ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଚିତ ଦିବସ ଅବସରରେ, ଲାଚିତ ବୋରଫୁକନଙ୍କୁ ସ୍ମରଣ କରିବା ସହ ତାଙ୍କୁ ସାହସ ଦେଶପ୍ରେମ ଏବଂ ସଚ୍ଚା ନେତୃତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଲାଚିତ ବୋରଫୁକନଙ୍କ ବୀରତ୍ୱ ଦେଶର ପିଢ଼ିମାନଙ୍କୁ ପ୍ରେରଣା ଦେଇ ଆସୁଛି । ସେ ଆସାମର ଆଦର୍ଶ ସଂସ୍କୃତିକୁ ସୁରକ୍ଷା ଦେବା ଏବଂ ଏକତା ତଥା ଦୃଢ଼ତାର ମୂଲ୍ୟବୋଧକୁ ବଜାୟ ରଖିବାରେ ଲାଚିତ ବୋରଫୁକନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଲାଚିତ ଦିବସରେ ଆମେ ସାହସ, ଦେଶପ୍ରେମ ଏବଂ ସଚ୍ଚା ନେତୃତ୍ୱର ପ୍ରତୀକ ଲାଚିତ ବୋରଫୁକନଙ୍କୁ ମନେ ପକାଉଛୁ । ତାଙ୍କର ବୀରତ୍ୱ ଅନେକ ପିଢ଼ିକୁ ପ୍ରେରଣା ଦେଇ ଚାଲିଛି । ସେ ଆସାମର ଆଦର୍ଶ ସଂସ୍କୃତିକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।”
“লাচিত দিৱসৰ দিনা আমি সাহস, দেশপ্ৰেম আৰু প্ৰকৃত নেতৃত্বৰ প্ৰতীক লাচিত বৰফুকনক স্মৰণ কৰো। তেওঁৰ বীৰত্বই প্ৰতিটো প্ৰজন্মক অনুপ্ৰাণিত কৰি আহিছে। অসমৰ অনন্য সংস্কৃতি ৰক্ষাৰ ক্ষেত্ৰত তেওঁ গুৰুত্বপূৰ্ণ ভূমিকা পালন কৰিছিল।”
On Lachit Diwas, we remember Lachit Borphukan, a symbol of courage, patriotism and true leadership. His heroism continues to inspire generations. He played a key role in safeguarding the exemplary culture of Assam. pic.twitter.com/bwfWH9NJf4
— Narendra Modi (@narendramodi) November 24, 2025
লাচিত দিৱসৰ দিনা আমি সাহস, দেশপ্ৰেম আৰু প্ৰকৃত নেতৃত্বৰ প্ৰতীক লাচিত বৰফুকনক স্মৰণ কৰো। তেওঁৰ বীৰত্বই প্ৰতিটো প্ৰজন্মক অনুপ্ৰাণিত কৰি আহিছে। অসমৰ অনন্য সংস্কৃতি ৰক্ষাৰ ক্ষেত্ৰত তেওঁ গুৰুত্বপূৰ্ণ ভূমিকা পালন কৰিছিল। pic.twitter.com/MgSYE7qEjN
— Narendra Modi (@narendramodi) November 24, 2025




