୍କ ଦକ୍ଷତା ଏବଂ ସଂକଳ୍ପ ପାଇଁ ପ୍ରଶଂସା କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଗଲ୍ପ ଖେଳାଳି ଆଦିତ୍ୟ, ଆପଣ ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅତୁଳନୀୟ କୌଶଳ ଏବଂ ସଂକଳ୍ପ ଦେଖାଇଛନ୍ତି । ଗୋଟିଏ ପଦକରୁ ଆପଣ ଅଳ୍ପକେ ବଞ୍ଚିତ ହୋଇଛନ୍ତି ସତ, କିନ୍ତୁ ଆପଣ ଯେ କୌଣସି ଭାରତୀୟଙ୍କଠାରୁ ଅଧିକ ଦୂରକୁ ଯାଇପାରିଛନ୍ତି ଏବଂ ଅତି ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଆପଣଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.