ଆଜି ବୀର ସବରକରଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ସମସ୍ତ ଦେଶବାସୀଙ୍କ ତରଫରୁ ବୀର ସବରକରଙ୍କୁ ତାଙ୍କ ପୁଣ୍ୟତିଥିରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସ୍ୱାଧିନତା ଆନ୍ଦୋଳନରେ ତପସ୍ୟା, ତ୍ୟାଗ ଏବଂ ସାହସ ତଥା ସଂଘର୍ଷପୂର୍ଣ୍ଣ ତାଙ୍କର ଅମୂଲ୍ୟ ଯୋଗଦାନକୁ କୃତଜ୍ଞ ଦେଶ କେବେବି ଭୁଲି ପାରିବ ନାହିଁ ।”
सभी देशवासियों की ओर से वीर सावरकर जी को उनकी पुण्यतिथि पर आदरपूर्ण श्रद्धांजलि। आजादी के आंदोलन में उनके तप, त्याग, साहस और संघर्ष से भरे अमूल्य योगदान को कृतज्ञ राष्ट्र कभी भुला नहीं सकता।
— Narendra Modi (@narendramodi) February 26, 2025


