ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍‌ଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ।” ଏହାଛଡା ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର୍‌, ଡିଜିଟାଲାଇଜେସନ୍‌, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଆଜି ସନ୍ଧ୍ୟାରେ ସିଙ୍ଗାପୁରର ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍‌ଙ୍କୁ ଭେଟିଥିଲି । ଆମେ ଭାରତ-ସିଙ୍ଗାପୁର ବ୍ୟାପକ ରଣନୀତିକ ଭାଗିଦାରୀର ସମ୍ପୂର୍ଣ୍ଣ ପରିସର ବିଷୟରେ ଆଲୋଚନା କରିଛୁ । ଭବିଷ୍ୟତର ବିଭିନ୍ନ ବିଷୟ ଯଥା ସେମିକଣ୍ଡକ୍ଟର, ଡିଜିଟାଲାଇଜେସନ୍‌, ସ୍କିଲିଂ, କନେକ୍ଟିଭିଟି ଏବଂ ଅନ୍ୟାନ୍ୟ ସେକ୍ଟର୍ ଉପରେ ଆମେ ଆଲୋଚନା କରିଥିଲୁ। ଏହାଛଡା ଶିଳ୍ପ, ଭିତ୍ତିଭୂମି ଏବଂ ସଂସ୍କୃତିରେ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆମେ ଆଲୋଚନା କରିଥିଲୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 17, 2026
May 17, 2026

Stronger Bonds, Stronger Bharat: PM Modi’s Netherlands Trip Delivers Partnerships, Pride & a Future-Ready India