Shares glimpses of visit to the Sacred Heart Cathedral in Delhi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଷ୍ଟରର ବିଶେଷ ଅବସରରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧର୍ମ ଗୁରୁମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଦିଲ୍ଲୀ ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରାଲ ଗସ୍ତର ଝଲକ ମଧ୍ୟ ଶ୍ରୀ ମୋଦୀ ଶେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆଜି ଇଷ୍ଟରର ବିଶେଷ ଅବସରରେ ଦିଲ୍ଲୀ ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରାଲ ପରିଦର୍ଶନ କରିବାର ସୁଯୋଗ ମିଳିଲା । ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧର୍ମ ଗୁରୁମାନଙ୍କୁ ମଧ୍ୟ ଭେଟିଲି ।

କିଛି ଝଲକ ଶେୟାର କରୁଛି ।”

“ଇଷ୍ଟର ଅବସରରେ ସାକ୍ରେଡ ହାର୍ଟ କାଥେଡ୍ରାଲ, ଦିଲ୍ଲୀର ଆଉ କିଛି ଫଟୋ ।

ଏହି ଦିନଟି ସମାଜରେ ଖୁସି ଓ ସୌହାର୍ଦ୍ଦ୍ୟର ଭାବନା ବୃଦ୍ଧି କରୁ ।”    

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions