ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏଚ୍‍ ଭି ହାଣ୍ଡେଙ୍କ ଉତ୍ସାହ ଓ ମନୋବୃତ୍ତିକୁ ପ୍ରଶଂସା କରିଥିଲେ ଯିଏ କି ସ୍ୱାଧୀନତା ଘୋଷଣା କରୁଥିବା ୭୫ ବର୍ଷ ପୁରୁଣା ଖବରକାଗଜକୁ ଟୁଇଟ୍ କରିଥିଲେ ।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଏଚ ଭି ହାଣ୍ଡେ ଜୀଙ୍କ ଭଳି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ରାଷ୍ଟ୍ର ର୍ନିମାଣ ଦିଗରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ ଉପରେ ଡକ୍ଟର ଏଚ ଭି ହାଣ୍ଡେଙ୍କ ଟୁଇଟ୍‍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଡକ୍ଟର ଏଚ୍‌.ଭି ହାଣ୍ଡେ ଜୀ ପରି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ଦେଶ ର୍ନିମାଣ ଦିଗରେ ନିଜ ଜୀବନ ସମର୍ପି ଦେଇଛନ୍ତି । ତାଙ୍କର ଶକ୍ତି ଏବଂ ଉତ୍ସାହ ଦେଖି ଆନନ୍ଦିତ ।  ଡକ୍ଟର ଏଚ ଭି ହାଣ୍ଡେ”

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Using its Role as G-20 Chair, How India Has Become Voice of 'Unheard Global South'

Media Coverage

Using its Role as G-20 Chair, How India Has Become Voice of 'Unheard Global South'
...

Nm on the go

Always be the first to hear from the PM. Get the App Now!
...
PM condoles the passing away of noted economist and former Union minister professor YK Alagh
December 06, 2022
ସେୟାର
 
Comments

The Prime Minister, Shri Narendra Modi has expressed deep grief over the passing away of noted economist and former Union minister professor YK Alagh.

In a tweet, the Prime Minister said;

"Professor YK Alagh was a distinguished scholar who was passionate about various aspects of public policy, particularly rural development, the environment and economics. Pained by his demise. I will cherish our interactions. My thoughts are with his family and friends. Om Shanti."