ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ପାଣିପାଗ ବିଭାଗର ଆମ ଦେଶ ପାଇଁ ଅସାଧାରଣ ସେବାକୁ ପ୍ରଶଂସା କରିଛନ୍ତି । ଆଜି ଏହି ବିଭାଗର ୧୫୦ ବର୍ଷ ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

ଆଜି ଆମେ ଭାରତୀୟ ପାଣିପାଗ ବିଭାଗର ଦେଶ ପାଇଁ ଅସାଧାରଣ ସେବାର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ । ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି ଜଳବାୟୁ ଗବେଷଣାକୁ ଆଗେଇ ନେବା ପର୍ଯ୍ୟନ୍ତ, ଆଇଏମ୍‌ଡି ଜୀବନକୁ ସୁରକ୍ଷିତ ରଖିବା ଏବଂ ପରିବେଶ ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାରେ ସହାୟକ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour