ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ କୃପଲାନୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜୟନ୍ତୀ ଅବସରରେ ଆଚାର୍ଯ୍ୟ କୃପଲାନୀଙ୍କୁ ଶ୍ରଦ୍ଧାଞ୍ଜଳି । ଆମ ସ୍ୱାଧୀନତା ସଂଗ୍ରାମ ପ୍ରତି ବଳିଷ୍ଠ ଅବଦାନ ପାଇଁ ସେ ସର୍ବତ୍ର ସମ୍ମାନିତ । ଜଣେ ସାଂସଦ ଭାବରେ ସେ ନିଜ ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି । ତାଙ୍କର ଶିକ୍ଷା ପ୍ରତି ଅବଦାନ ଓ ସମାଜସେବା ପ୍ରତି ଆଗ୍ରହ ମଧ୍ୟ ବେଶ ଉଲ୍ଲେଖଯୋଗ୍ୟ ।”    

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep