ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରୁଛି । ଭାରତର ପ୍ରଗତିରେ ମହିଳାଙ୍କ ଭୂମିକା ବେଶ ପ୍ରଶଂସନୀୟ । ଆମ ସରକାର ମହିଳା ସଶକ୍ତିକରଣକୁ ଆଗେଇ ନେବାକୁ କାମ କରିଚାଲିବ । #NariShaktiForNewIndia”
On International Women’s Day, a tribute to the achievements of our Nari Shakti. We greatly cherish the role of women in India’s progress. Our Government will keep working to further women empowerment. #NariShaktiForNewIndia pic.twitter.com/giLNjfRgXF
— Narendra Modi (@narendramodi) March 8, 2023
Shri Modi also shared a compilation of women achievers whose life journeys were chronicled in Mann Ki Baat.
An interesting compilation of women achievers whose life journeys were chronicled in #MannKiBaat. #NariShaktiForNewIndia pic.twitter.com/PEOurlMREk
— Narendra Modi (@narendramodi) March 8, 2023


