ସେୟାର
 
Comments
Inspired by Pt. Deendayal Upadhyaya, 21st century India is working for Antyodaya: PM Modi
Our government has given top priority to roads, highways, waterways, railways, especially regarding infrastructure: PM
Our government is working to reach the last person in the society, to bring the benefits of development to them: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ଜ୍ୟୋତିର୍ଲିଙ୍ଗ ତୀର୍ଥସ୍ଥଳୀ- ବାରାଣସୀ, ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ସଂଯୋଗ କରୁଥିବା ତୃତୀୟ ସମନ୍ୱୟ ଟ୍ରେନ ମହାକାଳ ଏକ୍ସପେସର ଶୁଭାରମ୍ଭ କରିଛନ୍ତି । 

ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ 36ଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ ଅନ୍ତର୍ଭୁକ୍ତ । ସେହିଭଳି ସେ ଅନ୍ୟ 14ଟି ବିକାଶମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ବାରାଣସୀର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀ ଠାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଏହି ପବିତ୍ର ଭୂମି ତାର ନାମ ‘ପାଡ଼ବ’କୁ ଆହୁରି ସାର୍ଥକ କରିଛି ଏବଂ ତାହା ଆହୁରି ସୁଦୃଢ଼ ହୋଇପାରିଛି । ଏହା ସମୟକ୍ରମେ ଏପରି ଏକ ପର୍ଯ୍ୟାୟରେ ବିକଶିତ ହେବ ଯେତେବେଳେ ସେବା, ତ୍ୟାଗ, ନ୍ୟାୟ ଏବଂ ଜନସ୍ୱାର୍ଥ ଏକୀଭୂତ ହେବ । ଏଠାରେ ଏବେ ଏଭଳି ଏକ ସ୍ମାରକ ପୀଠ ଏବଂ ଉଦ୍ୟାନର ବିକାଶ ଘଟିବା ପରେ, ତଥା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହେବାଦ୍ୱାରା ତାହା ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶକୁ ପିଢ଼ି ପିଢ଼ି ଲାଗି ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀ ଆମକୁ ଅନ୍ତ୍ୟୋଦୟର ମାର୍ଗ ପ୍ରଦର୍ଶନ କରିଛନ୍ତି ଯାହା ହେଉଛି ସମାଜର ଶେଷତମ ବ୍ୟକ୍ତିକୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଉପରକୁ ଉଠାଇବା । ପ୍ରଧାନମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ଅନୁପ୍ରାଣୀତ ହୋଇ ଏକବିଂଶ ଶତାବ୍ଦୀର ଭାରତବର୍ଷ ଅନ୍ତ୍ୟୋଦୟ ଦିଗରେ କାର୍ଯ୍ୟ କରୁଛି । ଆଜିର ଏହି ପବିତ୍ର ଅବସରରେ, ପ୍ରାୟ 1250 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି ଯାହାକି ପୂର୍ବାଞ୍ଚଳର ସମଗ୍ର କ୍ଷେତ୍ର ପାଇଁ ଉପକାରସିଦ୍ଧ ହୋଇପାରିବ ଏବଂ ସେଥିରେ ବାରାଣସୀ ମଧ୍ୟ ସାମିଲ । ଏହି ସମସ୍ତ ପ୍ରକଳ୍ପ ହେଉଛି କାଶୀ ସମେତ ସମଗ୍ର ପୂର୍ବାଞ୍ଚଳ କ୍ଷେତ୍ରର ପୁନର୍ଜାଗରଣ ସକାଶେ ଆମେ ଗ୍ରହଣ କରିଥିବା ସଂକଳ୍ପର ଅଂଶବିଶେଷ ଯାହାକି ଗତ ପାଞ୍ଚ ବର୍ଷରେ ସାକାର ହୋଇପାରିଛି । ଏହି ବର୍ଷମାନଙ୍କରେ, କେବଳ ବାରାଣସୀ ଜିଲ୍ଲାରେ ପ୍ରାୟ 25 ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପାଦନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ସଡ଼କ, ଜାତୀୟ ରାଜମାର୍ଗ, ଜଳପଥ, ରେଳପଥ, ବିଶେଷ କରି ଭିତ୍ତିଭୂମିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରନ୍ତି । ଏହିସବୁ ବିକାଶମୂଳକ ଯୋଜନା କେବଳ ଦେଶକୁ ଆଗକୁ ଆଗେଇ ନେଉନାହିଁ, ଅପରନ୍ତୁ ଅନେକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି । ବିଶେଷ କରି ପର୍ଯ୍ୟଟନ ଭିତ୍ତିକ ନିଯୁକ୍ତି ଯାହାକି କାଶୀ ଭଳି ନଗରୀ ଓ ତା’ର ଆଖପାଖ କ୍ଷେତ୍ର ପାଇଁ ବିଶେଷ ମାନ୍ୟତା ବହନ କରେ ସେ ଦିଗରେ ସହାୟକ ହୋଇପାରିଛି । ପ୍ରାଧାନମନ୍ତ୍ରୀ ଆହୁରି କହିଲେ ଯେ କିଛି ଦିନ ପୂର୍ବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଏହି ଭୂମିର ପବିତ୍ର ପରିବେଶକୁ ଉପଭୋଗ କରିବା ସକାଶେ ଏଠାକୁ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ପବିତ୍ର ଅବସରରେ କାଶୀ- ମହାକାଳ ଏକ୍ସପ୍ରେସ ଯାହାକି ବାବା ବିଶ୍ୱନାଥଙ୍କ ନଗରୀକୁ ଓଁକାରେଶ୍ୱର ଓ ମହାକାଳେଶ୍ୱର ସହ ସଂଯୋଗ କରୁଛି ତାହାର ଚଳାଚଳର ଶୁଭାରମ୍ଭ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁପର ସ୍ପେଶାଲିଟି ହସପିଟାଲର ଶିଳାନ୍ୟାସ 2016 ମସିହା ଦ୍ୱିତୀୟାର୍ଦ୍ଧରେ କରାଯାଇଥିଲା ଏବଂ ଆଜି ତାହା ଉଦଘାଟିତ ହୋଇଛି ।

 ‘ମାତ୍ର 21 ମାସ ମଧ୍ୟରେ, ଏହି 430 ଶଯ୍ୟାବିଶିଷ୍ଟ ହସପିଟାଲ ଏବେ କାଶୀ ଓ ପୂର୍ବାଞ୍ଚଳର ଲୋକମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଛି’ ବୋଲି ସେ ସୂଚାଇଥିଲେ । ଦୀନଦୟାଲ ଜୀଙ୍କ ଚିନ୍ତନରେ ଉଦବୁଦ୍ଧ ହୋଇ ଯାହାକି ଆତ୍ମନିର୍ଭରଶୀଳତା ଏବଂ ସ୍ୱୟଂସହାୟତା ପ୍ରତ୍ୟେକ ଯୋଜନାର ମୂଳ ଆଧାର ହେବା ଉଚିତ, ତାହାକୁ ସାକାର କରିବା ସକାଶେ, ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ପ୍ରତ୍ୟେକ ଯୋଜନାରେ ଏବଂ କାର୍ଯ୍ୟ ସଂସ୍କୃତିରେ ଏହି ଆଦର୍ଶକୁ ପ୍ରତିଫଳିତ କରିବା ଲାଗି ପ୍ରୟାସ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ସରକାର ସମାଜର ସର୍ବଶେଷ ବ୍ୟକ୍ତି ନିକଟରେ ପହଞ୍ଚିବା ସକାଶେ ନିରବଚ୍ଛିନ୍ନ ଭାବେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି, ଯଦ୍ୱାରା ବିକାଶ ଯୋଜନାର ସୁଫଳ ସେହି ବ୍ୟକ୍ତିକୁ ପ୍ରାପ୍ତ ହୋଇପାରିବ । ‘ଏବେ ପରିସ୍ଥିତିରେ ପରିବର୍ତ୍ତନ ଘଟିଚାଲିଛି ଏବଂ ଅଧୁନା ସମାଜର ଶେଷତମ ବ୍ୟକ୍ତିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

 

 

 

 

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
How This New Airport In Bihar’s Darbhanga Is Making Lives Easier For People Of North-Central Bihar

Media Coverage

How This New Airport In Bihar’s Darbhanga Is Making Lives Easier For People Of North-Central Bihar
...

