ପ୍ରଧାନମନ୍ତ୍ରୀ ସିଆରପିଏଫ କର୍ମଚାରୀଙ୍କ ବୃକ୍ଷରୋପଣ ଅଭିଯାନକୁ ପ୍ରଶଂସା କରିଛନ୍ତି । ଏଥିରେ ବିଶ୍ୱନାଥ ଧାମ ଓ ଜ୍ଞାନବାପି ଠାରେ ସୁରକ୍ଷା ପାଇଁ ମୁତୟନ ସିଆରପିଏଫ ଜୱାନମାନେ ୭୫ ହଜାର ବୃକ୍ଷ ରୋପଣ ସାମିଲ ରହିଛି । ଏହି ଉଦ୍ୟମ ସାରା ଦେଶ ପାଇଁ ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେ ଟ୍ୱିଟ କରିଛନ୍ତି;
“ସିଆରପିଏଫ ଜୱାନମାନଙ୍କ ଏହି ପ୍ରୟାସ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସୁରକ୍ଷା ପ୍ରହରୀ ଭାବେ ପରିବେଶ ସଂରକ୍ଷଣ ପାଇଁ ସେମାନଙ୍କ ଏହି ପ୍ରୟାସ ସାରା ଦେଶ ପାଇଁ ଏକ ଉଦାହରଣ ।@crpfindia”
सीआरपीएफ जवानों की यह पहल हर किसी को प्रेरित करने वाली है। सुरक्षा प्रहरी के रूप में पर्यावरण संरक्षण का उनका यह प्रयास देशभर के लिए एक मिसाल है। @crpfindia https://t.co/TcQYOigoO2
— Narendra Modi (@narendramodi) October 29, 2022