ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମୁଦ୍ରରେ ଥିବା ଜଳମଗ୍ନ ସହର ଦ୍ୱାରକାରେ ପ୍ରାର୍ଥନା କରିଛନ୍ତି । ଏହି ଅନୁଭୂତି ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳ ସହ ଏକ ବିରଳ ଏବଂ ଗଭୀର ସଂଯୋଗ କରାଇଥିଲା ।

 

ସମୃଦ୍ଧ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟ ସହ କଳ୍ପନାକୁ ଆକର୍ଷିତ କରୁଥିବା ଦ୍ୱାରକାରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଳରାଶିରେ ସେ ମୟୂର ପର ମଧ୍ୟ ଅର୍ପଣ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ପାଣିରେ ବୁଡ଼ି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ବେଶ୍ ଦିବ୍ୟ ଅନୁଭୂତି ଥିଲା । ମୋତେ ଆଧ୍ୟାତ୍ମିକ ବୈଭବ ଏବଂ ଶାସ୍ୱତ ଭକ୍ତିର ଏକ ପ୍ରାଚୀନ ଯୁଗ ସହ ସଂଯୋଗ ଅନୁଭବ ହେଲା । ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 16, 2026
June 16, 2026

Viksit Bharat in Action: 12 Years of Roads, AI Unicorns, Export Booms & Unmatched Global Camaraderie"