ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିଂହ ରାଓ ଜୀଙ୍କ 100ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିଂହ ରାଓ ଜୀଙ୍କ 100ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରର ବିକାଶ ଦିଗରେ ତାଙ୍କର ବିସ୍ତୃତ ଯୋଗଦାନ ପାଇଁ ଦେଶ ତାଙ୍କୁ ସର୍ବଦା ସ୍ମରଣ କରିବ । ସେ ଅସାଧାରଣ ଜ୍ଞାନ ଏବଂ ଚିନ୍ତାଧାରାର ଅଧିକାରୀ ଥିଲେ । ବିଗତ ବର୍ଷ ଜୁନ ମନ କି ବାତରେ ମୁଁ ତାଙ୍କ ବିଷୟରେ କଣ କହିଥିଲି ତାହା ଏଠାରେ ଶେୟାର କରୁଛି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bumper Apple crop! India’s iPhone exports pass Rs 1 lk cr

Media Coverage

Bumper Apple crop! India’s iPhone exports pass Rs 1 lk cr
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 13, 2025
January 13, 2025

#Kumbh2025: Citizens Appreciate PM Modi’s Effort taken to Celebrate Indias Biggest Cultural Gathering

Appreciation for PM Modi’s Effort to Delivery on Promises to Ensure Holistic Growth in all Sectors