ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକ ଥିଲେ, ଯିଏକି ଭାରତର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସମାଜର ତଳସ୍ତରରେ ଥିବା ଲୋକଙ୍କ ବିକାଶ ପାଇଁ ତାଙ୍କର ମାନସିକତା ଏକ ସୁଦୃଢ଼ ରାଷ୍ଟ୍ର ଦିଗରେ ଆମର ଯାତ୍ରାକୁ ପ୍ରୋତ୍ସାହିତ କରୁଛି ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ପୂଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ । ସମାଜର ତଳସ୍ତରରେ ଥିବା ଲୋକଙ୍କ ବିକାଶ ପାଇଁ ତାଙ୍କର ମାନସିକତା ଏକ ସୁଦୃଢ଼ ରାଷ୍ଟ୍ର ଦିଗରେ ଆମର ଯାତ୍ରାକୁ ପ୍ରୋତ୍ସାହିତ କରୁଛି । ବିକାଶ ଏବଂ ଏକତା ଦିଗରେ ଆମର ସାମୂହିକ ଉଦ୍ୟମ ସକାଶେ ତାଙ୍କର ବଳିଦାନ ଏବଂ ଆଦର୍ଶ ମାର୍ଗଦର୍ଶକ ଶକ୍ତି ହୋଇ ରହିଛି ।”   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi