ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ପରିସରରେ ୨୦୦ ବର୍ଷ ପୁରୁଣା ଐତିହ୍ୟ କୂଅର ପୁନରୁଦ୍ଧାର ନେଇ ଜୋନାଲ ରେଲୱେ ତାଲିମ ପ୍ରତିଷ୍ଠାନ, ସିକନ୍ଦରାବାଦର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଜୋନାଲ ରେଲୱେ ତାଲିମ ପ୍ରତିଷ୍ଠାନ, ସିକନ୍ଦରାବାଦ ଜଳ ସଂରକ୍ଷଣକୁ ସୁଗମ କରିବା ପାଇଁ ଏହାର ଚାରିପାଖରେ ବର୍ଷା ଜଳ ଅମଳର ଗର୍ତ୍ତ ର୍ନିମାଣ କରିଛି ।
ରେଳ ମନ୍ତ୍ରଣାଳୟର ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହା ଏକ ପ୍ରଶଂସନୀୟ ପ୍ରୟାସ ।”
Heritage Well revived!
— Ministry of Railways (@RailMinIndia) February 24, 2023
Promoting sustainable & green initiatives Zonal Railway Training Institute, Secunderabad, revived a 200-year-old heritage well on its premises & further built Rainwater Harvesting Pits around it to facilitate water conservation. pic.twitter.com/4FteTWJ4ig


