ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରୁଛି । ଭାରତର ପ୍ରଗତିରେ ମହିଳାଙ୍କ ଭୂମିକା ବେଶ ପ୍ରଶଂସନୀୟ । ଆମ ସରକାର ମହିଳା ସଶକ୍ତିକରଣକୁ ଆଗେଇ ନେବାକୁ କାମ କରିଚାଲିବ । #NariShaktiForNewIndia”

 

Shri Modi also shared a compilation of women achievers whose life journeys were chronicled in Mann Ki Baat.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2026
July 22, 2026

From Scholarships to Homes to High-Speed Rail: Inclusive Growth Under PM Modi’s Leadership