Nm on the go

Always be the first to hear from the PM. Get the App Now!
...
PM interacts with representatives of religious and social organizations on Covid-19
July 28, 2021
ସେୟାର
 
Comments
PM exhorts leaders to work with government to spread awareness about vaccines & tackle vaccine hesitancy
Help provided during the pandemic is a shining example of Ek Bharat-Eknishtha Prayas: PM
PM asks the leaders to ensure that everyone becomes a part of Azaadi ka Amrut Mahotsav
On the occasion of 75 years of independence, let us work towards uniting the country through a Bharat Jodo Aandolan : PM
The leaders thank the PM for leading the fight against Covid-19 from the front; give wholehearted support for preventing the third wave of Covid-19

Prime Minister Shri Narendra Modi held an interaction with representatives of religious and social organizations to discuss the Covid-19 situation earlier today via video conferencing.

Prime Minister said that the interaction is yet another example of society and government working together for the benefit of the country. He appreciated the work done by these organizations towards meeting the challenges posed by Covid-19. He said that the help provided to people was beyond caste or religious considerations and was a shining example of ‘Ek Bharat-Eknishtha Prayas’. Across the country, Temples, Mosques, Churches and Gurudwaras doubled up as hospitals and isolation centres, while also helping the needy get food and medicines, he said.

Prime Minister discussed the rapid rollout of the vaccination drive in the country, adding that the ‘Sabko Vaccine Muft Vaccine’ campaign is like a shield in the fight against Corona. He exhorted the religious and community leaders to join the efforts of the government by helping spread awareness about vaccination and help combat rumours and confusions about the vaccines. He asked them to work in collaboration with the government, especially in areas where there is high vaccine hesitancy. This will go a long way in helping our health workers reach out to each and every citizen.

Prime Minister also asked the leaders to be a part of the celebration of 75 years of independence. He asked them to ensure that everyone becomes a part of ‘Azaadi ka Amrut Mahotsav’. He said that on this occasion, we should work toward uniting the entire length and breadth of the nation through a ‘Bharat Jodo Aandolan’, and showcase the true spirit of ‘Ek Bharat Shreshtha Bharat’.  

The interaction was attended by Prof. Salim Engineer, Convenor, Kendriya Dharmik Jan Morcha and Vice President, Jamaat-e-Islami Hind; Maha Rishi Peethadheeshwar Goswami Sushil Maharaj, National Convenor, Bharatiya Sarv Dharam Sansad, Uttar Pradesh; Swami Omkaranand Saraswati, Peethadheeshwar, Omkar Dhaam, New Delhi; Singh Sahib Giani Ranjit Singh, Chief Granthi, Gurudwara Bangla Sahib, New Delhi; Dr. M. D. Thomas, Founding Director, Institute of Harmony & Peace Studies, New Delhi; Swami Veer Singh Hitkari, President, All India Ravidasiya Dharam Sangathan; Swami Sampat Kumar, Galta Peeth, Jaipur; Acharya Vivek Muni, President, International Mahavir Jain Mission, New Delhi; Dr. A. K. Merchant, National Trustee & Secretary, Lotus Temple and Indian Baha'i Community, New Delhi; Swami Shantatmanand, President, Ramakrishna Mission, New Delhi; and Sister B. K. Asha, Om Shanti Retreat Centre, Haryana.

The leaders thanked the Prime Minister for organising the interaction and lauded his decisive leadership in the fight against the pandemic. They spoke about the exemplary work done by different religious and social organizations towards tackling the challenges posed by Covid-19. They voiced their support towards spreading awareness about the ongoing vaccination drive and provided their ideas and suggestions for preventing the third wave.